ଜାତୀୟ

ମଧ୍ୟପ୍ରଦେଶ ପରିସ୍ରା କାଣ୍ଡ: ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ସରକାରଙ୍କୁ ଦାବି କଲେ ପୀଡିତ

ଭୋପାଳ,୮।୭: ମଧ୍ୟପ୍ରଦେଶର ପରିସ୍ରା କାଣ୍ଡ ଘଟଣାର ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ମୁକ୍ତ କରିବାକୁ ଶିବରାଜ ସିଂ ଚୌହାନ ସରକାରଙ୍କୁ ଦାବି କରିଛନ୍ତି ପୀଡିତ। ପୀଡିତ ଆଦିବାସୀ କହିଛନ୍ତି, ଅଭିଯୁକ୍ତ ତାଙ୍କ ଭୁଲ ବୁଝିଛନ୍ତି। ବୁଧବାର ଦିନ ଆଦିବାସୀ ସମ୍ପ୍ରଦାୟର ପୀଡିତା ଦାଶମତ…

ବିଆରଏସ-କଂଗ୍ରେସ ଉଭୟ ତେଲେଙ୍ଗାନା ପାଇଁ ବିପଜ୍ଜନକ: ପ୍ରଧାନମନ୍ତ୍ରୀ…

ଓ୍ବାରଙ୍ଗଲ,୮।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନାର ୱାରଙ୍ଗାଲ ଗସ୍ତରେ ଅଛନ୍ତି। ସେ ସକାଳେ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିବା ପରେ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ରାଜ୍ୟ ପାଇଁ ପ୍ରାୟ ୬,୧୦୦ କୋଟି ଟଙ୍କା ମୂଲ୍ୟର…

ଭାରତରେ ୪୭ପ୍ରତିଶତ ଲୋକଙ୍କର ଅଛି ଚାକିରି ହରାଇବାର ଭୟ

ନୂଆଦିଲ୍ଲୀ,୮।୭: ଭାରତରେ ପ୍ରାୟ ୪୭ ପ୍ରତିଶତ ଲୋକ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ରହିଥାଏ। ଏଡିପି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ସର୍ଭେର ଏହା ଜଣାପଡିଛି।…

ରାହୁଲଙ୍କ ଟ୍ରକ-ଟ୍ରାକ୍ଟର ଚଳାଉଥିବା-ଧାନ ରୋଉଥିବା ଫଟୋ ଭାଇରାଲ…

ନୂଆଦିଲ୍ଲୀ,୮।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ସକାଳେ ହରିୟାଣାରେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଥିଲେ। ସେ ଚାଷୀଙ୍କ ସହ ଧାନ ରୋଇ ଥିଲେ। ଗତ କିଛି ଦିନ ହେବ ରାହୁଲଙ୍କ ଏଭଳି ଅନେକ ଚିତ୍ର ସାମ୍ନାକୁ ଆସିଛି। ବେଳେବେଳେ…

ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର

ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା। ଡ୍ରାମାରେ ଥାଇ ମଧ୍ୟ ଡ୍ରାମାରେ ନାହିଁ ବୋଲି ମତ ଦେଇଛି ଭାଜପା। କିଛି ଦିନ…

ଚାଇନା ମୋ ସହିତ ଆଲୋଚନା କରିବାକୁ ଆଗ୍ରହୀ: ଦଲାଇ ଲାମା…

ଧର୍ମଶାଲା,୮।୭ : ବୈଦ୍ଧ ନେତା ଦଲାଇ ଲାମା କହିଛନ୍ତି ତିବ୍ଦତର ସମସ୍ୟା ସମ୍ପର୍କରେ ସେ ଚାଇନା ସହ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ। ଚାଇନା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଧାର୍ମିକ ନେତା କହିଛନ୍ତି ବର୍ତ୍ତମାନ ଚାଇନା…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା: ୧୨ମୃତ

କୋଲକାତା,୮।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା ମଧ୍ୟରେ ମତଦାନ ଜାରି ରହିଛି। ଶନିବାର ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିଲା। ହିଂସା ଯୋଗୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଟିଏମସି ଏବଂ ଭାଜପା…

ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ

ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ବଙ୍ଗୁର ନାଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ମାଲାଡ…

ହରିୟାଣାରେ ଭୟଙ୍କର ସଡକ ଦୁର୍ଘଟଣା: ୮ମୃତ, ଅନେକେ ଆହତ

ଚଣ୍ଡିଗଡ,୮।୭: ଶନିବାର ହରିୟାଣାର ଜିନ୍ଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ…

ହରିୟାଣା ସରକାରଙ୍କ ନୂଆ ନିୟମ, ଏବେ ମହିଳାଙ୍କ ଛାତି ମାପିବେ ସରକାର: କଂଗ୍ରେସ

ଚଣ୍ଡିଗଡ଼,୮।୭: ରାଜ୍ୟ ସଭା ଏମପି ତଥା କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ପୁଣିଥରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରିଛନ୍ତି। ଫରେଷ୍ଟ ରେଞ୍ଜର ଓ ଡେପୁଟି ଫରେଷ୍ଟ ରେଞ୍ଜର ପୋଷ୍ଟ ପାଇଁ ମହିଳା/ଯୁବତୀଙ୍କ ଛାତି ମାପିବାକୁ ନେଇ ସୁରଜଓ୍ବୋଲା…

ଖରାପ ପାଗଯୋଗୁ ଫସିଗଲା ହେଲିକପ୍ଟର, କରିବାକୁ ପଡିଲା ଓ୍ବାନ ସ୍କିଡ ଲ୍ୟାଣ୍ଡିଂ

ଇଟାନଗର,୮।୭: ଅରୁଣାଚଳ ପ୍ରଦେଶରେ ଖରାପ ପାଗଯୋଗୁ ଭାରତୀୟ ସେନାର ଏକ ହେଲିକପ୍ଟର ଫସି ଯାଇଥିଲା। ହେଲିକପ୍ଟରକୁ ଚିକିତ୍ସା କାମ ଦିଆଯାଇଥିଲା ଓ ଶୁକ୍ରବାର ଏହାକୁ ପଠାଯାଇଥିଲା। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଅଡୁଆରେ ପଡିଯାଇଥିଲା ଫଳରେ ଏହାର ଓ୍ବାନ ସ୍କିଡ ଲ୍ୟାଣ୍ଡିଂ…

ଜୟପୁରର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌, ଫଟା ଜିନ୍ସ କିମ୍ବା ମିନି ସ୍କର୍ଟରେ କରିପାରିବେନି ଏଣ୍ଟ୍ରି

ଜୟପୁର,୮।୭: ମନ୍ଦିରକୁ ଯିବାବେଳେ ଡ୍ରେସ୍‌କୋଡ୍‌ ଲାଗୁ ହେବା ନେଇ ବହୁ ମନ୍ଦିରରେ ଦାବି କରାଯାଉଛି। ବିଶେଷ କରି ଚାରିଧାମରେ ଏହି ନିୟମ ଲାଗୁ ହେବା ନେଇ ଦାବି କରାଯାଉଛି। କେତେକେ ମନ୍ଦିରରେ ଏହି ନିୟମ ଲାଗୁ ହୋଇଥିବାବେଳେ ଆଉ କେତେକେ ମନ୍ଦିରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri