ଜାତୀୟ

ଓ୍ବେବସାଇଟ୍‌ରେ ଇ-ସିଗାରେଟ୍‌ ବ୍ୟାନ୍‌କୁ ଉଲ୍ଲଘଂନ ସମ୍ପର୍କରେ ସୂଚନା ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, ନଜରରେ ୬ ଇ-ସିଗାରେଟ୍‌ ବିକ୍ରୟ ଓ୍ବେବସାଇଟ୍‌

ନୂଆଦିଲ୍ଲୀ,୨୧।୭: ଦେଶରେ ୨୦୧୯ ଠାରୁ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ଏହା କିଛି ଅନଲାଇନ ସପିଂ ସାଇଟ୍‌ ଏବଂ ଖୁଚୁରା ଆଉଟଲେଟମାନେ ବେଆଇନ ଭାବେ ଏହାକୁ ବିକ୍ରି କରୁଛନ୍ତି। ତେବେ ଏନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ସବୁ ରାଜ୍ୟମାନଙ୍କୁ…

ଏନସିଆରବିର ଚାଞ୍ଚଲ୍ୟକର ରିପୋର୍ଟ: ଦେଶରେ ପ୍ରତିଦିନ ୮୭ଜଣ ମହିଳାଙ୍କ ସହ ହେଉଛି ବଳତ୍କାର!

ନୂଆଦିଲ୍ଲୀ,୨୧।୭: ମଣିପୁରର ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବା ପରେ ଦେଶ ସ୍ତବ୍ଧ। ସାରାଦେଶ ଏହାକୁ ନିନ୍ଦା କରୁଛି। ଭିଡିଓ ଭାଇରାଲ ହେବାର ଦୁଇଦିନ ପରେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି। ଗଶ୍ଚିମବଙ୍ଗରେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ଦେଶ…

କୃଷ୍ଣ ଜନ୍ମଭୂମି ବିବାଦର ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ତିନି ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ,୨୧।୭: ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଅଫ ମ୍ୟାନେଜମେଣ୍ଟ ଟ୍ରଷ୍ଟ ଶାହି ମସଜିଦ ଇଦ୍‌ଗାହଙ୍କ ଆବେଦନ ଉପରେ ଶୁଣାଣି…

ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା, ଏଏସଆଇ ସର୍ଭେକୁ ମଞ୍ଜୁରୀ ଦେଲେ ବାରାଣସୀ କୋର୍ଟ

ବାରାଣସୀ,୨୧।୭: ବାରାଣସୀ କୋର୍ଟ ଶୁକ୍ରବାର ଜ୍ଞାନବ୍ୟାପୀ ସର୍ଭେ ପକ୍ଷରେ ଶୁଣାଣି କରିଛନ୍ତି। କୋର୍ଟ ଏଏସଆଇ ସର୍ଭେକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିବାଦୀୟ ଅଂଶକୁ ଛାଡି ସମ୍ପୂର୍ଣ୍ଣ ପରିସରକୁ ଏଏସଆଇ ସର୍ଭେ କରିବାକୁ ମଞ୍ଜୁରୀ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁ ଦଳର…

ମଣିପୁର ହିଂସାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ ଏଣ୍ଟ୍ରି: ଗୁଇନ୍ଦା ବିଭାଗ

ଇମ୍ଫାଲ,୨୧।୭: ୭୪ଦିନ ପରେ ମଣିପୁର ହିଂସା ଥମିବାକୁ ନାଁ ନେଉନାହିଁ। ଏହି ସମୟରେ ଦୁଇ ମହିଳାଙ୍କ ଲୋମଟାଙ୍କୁରା ଭିଡିଓ ଦେଶକୁ ସ୍ତବ୍ଧ କରିଛି। ତେବେ ଏମଧ୍ୟରେ ନିଆଁରେ ଘିଅ ଢାଳିବା କାମ ଆରମ୍ଭ କରିଦେଇଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ। ଗୁଇନ୍ଦା ବିଭାଗର…

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ଗ୍ବାଲିୟର,୨୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଆୟୋଜିତ ଜନାକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି। ସେଠାରେ ସେ ତାଙ୍କର ଭାଷଣ ସ୍ଥାନୀୟ ଭାଷାରେ ଆରମ୍ଭ କରିଥିଲେ। ସେ କହିଛନ୍ତି ଭାରତୀୟ ରାଜନୀତିର ଲଢେଇ ସତ୍ୟର ଲଢେଇ।…

ପୁଣି ଉଡାଣ ଭରିବ ‘ଗୋ ଫାଷ୍ଟ’, ସର୍ତ୍ତ ସହିତ ଅନୁମତି ଦେଲା ଡିଜିସିଏ

ନୂଆଦିଲ୍ଲୀ,୨୧।୭: ‘ଗୋ ଫାଷ୍ଟ’ ପୁଣି ଉଡାଣ ଭରିବ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସର୍ତ୍ତ ସହିତ ‘ଗୋ ଫାଷ୍ଟ’ ଉଡ଼ିବାକୁ ଅନୁମତି ଦେଇଛି। ‘ଗୋ ଫାଷ୍ଟ’ର ରିଜୋଲ୍ୟୁଶନ ପ୍ରଫେସନାଲ ଶୈଳେନ୍ଦ୍ର ଅଜମେରାଙ୍କୁ ଚିଠି ଲେଖି ଡିଜିସିଏ ଏହି ନିଷ୍ପତ୍ତି ବିଷୟରେ ସୂଚନା…

ଔଷଧ-ଚିକିତ୍ସା ଉପକରଣ ବିକ୍ରି ତଥା ଉତ୍ପାଦନ ପାଇଁ ଅନଲାଇନରେ ମିଳିବ ଲାଇସେନ୍ସ, ବିଭାଗ ଆରମ୍ଭ କଲା ଡିଜିଟାଲ ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୭: ନକଲି ତଥା ଖରାପ ଗୁଣବତ୍ତା ଔଷଧକୁ ରୋକିବା ପାଇଁ ସରକାର ଲାଇସେନ୍ସ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିଛନ୍ତି। ସରକାର ଏକ ଡିଜିଟାଲ ନିୟାମକ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ବିକ୍ରୟ ତଥା…

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କଲେ ଏଏପି ନେତା

ନୂଆଦିଲ୍ଲୀ,୨୧।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ କହିଛନ୍ତି ଯେ, ଆମେ ମଣିପୁରରେ ଭାଜପା ସରକାର ହଟାଇବା ଏବଂ ରାଷ୍ଟ୍ରପତି…

ଅମିତ ଶାହା, ଏସ ଜୟଶଙ୍କରଙ୍କ ଗସ୍ତକୁ ନେଇ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କଲେ ଖଲିସ୍ତାନ ଆତଙ୍କବାଦୀ ପନ୍ନୁ, ଆଲର୍ଟ ଜାରି

ନୂଆଦିଲ୍ଲୀ,୨୧।୭: ପଞ୍ଜିକୃତ ଖଲିସ୍ତାନୀ ସଙ୍ଗଠନ ଶିଖ ଫର ଜଷ୍ଟିଶ(ଏସଏଫଜେ)ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟାର୍ଗେଟ କରିବାକୁ…

‘ବେଟି ବଚାଓ’ ଏବେ ‘ବେଟି ଜଲାଓ’ରେ ହୋଇଛି ପରିବର୍ତ୍ତନ, ଆଗାମୀ ନିର୍ବାଚନରେ ହାରିବ ଭାଜପା: ମମତା

କୋଲକାତା,୨୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ‘ବେଟି ବଚାଓ’ ସ୍ଲୋଗାନ ଦେଇଥିଲେ। ଆମେ ମଣିପୁର ଲୋକଙ୍କ ସହ ଅଛୁ। ଆଜି କେବଳ…

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇଲେ

କୋଲକତା,୨୧।୭: ମଣିପୁରର ଏହି ଲଜ୍ଜାଜନକ ଘଟଣା ନେଇ ବିବାଦ ଥମି ନ ଥିବା ବେଳେ ପଶ୍ଚିମବଙ୍ଗରେ ସମାନ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାର ପାଞ୍ଚଲାରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ପୀଡିତା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?