ଜାତୀୟ

ଭାଜପାକୁ ଝଟ୍‌କା! ପଶୁପତି ପରାସ ପୁତୁରା ଚିରାଗଙ୍କ ସହ ଆପୋଷ ବୁଝାମଣା ଚାହୁଁ ନାହାଁନ୍ତି…

ପାଟନା,୧୭।୭ : ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା ଏନଡିଏରେ ନିଜର ପୁରୁଣା ସହଯୋଗୀଙ୍କୁ ଫେରାଇ ଆଣିବାରେ ନିୟୋଜିତ ଥିବାବେଳେ ବିରୋଧୀ ଦଳ ମଧ୍ୟ ମହାମେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି।…

ଆଠ ବର୍ଷରେ ୫ ଥର ୟୁଏଇ ଗସ୍ତ କଲେଣି ମୋଦି

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ତାଙ୍କର ୟୁନାଟେଡ ଆରବ ଏମିସେଟ୍ସ(ୟୁଏଇ) ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ସମୟରେ ସେ ଭାରତୀୟ ମୁଦ୍ରା ଓ ଦିରହମ(ୟୁଏଇ ମୁଦ୍ରା)କାରବାର କରିବାକୁ ଘୋଷଣା କରିଛନ୍ତି। ଏହି ଗସ୍ତ ସମୟରେ ମୋଦି…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ସୀମା ହେଦର

ନୂଆଦିଲ୍ଲୀ,୧୭।୭: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ଗୁଲାମ ହେଦର ଏବଂ ତାଙ୍କ ସ୍ବାମୀ ସଚିନଙ୍କୁ ଜାମିନ ମିଳିଛି। କିଛି ସର୍ତ୍ତରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। କୋର୍ଟ କହିଛନ୍ତ, ଯଦି ସୀମାଙ୍କୁ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ପଡେ,…

ଆସାମ ବନ୍ୟା: ୧ ଲକ୍ଷରୁ ଅଧିକ ପ୍ରଭାବିତ, ୩୭୧ ଗାଁ ଉବୁଟୁବୁ…

ଗୁଆହାଟୀ,୧୭।୭ : ଆସାମରେ ବନ୍ୟା ପରିସ୍ଥିତି ସଙ୍କଟ ଜନକ ରହିଛି। ରାଜ୍ୟର ୧୦ ଟି ଜିଲାର ପ୍ରାୟ ଏକ ଲକ୍ଷ ଲୋକ ଏବେ ମଧ୍ୟ ବନ୍ୟା ପରିସ୍ଥିତିରେ ଅଛନ୍ତି। ଲୋକଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଏଠାରେ ବନ୍ୟା ଯୋଗୁଁ ଶହ…

ବାୟୁ ପ୍ରଦୂଷଣ ପ୍ରଭାବ: ସହର ଅପେକ୍ଷା ଗାଁରେ ଅଧିକ ପୀଡ଼ିତ: ଆୟୁ କମୁଛି ପ୍ରାୟ ୯ ମାସ…

ନୂଆଦିଲ୍ଲୀ,୧୭।୭ : ବୈଜ୍ଞାନିକମାନେ ବିଶ୍ଳେଷଣ ପରେ ଜାଣିବାକୁ ପାଇଛନ୍ତି ବାୟୁ ପ୍ରଦୂଷଣ ଗ୍ରାମ ଏବଂ ସହରକୁ ପ୍ରାୟ ସମାନ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ପାଣ୍ଠି କେବଳ ସହରାଞ୍ଚଳ ପାଇଁ ରହିଛି। ସହରବାସୀଙ୍କ ତୁଳନାରେ, ବାୟୁ ପ୍ରଦୂଷଣର ସଂସ୍ପର୍ଶରେ…

ବିରୋଧୀ ଏକତା ବୈଠକ: ଦିନକ ପରେ ବେଙ୍ଗାଲୁରୁ ଯିବେ ଶରଦ ପାଓ୍ବାର…

ମୁମ୍ବାଇ୧୭।୭ : ସୋମବାରଠାରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦୁଇ ଦିନିଆ ଏକତା ବବୈଠକରେ ଦେଶର ବିରୋଧୀ ଦଳର ବରିଷ୍ଠ ନେତାମାନେ ଯୋଗଦେବେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବାର ରଣନୀତି ଉପରେ ଆଲୋଚନା କରିବେ।…

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିଆଁ

ନୂଆଦିଲ୍ଲୀ,୧୭।୭: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ବ୍ୟାଟେରୀ ବାକ୍ସରେ ନିଆଁ ଲାଗିଯାଇଛି। ସୋମବାର ସକାଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଜଣେ କୋଚର ବ୍ୟାଟେରୀ ବାକ୍ସରେ ନିଆଁ ଲାଗିଯାଇଥିଲା। କୋଚରେ ୨୦-୨୨ ଜଣ ଯାତ୍ରୀ ଥିଲେ…

ମୋଦିଙ୍କୁ ‘ବସ୍‌’ ଡାକନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ସ୍ଥିତି ବୃଦ୍ଧି ପାଇଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ତିନିଦିନିଆ ଲକ୍ଷ୍ନୌ ଗସ୍ତରେ ଥିବା ରାଜନାଥ କହିଛନ୍ତି, ପୂର୍ବରୁ ଭାରତର କଥାକୁ ଗୁରୁତ୍ୱ ଦିଆଯାଉ ନ…

ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ପୋନମୁଡିଙ୍କ ଘରେ ଇଡି ଚଢ଼ାଉ…

ଚେନ୍ନାଇ,୧୭।୭ : ସେନ୍ଥିଲ ବାଲାଜୀ ଙ୍କ ପରେ ତାମିଲନାଡୁ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋମବାର ତାମିଲନାଡୁର ସରକାରଙ୍କ ମନ୍ତ୍ରୀ କେ ପୋନମୁଡି ଏବଂ ତାଙ୍କ ଏମପି ପୁଅ ଗୌତମ ସିଗାମଣିଙ୍କ ଘରେ ଇଡି…

ଚାଷୀମାନେ ଭାରତର ଶକ୍ତି: ରାହୁଲ

ନୂଆଦିଲ୍ଲୀ, ୧୭ା୭(ପି.ଟି.) : ଚାଷୀମାନେ ହେଉଛନ୍ତି ଭାରତର ଶକ୍ତି। ଯଦି ଆମେ ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିପାରିବା, ତେବେ ଦେଶର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗତ ୮…

ମସ୍‌ଜିଦ ପ୍ରବେଶ ବନ୍ଦ କଲେ ଜିଲାପାଳ

ଔରଙ୍ଗାବାଦ, ୧୭ା୭ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଥିବା ଏକ ମସ୍‌ଜିଦ ପରିସରକୁ ପ୍ରବେଶ ଉପରେ ଜିଲାପାଳ ନିଷେଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି ପରିଚାଳନା ଟ୍ରଷ୍ଟ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍‌ଙ୍କ ଦ୍ୱାରସ୍ଥ ହୋଇଛି। ମସ୍‌ଜିଦ ଢାଞ୍ଚାରେ ମନ୍ଦିର…

ରାସ୍ତାରୁ ଶୁଖୁନି ପାଣି, ଲୋକେ ହନ୍ତସନ୍ତ

ନୂଆଦିଲ୍ଲୀ,୧୭।୭: ଯମୁନା ନଦୀରୁ ବନ୍ୟା ଜଳ କମୁଥିବାବେଳେ ଏବେ ବି ଏହାର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିନାହିଁ। ସହରର ତଳିଆ ଅଞ୍ଚଳରୁ ଧୀରେ ଧୀରେ ଜଳ ଶୁଖୁଥିବାବେଳେ କିନ୍ତୁ ରାସ୍ତା ଏବେବି ଜଳମଗ୍ନ। ରବିବାର ଯମୁନା ଜଳସ୍ତର ୨୦୫.୯୧ ମିଟରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?