ଜାତୀୟ

କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଇଏସ ଆତଙ୍କବାଦୀ ସଂଗଠନ ନେଟଓ୍ବାର୍କ ବିସ୍ତାର ପାଇଁ କରିଛି ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୪।୭ : ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ବର୍ତ୍ତମାନ କାଶ୍ମୀରରୁ ଭାରତର କନ୍ୟାକୁମାରୀ ପର୍ଯ୍ୟନ୍ତ ଏହାର ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏହି ଆତଙ୍କବାଦୀ ସଂଗଠନ ଇଣ୍ଟରନେଟର କଳା ଜଗତ ଡାର୍କନେଟ ମାଧ୍ୟମରେ ନୂତନ ସଦସ୍ୟ ନିଯୁକ୍ତ କରୁଛି। ଅନୁସନ୍ଧାନକାରୀ…

ମାନବ ଚୋରା ଚାଲାଣ ପୀଡ଼ିତାଙ୍କୁ ମିଳିବ ଆର୍ଥିକ ସହାୟତା-ଘର…

ନୂଆଦିଲ୍ଲୀ,୪।୭ : ଦେଶରେ ମାନବ ଚୋରା ଚାଲାଣର ନେଟୱାର୍କ ବ୍ୟାପକ ହେବାରେ ଲାଗିଛି। ସୀମାନ୍ତ ରାଜ୍ୟଗୁଡିକରେ ମାନବ ଚାଲାଣ ଅଧିକ ଦେଖାଯାଉଛି। ଯଦିଓ ସୀମା ସୁରକ୍ଷା ବାହିନୀ ସମେତ ଅନ୍ୟାନ୍ୟ ଏଜେନ୍ସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ସଫଳତା…

ମାନହାନି ମାମଲା: ଝାଡଖଣ୍ଡ ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି

ରାଞ୍ଚି,୪।୭: ମାନହାନି ମାମଲାରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ବର୍ତ୍ତମାନ ୧୬ ଅଗଷ୍ଟରେ ଏହି…

ଆଫଗାନିସ୍ତାନ ପ୍ରସଙ୍ଗ-ଆତଙ୍କବାଦ ବିରୋଧରେ ଲଢ଼େଇ ଏସସିଓର ମୁଖ୍ୟ ପ୍ରସଙ୍ଗ…

ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ହୋଇଛି। ଏହିବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ, ପାକିସ୍ଥାନ, ଇରାନ, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶର ମୁଖ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।…

ବୁଲା ପଶୁଙ୍କ ପ୍ରତି ମାନବିକତା ଦେଖାଇବାକୁ ଟୁଇଟ୍‌ କରି ନିବେଦନ କଲେ ରତନ ଟାଟା

ନୂଆଦିଲ୍ଲୀ,୪।୭: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଟୁଇଟ ମାଧ୍ୟମରେ ଏକ ଅପିଲ କରିଛନ୍ତି। ଏହି ଟୁଇଟରେ ସେ ବର୍ଷା ଋତୁରେ ମୁମ୍ବାଇ ରାସ୍ତାରେ ରହୁଥିବା କୁକୁର ଓ ବିଲେଇମାନଙ୍କର ଯତ୍ନ ନେବାକୁ ନିବେଦନ କରିଛନ୍ତି। ଟୁଇଟ ମାଧ୍ୟମରେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ନୂଆଦିଲ୍ଲୀ,୪।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ୟୁନିଫର୍ମ ସିଭିଲ କୋର୍ଡ ସମେତ ଅନେକ ପ୍ରସଙ୍ଗ ଉପରେ…

ଅନେକ ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କଲା ଭାଜପା: ପଞ୍ଜାବର ସୁନୀଲ ଜାଖଡ, ତେଲଙ୍ଗାନାର କିଶନ ରେଡ୍ଡୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏସବୁ ମଧ୍ୟରେ ମଙ୍ଗଳବାର ଭାଜପା ଅନେକ ରାଜ୍ୟରେଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଦଳ ଏକ ବିବୃତ୍ତି ଜାରି କରି କହିଛି…

୭-୮ ଜୁଲାଇରେ ୪ ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୭ ଏବଂ ୮ ତାରିଖରେ ୪ ଟି ରାଜ୍ୟ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଛତିଶଗଡ, ଉତ୍ତରପ୍ରଦେଶ, ତେଲଙ୍ଗାନା ଏବଂ ରାଜସ୍ଥାନକୁ ଗସ୍ତ କରିବେ। ଏହି ଯାତ୍ରା ଶୁକ୍ରବାର ସକାଳେ ରାୟପୁରରେ ଏକ କାର୍ଯ୍ୟକ୍ରମରୁ…

ୟୁସିସି ଲାଗୁ ହେବାର ସମୟ ଆସି ଗଲାଣି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୪।୭ : ଉପରାଷ୍ଟ୍ରପତି ଜଗଦୀପ ଧନଷ୍ଟକର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଧାନକର କହିଛନ୍ତି ୟୁସିସି ଲାଗୁ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟୀର ୨୫…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ, ୨୦ ଆହତ

ମୁମ୍ବାଇ, ୪।୭: ମହାରାଷ୍ଟ୍ରର ଧୁଲେ ଜିଲାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଅନ୍ୟ ଗାଡି ଏବଂ ହୋଟେଲ ସହ ଧକ୍କା ହୋଇଛି।…

ଏସସିଓ ବୈଠକରେ ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି, କହିଲେ କେତେକ ଦେଶ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକର ଆୟୋଜନ କରିଛନ୍ତି। ରୁଷିଆ ଏବଂ ଚାଇନା ସମେତ ଏସସିଓ ସଦସ୍ୟ ଦେଶମାନେ ପ୍ରାୟତଃ ଅନୁଷ୍ଠିତ ଏହି ବୈଠକରେ ସାମିଲ ହୋଇଛନ୍ତି। ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି…

ସୁପ୍ରିମକୋର୍ଟରୁ ଏଲଜିଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୪।୭: ଆମ ଆଦମୀ ପାର୍ଟି ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଅଧିକାର ଯୁଦ୍ଧରେ ଏଏପି ପୁଣି ଥରେ ଜିତିଛି। ସୁପ୍ରିମକୋର୍ଟଙ୍କଠାରୁ ଉପରାଜ୍ୟପାଳଙ୍କୁ ଏକ ବଡ଼ ଝଟକା ଲାଗିଛି। ମଙ୍ଗଳବାର ଆମ ଆଦମୀ ପାର୍ଟି ଦାଖଲ କରିଥିବା ଆବେଦନ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri