ଜାତୀୟ

ଭାଜପା ଖୋଜୁଛି ସାଥୀ

ନୂଆଦିଲ୍ଲୀ,୧୭ା୭ : କେନ୍ଦ୍ରରୁ ଭାଜପାକୁ ହଟାଇବା ପାଇଁ ଆଗେଇ ଆସିଥିବା ବିରୋଧୀ ଦଳଗୁଡ଼ିକର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ଦିଲ୍ଲୀରେ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ କେନ୍ଦ୍ର ଆଣିଥିବା ଅଧ୍ୟାଦେଶରେ ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇ ଦିଆଯାଇଛି। ତାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ବେଙ୍ଗାଲୁରୁ ବୈଠକରେ ଭାଜପାକୁ ପରାସ୍ତ କରିବା ଲାଗି ହେବ ରଣନୀତି

ନୂଆଦିଲ୍ଲୀ,୧୬ା୭: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ରୋକବା ପାଇଁ ବିରୋଧୀ ଦଳଗୁଡ଼ିକର ଦ୍ୱିତୀୟ ବୈଠକ ସୋମବାରଠାରୁ ଦୁଇ ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବୈଠକରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଯୋଗ ଦେବାନେଇ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ କଂଗ୍ରେସ ସମର୍ଥନ…

‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କଲେ ନଡ୍ଡା

ଜୟପୁର,୧୬।୭: ଭାଜପା ସଭାପତି ଜେପି ନଡା ରବିବାର ଜୟପୁରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କରି ଅଶୋକ ଗେହଲଟ ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ସେ କହିଛନ୍ତି, ରାଜସ୍ଥାନର ଗେହଲଟ ସରକାର…

ମଜଭୁତ ହେଉଛି ବିରୋଧୀ ଏକତା, ବେଙ୍ଗାଲୁରୁ ବୈଠକରେ ଯୋଗ ଦେବ ଏଏପି

ନୂଆଦିଲ୍ଲୀ,୧୬।୭: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ରବିବାର ଆମ ଆଦମୀ ପାର୍ଟି(ଏଏପି)କୁ ସମର୍ଥନ କରିବ ବୋଲି ପ୍ରସ୍ତୁତ ହୋଇଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରୁଥିବା ସ୍ପଷ୍ଟ ଭାବେ କହିଛନ୍ତି। ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ…

ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଶରଦଙ୍କୁ ଭେଟିବା ପରେ ପୁଣି ଏକାଠି ହୋଇଯିବ କି ଏନ୍‌ସିପି

ନୂଆଦିଲ୍ଲୀ,୧୬।୭: ଶରଦ ପାୱାରଙ୍କ ସହ ଅଜିତ ପାୱାର ଗୋଷ୍ଠୀର ନେତାଙ୍କ ବୈଠକ ପରେ ମହାରାଷ୍ଟ୍ରରେ ରାଜନୀତି ପୁଣି ଜୋରଦାର ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ଆଦିତ୍ୟ ତଟକରେ, ହସନ ମୁଶ୍ରିଫ୍‌, ଧନଞ୍ଜୟ ମୁଣ୍ଡେ, ଦିଲୀପ…

୨୦୨୪ ପୂର୍ବରୁ ବଢିଲା ଏନଡିଏର ଶକ୍ତି

ନୂଆଦିଲ୍ଲୀ,୧୬।୭: ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରଥକୁ ଅଟକାଇବାକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିରୋଧୀ ଦଳ ୧୭-୧୮ ଜୁଲାଇରେ ବେଙ୍ଗାଲୁରୁରେ ଏକ ବଡ ବୈଠକ କରିବାକୁ ଯାଉଛନ୍ତି। ଏହି ସମୟରେ ଜୁଲାଇ ୧୮ରେ ବି ଭାଜପା ଏନଡିଏର ଏକ…

ଇଟାଲୀରୁ ନେଇ ଫ୍ରାଙ୍କଫୋର୍ଟ ପର୍ଯ୍ୟନ୍ତ ଫସି ରହିଛନ୍ତି ହଜାର ହଜାର ଭାରତୀୟ

ରୋମ/ନୂଆଦିଲ୍ଲୀ,୧୬।୭: ଗ୍ରୀଷ୍ମ ଛୁଟି କାଟିବାକୁ ୟୁରୋପ ବୁଲିବାକୁ ଯାଇଥିବା ହଜାର ହଜାର ଭାରତୀୟ ଏବେ ଇଟାଲୀର ବିଭିନ୍ନ ବିମାନ ବନ୍ଦରରେ ଅଟକି ରହିଛନ୍ତି। ବାସ୍ତବରେ ଇଟାଲୀର ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପାଇଲଟମାନେ ଧର୍ମଘଟ କରିଛନ୍ତି। ଏହି ଧର୍ମଘଟ…

‘ଲାଗୁ କରାଇ ଦେବୁନି ୟୁସିସି’

ପାଟ୍‌ନା,୧୬ା୭: ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଆଇନର କାର୍ଯ୍ୟକାରିତାକୁ ନେଇ ଅନେକ ଆଲୋଚନା ହେଉଛି। ଯେଉଁଠାରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ। ଅନେକ ରାଜ୍ୟ ଏହାକୁ ବିରୋଧ କରୁଥିବା…

ଏଣିକି ଲାଲ୍‌ ଟୋପିରେ ନଜର ଆସିବ ପୋଲିସ

ପାଟ୍‌ନା,୧୬ା୭: ବର୍ତ୍ତମାନ ବିହାରର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଲାଲ୍‌ ଟୋପି ଥିବା ପୋଲିସ ଦେଖିବାକୁ ମିଳିବ। ଲୋକମାନଙ୍କର କାର୍ଯ୍ୟକଳାପ ସାଧାରଣ ବଳଙ୍କ ଦୃଷ୍ଟିରେ ରହିବ। କେବଳ ରେଡ୍‌ କ୍ୟାପ୍‌ ବା ଲାଲ୍‌ ଟୋପି ପୋଲିସ ସିଭିଲ କୋର୍ଟ, ପୋଲିସ ଅଫିସ କାର୍ଯ୍ୟ,…

ସୋନିଆଙ୍କ କରିସ୍ମା, ବିରୋଧୀ ଦଳ ବୈଠକରେ ସାମିଲ ହୋଇପାରନ୍ତି ୨୪ ଦଳ

ନୂଆଦିଲ୍ଲୀ,୧୬।୭: ୨୦୦୪ରେ ବିରୋଧୀ ଦଳଙ୍କୁ ଏକାଠି କରି ମଜଭୁତ ନେତୃତ୍ୱ ପ୍ରଦାନ କରିଥିବା ସୋନିଆ ଗାନ୍ଧୀଙ୍କ କରିସ୍ମା ପୁଣିଥରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଏକାଠି ଗୋଟିଏ ମଞ୍ଚରେ ଆଣିବାକୁ ସକ୍ଷମ ହେବା ଦେଖାଯାଉଛି। ବର୍ତ୍ତମାନ ସୁଦ୍ଧା ୨୪ ଟି ଦଳ ବେଙ୍ଗାଲୁରୁରେ…

ସୀମାଙ୍କୁ ବଡ ଠକ ବୋଲି କହିଲେ ପାକିସ୍ତାନୀ ବନ୍ଧୁ, ଭାଇରାଲ ଭିଡିଓରେ କଲେ ଏଭଳି ଖୁଲାସା

ନୂଆଦିଲ୍ଲୀ, ୧୬। ୭: ପ୍ରେମ ପାଇଁ ପାକିସ୍ତାନରୁ ୪ ପିଲାଙ୍କୁ ସାଙ୍ଗରେ ନେଇ ଆସିଥିବା ସୀମା ହାଇଦର ଆଜିକାଲି ଚର୍ଚ୍ଚାରେ। ଗ୍ରେଟର ନୋଏଡା ଅଞ୍ଚଳରେ ପ୍ରେମିକ ସଚିନଙ୍କ ସହ ରହୁଥିବା ସୀମା ଙ୍କୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି।…

‘ଏଏପିର ପରିଚାଳନା ଦୁର୍ଭାଗ୍ୟଜନକ’

ମୁମ୍ବାଇ,୧୬ା୭: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌ ରବିବାର କହିଛନ୍ତି, ପାଟନା ସଭାରେ ଆମ ଆଦ୍‌ମୀ ପାର୍ଟି (ଏଏପି) ଦିଲ୍ଲୀ ଅର୍ଡିନାନ୍ସ ପ୍ରସଙ୍ଗକୁ କିପରି ଗ୍ରହଣ କରିଛି ତାହା ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳ ଏଏପିକୁ ସମର୍ଥନ କରି ସ୍ପଷ୍ଟ କରିଛି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?