ଜାତୀୟ

ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଦୁଇ ଦିନିଆ ସରକାରୀ ଗସ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ। ଦକ୍ଷିଣ ଏସିଆ…

ମୋଦି ଉପନାମ ମାମଲା: ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୭: ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜରାଟ ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ‘ମୋଦି ଉପନାମ’ ମନ୍ତବ୍ୟ ପାଇଁ…

ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଗୁଜରାଟ ସରକାର-ପୁର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୪ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡିତ ଆପରାଧିକ ମାନହାନୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ କୋର୍ଟ ପୁର୍ଣ୍ଣେଶ ମୋଦି ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୪ରେ…

ଦ୍ୱିତୀୟ ଦିନ ମୌସୁମୀ ଅଧିବେଶନ: ଲୋକ ସଭା ୧୨ଟା, ରାଜ୍ୟ ସଭା ୨.୩୦ ଯାଏ ସ୍ଥଗିତ

ନୂଆଦିଲ୍ଲୀ,୨୧।୭: ମଣିପୁର ହିଂସାକୁ ନେଇ ଆଜି ବି ସଂସଦର ଉଭୟ ଗୃହରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ ବିରୋଧୀ ଦଳ ଆଜି ପୁଣିଥରେ ଲୋକ ସଭା ଏବଂ ରାଜ୍ୟ ସଭାରେ ହଙ୍ଗାମା କରିଛନ୍ତି। ଏହା ପରେ ଲୋକ ସଭାର ପ୍ରକ୍ରିୟା…

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୧।୭: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଶ୍ରୀଲଙ୍କାର ଅନେକ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସହ ଏକ ବୈଠକ କରିଛନ୍ତି। ଶିଳ୍ପପତି କହିଛନ୍ତି ଯେ, କଲମ୍ବୋ ପୋର୍ଟ ଓ୍ବେଷ୍ଟ କଣ୍ଟେନର ଟର୍ମିନାଲ (ଡବ୍ଲୁସିଟି)ର…

ମଣିପୁର ଘଟଣାରେ ନ୍ୟାୟ ଦାବି କଲେ ପ୍ରିୟଙ୍କା

ମୁମ୍ବାଇ: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ସମଗ୍ର ଦେଶକୁ ଚକିତ କରିଛି। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ବୁଧବାର ଭାଇରାଲ ହୋଇଛି। ସେବେଠାରୁ ଲୋକମାନେ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ଏବଂ ଅଭିଯୁକ୍ତଙ୍କ…

ମନ କି ବାତରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ, ମଣିପୁର ଘଟଣାକୁ ନେଇ ୩୬ ସେକେଣ୍ଡରେ କହିଦେଲେ: ପୂର୍ବତନ ରାଜ୍ୟପାଳ ମଲିକ

ନୂଆଦିଲ୍ଲୀ,୨୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କିଛିଦିନ ହେବ ବିଭିନ୍ନ ପ୍ରସଙ୍ଗରେ ନିଜର ବୟାନ ରଖି ଆସୁଛନ୍ତି ଚର୍ଚ୍ଚାକୁ। ଏଥର ମଣିପୁର ହିଂସାରେ କୁକି ମହିଳାଙ୍କ ସହ ହୋଇଥିବା ବର୍ବରତା ସାମ୍ନାକୁ ଆସିବା ପରେ ମଲିକ ତାଙ୍କ ବୟାନ ରଖି…

୧୦୫ ଲୋକ ସଭା ଆସନରେ ଭାଜପାକୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ଏନଡିଏ ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ରାଜନୈତିକ ଯୁଦ୍ଧଭେରି ବଜାଇବା ଆରମ୍ଭ କରିସାରିଛି। ଅନ୍ୟପକ୍ଷରେ, କଂଗ୍ରେସ ସହିତ ୨୬ଟି ବିରୋଧୀ ଦଳ ଇଣ୍ଡିଆନ ନାଶନାଲ…

ମଣିପୁର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ କରାଯିବ ଦାବି: ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୨୧।୭: ମଣିପୁରରେ ଆଦିବାସୀ ସମ୍ପ୍ରଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ଏଯାବତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରାଜ୍ୟ ପୋଲିସ ଚଢ଼ାଉ ଜାରି ରଖିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌…

୪୦୦ ବିମାନ ଇଞ୍ଜିନ ଅର୍ଡର କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୧।୭: ଏୟାର ଇଣ୍ଡିଆ ଏବଂ ସିଏଫଏମ ଇଣ୍ଟରନ୍ୟାଶନାଲ ୪୦୦ଟି ଛୋଟ ବିମାନର ନୂତନ ଜାହାଜ ପାଇଁ ଲିପ ଇଞ୍ଜିନର ଅର୍ଡର ଚୂଡାନ୍ତ କରିଛି। ଏହି ଇଞ୍ଜିନ ଗୁଡିକରେ ୨୧୦ଏୟାରବସ ଏ୩୨୦/ ଏ୩୨୧ନିଓ ଏବଂ ୧୯୦ ବୋଇଙ୍ଗ ୭୩୭ ମ୍ୟାକ୍ସ ଫ୍ୟାମିଲି ଏୟାରକ୍ରାଫ୍ଟ…

ଖାର୍ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧ା୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୮୧ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍‌ କରି କହିଛନ୍ତି, ‘ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ…

ବିରୋଧୀ ଏକତା ମଧ୍ୟରେ ଖାର୍ଗେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅଖିଳେଶ

ନୂଆଦିଲ୍ଲୀ,୨୧।୭:ଆଜିକାଲି ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ଦେଶରେ ରୋଚକ ରାଜନୀତି ଦେଖାଯାଉଛି। ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ସମସ୍ତ ବିରୋଧୀ ଦଳ ଏକତ୍ରିତ ହୋଇଛନ୍ତି। ବର୍ତ୍ତମାନ ୨୦୨୪ର ଲଢେଇ ଏନ୍‌ଡିଏ ବନାମ ‘ଇଣ୍ଡିଆ’ ରେ ପରିଣତ ହୋଇଛି। ବିରୋଧୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?