ଜାତୀୟ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ

ଥିରୁଭାନନ୍ତପୁରମ୍‌,୧୮ା୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା। କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏବଂ…

ମଙ୍ଗଳବାର ଭାଜପା ନେତୃତ୍ୱରେ ଏନଡିଏର ବଡ଼ ବୈଠକ, ନଡ୍ଡା କହିଲେ ୩୮ ଦଳ ହେବେ ସାମିଲ

ନୂଆଦିଲ୍ଲୀ,୧7୭।୭: ମଙ୍ଗଳବାର ଏନଡିଏର ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ୩୮ଟି ଦଳ ସାମିଲ ହେବେ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ନଅ ବର୍ଷ ମଧ୍ୟରେ ଏନଡିଏର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବିକାଶର ଏଜେଣ୍ଡା ପୂରଣ…

ବିରୋଧୀ ଦଳର ବୈଠକ, ସୁବିଧାବାଦୀମାନଙ୍କର ଏକ ମିଳନ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୭।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକକୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟାର୍ଗେଟ କରିଛନ୍ତି। ସେ ଏହି ବୈଠକକୁ ସୁବିଧାବାଦୀମାନଙ୍କର ଏକ ମିଳନ ବୋଲି କହିଛନ୍ତି। ଏହା କେବଳ ଏକ ‘ଦିଅ ଏବଂ ନିଅ’…

ଝଗଡା ବନ୍ଦ କରି ମାମଲା ସମାଧାନ କର; ଦିଲ୍ଲୀ ଏଲ୍‌ଜି, ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ସୋମବାର ଅଧ୍ୟାଦେଶ ବିବାଦ ଏବଂ ଡିଇଆର୍‌ସି ଅଧ୍ୟକ୍ଷ ନିଯୁକ୍ତି ଶୁଣାଣି କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀର ଏଲ୍‌ଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପାରସ୍ପରିକ ଝଗଡା ବନ୍ଦ କର ଏବଂ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ମାମଲା ସମାଧାନ କରିବାକୁ ପରାମର୍ଶ…

ଅମିତ ଶାହାଙ୍କୁ ଭେଟିଲେ ଚିରାଗ ପାସଓ୍ବାନ

ପାଟନା,୧୭।୭: ବିହାର ରାଜନୀତିରେ ଏଲଜେପି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅନେକ ଆଲୋଚନା ହେଉଛି। ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବା ପାଇଁ ଚିରାଗ ପାସୱାନଙ୍କୁ ନିମନ୍ତ୍ରଣ ମିଳିଛି। ବର୍ତ୍ତମାନ ଚିରାଗ ପାସୱାନ ଦିଲ୍ଲୀରେ ଅଛନ୍ତି। ଏହି…

ୟୁଟ୍ୟୁବ ଭିଡ଼ିଓରୁ ୧ କୋଟି ଟଙ୍କା ରୋଜଗାର କଲେ ଯୁବକ: ଆୟକର ବିଭାଗ କଲା ଚଢାଉ

ବରେଲି,୧୭।୭: ଉତ୍ତର ପ୍ରଦେଶର ବରେଲିର ନବାବଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳ ଅନ୍ତର୍ଗତ ମିଲକ ପିଛୋଡା ନିବାସୀ ତସଲିମଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଚଢାଉ ବେଳେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଭିଯୋଗ ହୋଇଛି ଯେ,…

ଟଙ୍କା ଲାଗି କାମ କରୁଥିବା ଜେରା ବେଳେ ସ୍ବୀକାର କଲେ ଅଭିଯୁକ୍ତ

ଲକ୍ଷ୍ନୌ,୧୭ା୭: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ମହମ୍ମଦ ରାଇସ୍‌ ନାମକ ଉକ୍ତ ଯୁବକ ତାଙ୍କର ପାକିସ୍ତାନୀ ପରିଚାଳକଙ୍କୁ ଭାରତୀୟ ସୈନ୍ୟବାହିନୀ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

୫୩ ବର୍ଷ ପୂର୍ବେ ଜଙ୍ଗଲରୁ କାଟିଥିଲେ କାଠ, ଏବେ ମିଳିଲା କଠୋର ଦଣ୍ଡ

ଜୟପୁର,୧୭।୭: ରାଜସ୍ଥାନର ବୁନ୍ଦିର ୭ଜଣ ବୃଦ୍ଧ ମହିଳାଙ୍କୁ କାଠ କାଟିବା ଅଭିଯୋଗରେ ପୋଲିସ ଗିରଫ କରିଛି। ୧୯୭୧ ଅର୍ଥାତ୍‌ ୫୩ ବର୍ଷ ପୂର୍ବେ ସେମାନଙ୍କ ନାଁରେ ଜଙ୍ଗଲରୁ କାଠ କାଟିବା ଅଭିଯୋଗ ହୋଇଥିଲା ଏବଂ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ…

ଦିଲ୍ଲୀ ଅଧ୍ୟାଦେଶ ମାମଲା ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି: ସିଜେଆଇ

ନୂଆଦିଲ୍ଲୀ,୧୭।୭: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ବେଳେ ଦେଶର ପ୍ରଧାନ ବିଚାରପତି କହିଛନ୍ତି , ସେ ଏହି ମାମଲାକୁ ୫ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚକୁ…

କ୍ରମାଗତ ଦ୍ୱିତୀୟ ଦିନରେ ଶରଦ ପାୱାରଙ୍କୁ ଭେଟିବାକୁ ପହଞ୍ଚିଲେ ଅଜିତ୍‌ ପାଓ୍ବର

ମୁମ୍ବାଇ,୧୭।୭: ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଜାରି ରହିଛି। ବିଶେଷକରି ଏନସିପି ଦୁଇ ଭାଗରେ ବିଭକ୍ତ ହେବା ପରେ ଶରଦ ପାୱାର ଏବଂ ଅଜିତ ପାୱାର ଦଳ ସାମ୍ନାସାମ୍ନି ହେଉଛନ୍ତି। ଏହି ସମୟରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଦଳର…

ସଫଳତାର ସହ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରୟାନ-୩, ଇସ୍ରୋ ଦେଲା ସୂଚନା

ନୂଆଦିଲ୍ଲୀ,୧୭।୭: ଭାରତର ମହାକାଶ ମିଶନ ଚନ୍ଦ୍ରୟାନ-୩ ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ଏକ ବିବୃତ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛ। ଇସ୍ରୋ ସୂଚନା ଦେଇଛି ଯେ, ଚନ୍ଦ୍ରୟାନ-୩ ବର୍ତ୍ତମାନ ପୃଥିବୀଠାରୁ ୪୧,୬୦୩ କିଲୋମିଟର…

ବିରୋଧୀ ଦଳ ବୈଠକରେ ବଦଳିପାରେ ୟୁପିଏର ନାଁ

ନୂଆଦିଲ୍ଲୀ,୧୭।୭: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ବିରୋଧୀ ଦଳ ମିଳିତ ଭାବେ ବଡ଼ ମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି ଯେ ଏହି ମେଣ୍ଟକୁ ଏକ ନୂତନ ନାମ ଦିଆଯାଇପାରେ। ୟୁନାଇଟେଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?