ଜାତୀୟ

ପ୍ରେମିକଙ୍କୁ ହତ୍ୟା କରିବାକୁ ଏହି ରାସ୍ତା ଆପଣେଇଥିଲେ ପ୍ରେମିକା

ନୈନିତାଲ,୨୧।୭: ଉତ୍ତରାଖଣ୍ଡର ହଲଦ୍ୱାନିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପୂର୍ବତନ ପ୍ରେମିକଙ୍କୁ ନାଗସାପ ଛାଡି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡର ହଲଦ୍ୱାନ ପୋଲିସ ଗତ ୧୫ ତାରିଖରେ ଯୁବ ବ୍ୟବସାୟୀ ଅଙ୍କିତ ଚୌହାନଙ୍କ…

ଏଣିକି ଶ୍ରୀଲଙ୍କା ସହ ୟୁପିଆଇ ମାଧ୍ୟମରେ ପେମେଣ୍ଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଚୁକ୍ତି ବିନିମୟ ହୋଇଛି। ଏହି ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ଶ୍ରୀଲଙ୍କାରେ ୟୁପିଆଇ ସ୍ବୀକୃତି ପାଇଁ ଏକ ନେଟୱାର୍କ-ଟୁ-ନେଟୱାର୍କ ଡିଲ…

ମଣିପୁର ଲଜ୍ଜା: ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସଫେଇ

ଇମ୍ଫାଲ,୨୧।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ପରେଡ କରିବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାର ଅଭିଯୋଗର ସ୍ପଷ୍ଟୀକରଣ ଦେଇଛି ଜାତୀୟ ମହିଳା ଆୟୋଗ। ମହିଳା ଆୟୋଗର ଅଧ୍ୟକ୍ଷ…

ଜୁଲାଇ ୨୪ ପର୍ଯ୍ୟନ୍ତ ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୧।୭: ମୌସୁମୀ ଅଧିବେଶନର ଆଜି ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ମଣିପୁର ଘଟଣାକୁ ନେଇ କ୍ରମାଗତ ଭାବେ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି। ଲୋକ ସଭାକୁ ଜୁଲାଇ ୨୪ ଅର୍ଥାତ୍‌ ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା…

ପୁନେରେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି

ପୁନେ,୨୧।୭: ଟମାଟୋ ଦାମ୍‌ ବଜାରରେ ହୁ ହୁ ହୋଇ ବଢୁଥିବାବେଳେ ମହାରାଷ୍ଟ୍ରର ପୁନେରେ ଜଣେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୃଷକ ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚୋରି ଯୋଗୁଁ ତାଙ୍କର ୨୦,୦୦୦ଟଙ୍କା…

ରାଜସ୍ଥାନୀ ଭାଷାକୁ ସାମ୍ବିଧାନିକ ଭାଷା ଭାବେ ମାନ୍ୟତା ଦେବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୭: ଦେଶର ଅଷ୍ଟମ ସାମ୍ବିଧାନିକ ସରକାରୀ ଭାଷାରେ ରାଜସ୍ଥାନୀ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାଖଲ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯାଚିକାରେ ଅପିଲ କରାଯାଇଥିଲା କି, ସୁପ୍ରିମକୋର୍ଟ ରାଜସ୍ଥାନୀ ଭାଷାକୁ ସରକାରୀ ଭାଷା ଭାବରେ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ…

‘ଆଦିପୁରୁଷ’ ନିର୍ମାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ହାଇକୋର୍ଟଙ୍କ ଆଦେଶ ଉପରେ ଲଗାଇଲେ ରୋକ

ନୂଆଦିଲ୍ଲୀ,୨୧।୭: ଫିଲ୍ମ ‘ଆଦିପୁରୁଷ’ ନିର୍ମାତା ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର’ଆଦିପୁରୁଷ’ର ସିବିଏଫସି ସାର୍ଟିଫିକେଟ ବାତିଲ କରିବାକୁ ଦାବି ଶୁଣିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର କାମ କରେ। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର…

ଡ୍ରେସ୍‌ ବଜାରରେ ଲାଗିଲା ନିଆଁ

କୋଲକାତା,୨୧ା୭: ପଶ୍ଚିମବଙ୍ଗର ହାଓ୍ବଡା ଜିଲାର ମଙ୍ଗଳା ମାର୍କେଟ୍‌ରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବଜାରରେ ଅନେକ ହୋଲ୍‌ସେଲ୍‌ ଏବଂ ଖୁଚୁରା କପଡ଼ା ଦୋକାନ ରହିଛି। ଯେଉଁଠାରେ ଟେକ୍ସଟାଇଲ କାରବାର କରାଯାଏ।…

ଡି କେ ଶିବକୁମାର ଦେଶର ସବୁଠାରୁ ଧନୀ ବିଧାୟକ, ଟପ ୩୦ରେ କର୍ନାଟକର ସମସ୍ତ ବିଧାୟକ

ନୂଆଦିଲ୍ଲୀ,୨୧।୭: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ଆସନ ହାସଲ କରିଥିଲା। ଏହାସହ ଅନ୍ୟ ଦଳଙ୍କୁ ବିରୋଧୀ ଆଡକୁ ଠେଲି ଦେଇଥିଲା। କର୍ନାଟକ ନିର୍ବାଚନରେ ବହୁମତ ହାସଲ କରିଥିବା କଂଗ୍ରେସ ଏମିତି ୧୯ ବିଧାୟକଙ୍କୁ ଟିକେଟ ଦେଇଥିଲା ଯେଉଁମାନେ ଅରବପତି। ଆସୋସିଏଶନ…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି

କୋଲକାତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କୁ…

‘ଇଣ୍ଡିଆ’ ଆଶା କରୁଛି ଯେ ଆପଣ ସଂସଦରେ ମଣିପୁର ଉପରେ ଜବାବ ଦେବେ, ପ୍ରଧାନମନ୍ତ୍ରୀଙ୍କୁ ଏଭଳି କହିଲେ ଖାର୍ଗେ

ନୂଆଦିଲ୍ଲୀ,୨୧।୭: ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ଭାଜପା ସରକାରକୁ ଘେରିରହିଛନ୍ତି। ସଂସଦର ମୌସୁମୀ ଅଧିବେଶନର…

ସେମାନେ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୧।୭: ଶିବସେନା(ୟୁଟିବି)ଏମପି ସଞ୍ଜୟ ରାଉତ ମଣିପୁର ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କି ମଣିପୁର ହିଂସାକୁ ନେଇ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଚର୍ଚ୍ଚା ହେଉଛି, ହେଲେ ଆମ ପାର୍ଲାମେଣ୍ଟରେ ନୁହେଁ। ଆପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?