ଦେଶ ନିର୍ମାଣରେ ରାଜ୍ୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ: ଅର୍ଥମନ୍ତ୍ରୀ…
ବେଙ୍ଗାଲୁରୁ,୨୩।୪ : ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ନାଟକର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେ ରାଜ୍ୟଗୁଡ଼ିକର ଭୂମିକା ବିଷୟରେ…
ବୋମ୍ମାଇ-ସିଦ୍ଧରମୈୟା ମୁହାଁମୁହିଁ…
ବେଙ୍ଗାଲୁରୁ,୨୩।୪ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟାର୍ଗେଟ କରିଛନ୍ତି। ସିଦ୍ଧରମୈୟା ଏକ ବିବୃତ୍ତି ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେତେବେଳେ ସେ…
ମୋଷ୍ଟ ଓ୍ବାଣ୍ଟେଡ୍ ଅମୃତପାଲ ଗିରଫ: ଏହି ଖଲିସ୍ଥାନୀ ନେତାଙ୍କ ନାଁରେ ରହିଛି ୬ଟି ଗୁରୁତର ମାମଲା
ପଞ୍ଜାବ,୨୩।୪: ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଡେ ର ମୁଖ୍ୟ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ରବିବାର ପୋଲିସ ତାଙ୍କୁୁୁ ମୋଗାରୁ ଗିରଫ କରିଛି। ଦୀର୍ଘ ୩୬ଦିନ ଧରି ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ଖୋଜୁଥିଲା।…
ଜୟଶଙ୍କରଙ୍କୁ ଏକ ବିଶେଷ ଉପହାର ଦେଲେ ଗୁଆନା ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୩।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ଅଛନ୍ତି। ଶନିବାର ଗୁଆନାରେ ତାଙ୍କର ସମକକ୍ଷ ହୟୁ ଡଟଙ୍କ ସହ ୫ମ ଭାରତ-ଗୁଆନା ମିଳିତ କମିଟି ବୈଠକରେ ସହଯୋଗ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି…
୫ ବର୍ଷ ଧରି ବନ୍ଦଥିବା ନୀରବ ମୋଦିଙ୍କ ୩ ଫ୍ଲାଟ ପାଲଟିଛି ଇଡ଼ିର ମୁଣ୍ଡବିନ୍ଧା…
ମୁମ୍ବାଇ,୨୩।୪ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମୁଦ୍ର ମହଲ ବର୍ଲିରେ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ ଫ୍ଲାଟକୁ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱନ୍ଦ୍ୱରେ ପଡିଛି। କିଛି ଆଇନଗତ ପ୍ରତିବନ୍ଧକ ଯୋଗୁ ଇଡି ଏସବୁର ନିଲାମରୁ ଆନୁମାନିକ ବଜାର…
ଯେ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଜିତ ପାଓ୍ବାରଙ୍କୁ ଫଡନାଭିସଙ୍କ ଉତ୍ତର…
ମୁମ୍ବାଇ,୨୩।୪ : ଭାରତୀୟ ଜନତା ପାର୍ଟି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ନେଇ ନିଜର ଉତ୍ତର ରଖିଛନ୍ତି। ଅଜିତ କହିଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ…
ଭାରତର ନିଜସ୍ବ ପରମ୍ପରା ରହିଛି: ସମଲିଙ୍ଗୀ ବିବାହ ନେଇ ଜବାବ ଦେଲେ ରିଜିଜୁ…
ନୂଆଦିଲ୍ଲୀ,୨୩।୪ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କେନ୍ଦ୍ର ସରକାର ଏହା ଉପରେ ଏକ ଆପତ୍ତି ଉଠାଇଛନ୍ତି। ଏହି ବିଷୟରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ସମଲିଙ୍ଗୀ ସମ୍ପର୍କରେ ଥିବା ଲୋକଙ୍କ ପ୍ରତି ଆମର କୌଣସି ଆପତ୍ତି…
ଆସନ୍ତା ୧୫ ଦିନରେ ଭାଙ୍ଗିଯିବ ଶିନ୍ଦେ-ଫଡନବିଶ ସରକାର: ସଞ୍ଜୟ ରାଉତ
ମୁମ୍ବାଇ,୨୩।୪: ଉଦ୍ଧବ ଠାକରେ ରବିବାର ଜଲଗାଓଁ ଜିଲାର କଚୋରାରେ ଜନସଭା କରିବେ। ଇତିମଧ୍ୟରେ ଠାକରେ ଗ୍ରୁପର ଏମପି ସଞ୍ଜୟ ରାଉତ ଏକ ବଡ ବୟାନ ଦେଇଛନ୍ତି। ସଞ୍ଜୟ ଦାବି କରିଛନ୍ତି କି ମହାରାଷ୍ଟ୍ରରେ ଶିନ୍ଦେ-ଫଡନବିସ ସରକାର ଆସନ୍ତା ୧୫ ଦିନରେ ଭାଙ୍ଗିଯିବ।…
କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…
ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା ସୂଚିତ କରିଛନ୍ତି। ଧାରା ୪୪କୁ ଦର୍ଶାଇ ରିଜିଜୁ କହିଛନ୍ତି,…
ରତଲାମ ଡେମୁ ଟ୍ରେନର ଦୁଇଟି ବଗିରେ ଲାଗିଲା ନିଆଁ
ଭୋପାଳ,୨୩।୪: ମଧ୍ୟ ପ୍ରଦେଶର ରତଲାମରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ରବିବାର ସକାଳେ ଏକ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଛି। ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ଦୁଇଟି ଯାକ ବଗି ନିଆଁର କବଳକୁ ଚାଲି ଆସିଥିଲା। ଏଥିରୁ…
ସଙ୍କଟ ପୁଣି ଘନେଇଲା: ୬୭ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୨୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
କଲେଜିୟମ ପ୍ରସଙ୍ଗ କେବଳ ଏକ ମାଇଣ୍ଡ ଗେମ୍: ରିଜିଜୁ …
ଇଟାନଗର,୨୩।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଲଗାତାଲ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ତାଙ୍କର ସଦ୍ୟତମ ବିବୃତ୍ତିରେ ରିଜିଜୁ କହିଛନ୍ତି, କଲେଜିୟମ ପ୍ରସଙ୍ଗ କେବଳ ଏକଏକ ମାଇଣ୍ଡ ଗେମ୍ ଏବଂ ସେ ଏହା…
Archives


