ଜାତୀୟ

ଶିନ୍ଦେ ସରକାରରେ ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ଶିନ୍ଦେ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି। ଅଜିତ ପାଓ୍ବାରଙ୍କ ଗ୍ରୁପର ବିଧାୟକଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶୁକ୍ରବାର କରାଯାଇଛି। ଏଥିରେ ଅଦିତି ତଟକରେ ଶିିନ୍ଦେ ସରକାରଙ୍କ ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି। ସେହି ବିଭାଗଗୁଡିକ ମଧ୍ୟରେ ମହାରାଷ୍ଟ୍ର ରାୟଗଡର…

କଂଗ୍ରେସ ନେତ୍ରୀଙ୍କ ସହ ଦାଉଦ ଇବ୍ରାହିମ୍‌! ଜଣାପଡିଲା ସତ

ନୂଆଦିଲ୍ଲୀ,୧୪।୭: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌। ଆତଙ୍କବାଦୀ ଲିଙ୍କ୍‌ ଠାରୁ ଆରମ୍ଭ କରି ମୁମ୍ବାଇର ତାଜ୍‌ ଆଟାକ୍‌ ଯାଏଁ ସବୁଠି ରହିଛି ଦାଉଦଙ୍କର ହାତ। ଗୁରୁତର ଆପରାଧିକ ମାମଲାର ଅଭିଯୁକ୍ତ ଦାଉଦ କେବଳ ଭାରତ ପାଇଁ ନୁହେଁ ସାରା…

ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ମାସ ରହିଲା ଜୁନ

ନୂଆଦିଲ୍ଲୀ,୧୪।୭: ସାରା ଦେଶଷର ଏବେ ମୌସୁମୀ ବର୍ଷା ଜାରି ରହିଛି। କିନ୍ତୁ ଗତ ମାସ ଅର୍ଥାତ୍‌ ଜୁନ ଉତ୍ତାପ ଦୃଷ୍ଟିରୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନାସା ଏବଂ ଏନଓଏଏର ବୈଜ୍ଞାନିକଙ୍କ ସମେତ ଅନ୍ୟ ବୈଜ୍ଞାନିକମାନେ ବି ଗବେଷଣା ପରେ…

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଅଜିତ୍‌ଙ୍କୁ ମିଳିଲା ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ

ମୁମ୍ବାଇ, ୧୪।୭: ମହାରାଷ୍ଟ୍ରରେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ସେହିପରି ଶରଦ ପାଓ୍ବାରଙ୍କ ହାତ ଛାଡି ଆସିଥିବା ଛଗନ ଭୁଜବଲଙ୍କୁ ଖାଦ୍ୟ ବିଭାଗ, ଦିଲୀପ ଓ୍ବେଲ୍ସ…

ସମାଜବାଦୀ ପାର୍ଟି ମୁଖ୍ୟ ଆଜାମ ଖାନଙ୍କ ଓ୍ବାଇ କ୍ୟାଟେଗୋରି ସିକ୍ୟୁରିଟିକୁ ପ୍ରତ୍ୟାହାର କଲେ ୟୁପି ସରକାର

ଲକ୍ଷ୍ନୌ,୧୪।୭: ୟୁପି ସରକାର ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବରିଷ୍ଠ ନେତା ଆଜାମ ଖାନଙ୍କୁ ଦିଆଯାଇଥିବା ଓ୍ବାଇ ବର୍ଗ ସିକ୍ୟୁରିଟିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ରାମପୁରର ଅତିରିକ୍ତ ପୋଲିସ ଅଧୀକ୍ଷକ ସାନସର ସିଂ କହିଛନ୍ତି ଯେ, ଲକ୍ଷ୍ନୌ ସୁରକ୍ଷା ମୁଖ୍ୟାଳୟରୁ…

ନା ସୁନା ନା ରୂପା; ଦୋକାନରୁ ହେଉଛି ଟମାଟୋ ଲୁଟ୍‌, ମାମଲା ରୁଜୁ

ଲକ୍ଷ୍ନୌ,୧୪।୭: ନା ସୁନା ନା ରୂପା। ୨୬ କିଲୋ ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଲୁଟି ନେଇଛନ୍ତି ଲୁଟେରା। ଉତ୍ତରପ୍ରଦେଶର ଫତେହପୁର ଜିଲାରେ ଏଭଳି ଏକ ଘଟଣାକୁ ନେଇ ଦୋକାନୀ ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାପରେ…

ଆଜାମ ଖାନଙ୍କୁ ପୁଣି ମିଳିଲା Y ସୁରକ୍ଷା

ଲକ୍ଷ୍ନୌ୧୪।୭: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜାମ ଖାନ ପୁଣିଥରେ ଓ୍ବାଇ ବର୍ଗର ସୁରକ୍ଷା ପାଇଛନ୍ତି। ରାମପୁର ଜିଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ସୁପାରିଶ କ୍ରମେ Y ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଗୁରୁବାର ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବିଭାଗ…

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର

ମୁମ୍ବାଇ,୧୪।୭: ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର ଶୁକ୍ରବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ସର୍ଜରି ହେବ ବୋଲି ଜଣାପଡିଛି। ଇତିମଧ୍ୟରେ ଶରଦ ପାଓ୍ବାର ହସ୍ପିଟାଲରେ ପହଞ୍ଚି ସାରିଛନ୍ତି। ଏନସିପି ପକ୍ଷରୁ ଏକ…

ଆଫ୍ରିକୀୟ ଚିତା ସୁରଜ ମୃତ, ୪ମାସରେ ଗଲାଣି ୮ଟି ଚିତାର ଜୀବନ

ଭୋପାଳ,୧୪।୭: ମଧ୍ୟପ୍ରଦେଶର କୁନୋ ନାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ହୋଇଛି। ଗତ ଚାରି ମାସ ମଧ୍ୟରେ ଏହାକୁ ମିଶାଇ ୮ଟି ଚିତାଙ୍କର ଜୀବନ ଯାଇଛି। ଶୁକ୍ରବାର ସକାଳେ ନାଶନାଲ ପାର୍କରେ ଆଫ୍ରିକୀୟ ଚିତା ସୁରଜର ମୃତଦେହ ମିଳିଛି। ସୁରଜର…

‘ନୂଆ ଅଧ୍ୟାୟ…’ ଚନ୍ଦ୍ରୟାନ-୩ ଉତ୍‌ପେକ୍ଷଣ ଉପରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୭: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଅପରାହ୍ନ ୨.୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ କେନ୍ଦ୍ରରୁ ତୃତୀୟ ଚନ୍ଦ୍ରୟାନ-୩ ମିଶନ ଉତ୍‌ପେକ୍ଷଣ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ମହାକାଶ…

ବନ୍ଦେ ଭାରତ ଏକ୍ସପ୍ରେସର କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କୁ ଜରିମାନା

ନୂଆଦିଲ୍ଲୀ,୧୪।୭: ଟ୍ରେନରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ସିଏସଏମଟି-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସର କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କ ଉପରେ ଅନେକ ଅଭିଯୋଗ ହୋଇଥିଲା। ଯାହା ପରେ ଭାରତୀୟ ରେଲଓ୍ବ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ୍‌(ଆଇଆରସିଟିସି) ଦ୍ୱାରା ୨୫,୦୦୦ଟଙ୍କା ଜରିମାନା କରାଯାଇଛି। ନିକଟରେ ଘଟିଥିବା…

ଚନ୍ଦ୍ରୟାନ ମିଶନ-୩: ସଫଳ ହେବା ପଛରେ ରହିଛି ରକେଟ୍‌ ଓମ୍ୟାନଙ୍କ ଭୂମିକା

ନୂଆଦିଲ୍ଲୀ,୧୪।୭: ଇତିହାସ ରଚିଲା ଇସ୍ରୋ। ଚନ୍ଦ୍ରଯାନ ମିଶନ-୩ ସଫଳ ହେଲେ ବିଶ୍ୱରେ ଭାରତ ଚତୁର୍ଥ ଦେଶ ଭାବେ ଜହ୍ନରେ ନିଜ ନାଁ ଲେଖିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହୋଇଛି। ଦେଶର ଏହି ତୃତୀୟ ଚନ୍ଦ୍ରାଭିଯାନରେ ଜହ୍ନ ରାଇଜର ବହୁ ରହସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?