ଜାତୀୟ

ଏନସିପିରେ ବିଦ୍ରୋହ ପରେ ଶିନ୍ଦେଙ୍କ ସାମ୍ନାରେ ସଙ୍କଟ, ଅଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୪।୭: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକୁରଙ୍କ ଶିବସେନା ନେତା ସୁନୀଲ ପ୍ରଭୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେ…

ଆଜି ଏସସିଓର ଭର୍ଚୁଆଲ ବୈଠକ: ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସମେତ ପାକ୍‌ ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିବେ। ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ ଅନ୍ୟ…

ଆଜି ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀଙ୍କୁ ବଣ୍ଟାଯିବ ବିଭାଗ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ରାଜନୈତିକ ଅଦଳବଦଳ ଦେଖାଯାଇଛି। ଏସବୁ ମଧ୍ୟରେ ଏନସିପି ନେତା ଅଜିତ ପାୱାର ତାଙ୍କ ଦଳର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସମ୍ପର୍କରେ ଦେବେନ୍ଦ୍ର ଫଡନ୍‌ବିସଙ୍କୁ ଭେଟିଛନ୍ତି। ତେବେ ମଙ୍ଗଳବାର ସା ସୁଦ୍ଧା ବିଭାଗ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ…

ହଂକଂ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଫେରିଆସିଲା ଦିଲ୍ଲୀ

ନୂଆଦିଲ୍ଲୀ,୪।୭: ହଂକଂ ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଦିଲ୍ଲୀ ଫେରିଆସିଛି। ବିମାନରେ ୨୦୦ ଜଣ ଯାତ୍ରୀ ଥିଲେ। ସନ୍ଦେହଜନକ ବୈଷୟିକ ସମସ୍ୟା ହେତୁ ବିମାନଟି ଫେରିଆସିଥିବା ନେଇ ଅଧିକାରୀମାନେ କହିଛନ୍ତି। ଦୀର୍ଘ ବିଳମ୍ବ…

ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ମଙ୍ଗବଳାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ମାମଲାରେ ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାରଙ୍କ ଆବେଦନ…

ଏନସିପି ଛାଡି ଶିନ୍ଦେ ସରକାରରେ ସାମିଲ ହୋଇଥିବା ନେତାଙ୍କ ଉପରେ ଚାଲିଛି ଭ୍ରଷ୍ଟାଚାରର ଯାଞ୍ଚ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଯେଉଁ ନେତାଙ୍କ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଛି ଏବେ ସେମାନେ ସରକାରରେ ସାମିଲ ହୋଇଯାଇଛନ୍ତି। ବିରୋଧୀ ପୂର୍ବରୁ ହିଁ ଭାଜପାକୁ ‘ଓ୍ବାଶିଂ ମେଶିନ’ କହି ଟାର୍ଗେଟ କରି ଚାଲିଛି। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ…

ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ,୪।୭: ଦିଲ୍ଲୀରେ ଏଲପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକ ଗୋଟିଏ ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ମୂଲ୍ୟ ଦୀର୍ଘ ସମୟ ଧରି…

କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ନିର୍ବାଚନୀ ରାଜ୍ୟକୁ କରାଯିବ ଫୋକସ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳର ପ୍ରସ୍ତୁତି ଚାଲିଛି। କୁହାଯାଉଛି କି ଆଗାମୀ କିଛିଦିନ ମଧ୍ୟରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ମନ୍ତ୍ରିଙ୍କ ନାମ ଯୋଡା ଯାଇପାରେ। କ୍ୟାବିନେଟ ସମ୍ପ୍ରସାର ପାଇଁ ପ୍ରସ୍ତୁତି ସମ୍ପର୍କରେ…

ମୋଦିଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ମହାରାଷ୍ଟ୍ର ଇଫେକ୍ଟ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏବେ ଅଦଳବଦଳ ହେବାର ଅନୁମାନ କରାଯାଉଛି।ମନ୍ତ୍ରୀଙ୍କ ନୂଆ ତାଲିକା ଯେ କୌଣସି ସମୟରେ ଜାରି କରାଯାଇପାରେ। ଆଗାମୀ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ନୂଆ ନାମର ଏଣ୍ଟ୍ରି ହୋଇପାରେ ବୋଲି ଅନୁମାନ…

ପ୍ରଫୁଲ୍ଲ ପଟେଲଙ୍କ ଦାବି, ଏନସିପିର ୫୧ ବିଧାୟକ ଭାଜପା ସହ ମିଶି ଗଢିବାକୁ ଚାହୁଁଥିଲେ ସରକାର

ମୁମ୍ବାଇ,୪।୭: ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି ଏବେ ସବୁଠାରୁ ବଡ ସଙ୍କଟ ସହ ଲଢିବାରେ ଲାଗିଛି। ଅଜିତ ପାୱାର ଏବଂ ଘନିଷ୍ଠ ନେତାଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କୁ ବ୍ୟାକଫୁଟରେ ଦେଖିବାକୁ ମିଳିଛି। ବରିଷ୍ଠ ଏନସିପି ନେତା ତଥା ଏମପି ପ୍ରଫୁଲ୍ଲ…

ଗୁଜରାଟ-ଆସାମରେ ବନ୍ୟା

ନୂଆଦିଲ୍ଲୀ,୪।୭: ମୌସୁମୀ ସକ୍ରିୟ ହେବା ପରେ ଏବେ ପ୍ରାୟ ସାରା ଦେଶରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସରେ କିଛି ରାଜ୍ୟରେ ଝିପିଝିପି ବର୍ଷା ହେବାର ସମ୍ଭାବନା ବି ରହିଛି। ଗୁଜରାଟ, ଆସାମ, ହିମାଚଳ ପ୍ରଦେଶ,…

ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ

ନୂଆଦିଲ୍ଲୀ, ୪ା୭ ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଘରଦ୍ୱାର ହରାଇଥିବା ଲୋକମାନଙ୍କ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ, ଆଇନ ଶୃଙ୍ଖଳା ସ୍ଥିିତିରେ କିଭଳି ଉନ୍ନତି ହୋଇଛି ଓ ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ସମ୍ପର୍କିତ ସଂଶୋଧିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri