ଜାତୀୟ

କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ଲାକମେଲ୍‌ କରିବା ଉଦ୍ୟମ, ୨ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍‌ କଲ କରି ବ୍ଲାକମେଲ୍‌ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣ…

‘ଇସ୍ତଫା ଦେବାର କୌଣସି ପ୍ରଶ୍ନ ନାହିଁ, ଯଦି କେନ୍ଦ୍ର କହିବ…’

ଇମ୍ଫାଲ,୨୬।୭: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ଜାରି ରହିଥିବା ହିଂସାକାଣ୍ଡ ଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି…

ବର୍ଷାରେ ପୁଣି ବେହାଲ ରାଜଧାନୀ; ନୋଏଡାର ସମସ୍ତ ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୨୬।୭: କିଛି ଦିନର ବ୍ୟବଧାନରେ ପୁଣି ଦିଲ୍ଲୀ-ଏନ୍‌ସିଆର୍‌କୁ ଫେରିଛି ବର୍ଷା। ବୁଧବାର ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ନର୍ସରୀଠାରୁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ନୋଏଡା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।…

ଯେତେ ଖରାପ କହିବ, ସେତେ ପସନ୍ଦ ବୋଲି ପ୍ରମାଣିତ ହେବ: ମମତା

କୋଲକାତା,୨୬।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଇଣ୍ଡିଆ’ ନାମ ପସନ୍ଦ। ସେ କହିଛନ୍ତ,ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧୀ ଦଳ ବିଷୟରେ ଯେତେ…

ଜେଡିଏସ୍‌ ଏକାକୀ ଲୋକ ସଭା ନିର୍ବାଚନ ଲଢ଼ିବ: ଦେବଗୌଡ଼ା

ବେଙ୍ଗାଲୁରୁ, ୨୬।୭: ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌) ଆସନ୍ତା ଲୋକ ସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହାର ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ା କହିଛନ୍ତି। ତେବେ ନିକଟରେ ଦଳ ଭାଜପା ସହ…

ଦ୍ରାସରେ କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂ

ନୂଆଦିଲ୍ଲୀ,୨୬।୭: ୨୪ ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର ସବୁଠାରୁ ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଏକ ଦ୍ରାସରେ ପାକିସ୍ତାନକୁ ବାହାର କରି ବିଜୟ ହାସଲ…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ, ଅଧୀର ରଞ୍ଜନଙ୍କ ଘୋଷଣା

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ ଉତ୍ତେଜନାପୂର୍ଣ୍ଣ ଥିଲା। ମଙ୍ଗଳବାର ଲୋକ ସଭା ଓ ରାଜ୍ୟ ସଭାରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ମଣିପୁର ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ସମ୍ପର୍କରେ ବିରୋଧୀ ଦାବି ଜାରି…

ଲାଞ୍ଚ ଟଙ୍କା ଗିଳିଦେଲେ ରାଜସ୍ବ କର୍ମଚାରୀ

ଭୋପାଳ,୨୬।୭: ମଧ୍ୟପ୍ରଦେଶ କାଣ୍ଟନି ରାଜସ୍ବ ବିଭାଗ ପଟଓ୍ବାରି (ରେକର୍ଡକିପର୍‌) ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଜବଲପୁର ଲୋକାୟୁକ୍ତର ସ୍ପେସିଆଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଏସ୍‌ପିଇ) ତାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ଧରାପଡ଼ିବା ପରେ ପଟଓ୍ବାରି ଗଜେନ୍ଦ୍ର ସିଂ ଲାଞ୍ଚ ଟଙ୍କାକୁ ଗିଳି…

ମଣିପୁରରେ ଭାରତର ବିଚାରଧାରା ପୁନଃ ପ୍ରତିଷ୍ଠା କରିବୁ: ରାହୁଲ

ନୂଆଦିଲ୍ଲୀ,୨୬ା୭: ବିରୋଧୀ ମେଣ୍ଟର ନୂଆ ନାଁ ‘ଇଣ୍ଡିଆ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜୋର୍‌ଦାର ବର୍ଷିଛନ୍ତି। ଉକ୍ତ ନାଁକୁ ପରିହାସ କରି ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ଏବଂ ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ ମୁଜାହିଦ୍ଦିନ’ ଓ ‘ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ’ରେ…

ବର୍ଷକରେ ୧୬ ହଜାର ଲୋକଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ମଙ୍ଗଳବାର ଗୋଟିଏ ବର୍ଷ ପୂରିଛି। ବର୍ଷକରେ ରାଷ୍ଟ୍ରପତି ମୋଟ ୧୬,୦୦୦ ବ୍ୟକ୍ତି ବିଶେଷ ସ୍ବତନ୍ତ୍ର ସାକ୍ଷାତ୍‌ କରିଛନ୍ତି। ଏଥିସହ ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ନାଟକ, ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଗସ୍ତ ସମୟରେ…

ମଣିପୁରକୁ ଆଂଶିକ ଫେରିଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୨୬ା୭: ମଣିପୁରରେ ଜାତିଆଣ ହିଂସା ଯୋଗୁ ଦୁଇ ମାସରୁ ଊର୍ଦ୍ଧ୍ୱ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ପରେ ମଙ୍ଗଳବାର ଆଂଶିକ ଫେରିଛି। ଯେଉଁମାନେ ଷ୍ଟାଟିକ୍‌ ଆଇପି ସଂଯୋଗ ନେଇଛନ୍ତି, ସେମାନେ ସୀମିତ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରିପାରିବେ ବୋଲି ରାଜ୍ୟ ସରକାରଙ୍କ…

ବୀରେନ୍‌ ସିଂଙ୍କ ଇସ୍ତଫା ଦାବିକଲେ ଡିସିଡବ୍ଲ୍ୟୁ ମୁଖ୍ୟ

ଇମ୍ଫାଲ,୨୬ା୭: ମଣିପୁର ହିଂସା ଘଟଣାରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଦିଲ୍ଲୀରୁ ଆସି ପୀଡ଼ିତାଙ୍କୁ ଭେଟିପାରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆସିପାରୁନାହାନ୍ତି କାହିଁକି ବୋଲି ସ୍ବାତୀ ପ୍ରଶ୍ନ କରିଥିଲେ। ଜାତିଆଣ ହିଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?