ଜାତୀୟ

‘ପ୍ରଥମେ ମଣିପୁର ଯାଆନ୍ତୁ, ତା’ ପରେ ଆମ ସହ ଲଢନ୍ତୁ’,ଭାଜପାର ବୟାନକୁ ନେଇ ଜବାବ ରଖିଲେ ଅଧିର ରଞ୍ଜନ

ନୂଆଦିଲ୍ଲୀ,୩୧।୭: ଲୋକ ସଭାରେ ବିରୋଧୀ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ମଣିପୁର ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି। ସେ କହିଛନ୍ତି ଆମେମାନେ ତ ଏମପିଙ୍କ ପ୍ରତିନିଧି ମଣ୍ଡଳକୁ ନେଇ ମଣିପୁର…

ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ନୋରା ଫତେହି

ନୂଆଦିଲ୍ଲୀ,୩୧।୭: ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ…

ମଣିପୁର ହିଂସା: ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଶୁଣାଣି ଆଜି, ଅନ୍ୟ ରାଜ୍ୟକୁ ମାମଲା ଟ୍ରାନ୍ସଫର କରିବାକୁ ଅନୁରୋଧ

ନୂଆଦିଲ୍ଲୀ,୩୧।୭: ଦୀର୍ଘ ୩ ମାସ ପରେ ବି ଶାନ୍ତ ପଡିନି ମଣିପୁର। ଆଜିବି ସେଠାରେ ସ୍ଥାନେ ସ୍ଥାନେ ହିଂସାର ବାତାବରଣ ଦେଖିବାକୁ ମିଳୁଛି। ଗୋଟିଏ ପଟେ ହିଂସାକୁ ନେଇ ଦେଶ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ…

ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଟାର୍ଗେଟ କଲେ କହ୍ନେୟା କୁମାର

ଭୋପାଳ,୩୧।୭: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ପ୍ରତିଦ୍ୱନ୍ଦି ଦଳ ଗୁଡିକ ପରସ୍ପରକୁ ନେଇ କଥା କଟାକଟିରେ ଲାଗି ପଡିଲେଣି। ଇନ୍ଦୋରରେ ହୋଇଥିବା କଂଗ୍ରେସର ଆଦିବାସୀ ମହାପଞ୍ଚାୟତରେ ବି ଏମିତି କିଛି ଦେଖିବାକୁ ମିଳିଛି। କଂଗ୍ରେସ ନେତା କହ୍ନେୟା କୁମାର…

ଶିବସେନା ବନାମ ଶିବସେନା: ସଞ୍ଜୟ-ପ୍ରିୟଙ୍କା ମୁହାଁମୁହିଁ…

ମୁମ୍ବାଇ,୩୧।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବସେନା ବିଧାୟକ ସଞ୍ଜୟ ଶିରସାଟ ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ପ୍ରିୟଙ୍କା ଚତୁର୍ବେଦୀ ଶିବସେନା ଉଦ୍ଧବ ଠାକରେ ଦଳର ଏମପି…

ରିଜିଜୁଙ୍କୁ ଜବାବ ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସାକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ମଧ୍ୟରେ ବିରୋଧୀ ଦଳ ମେଣ୍ଟର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତ କରିଛନ୍ତି। ଯେଉଁଥିରେ କିଛି ଦଳର ବଡ ବଡ ନେତା ଏଥିରେ ସାମିଲ ଥିଲେ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସରକାରଙ୍କୁ ଘେରିବା…

କ୍ଷମତା ପାଇଁ ସବୁକିଛି କରିପାରିବ ଭାଜପା: ସତ୍ୟପାଲ ମଲିକ…

ନୂଆଦିିଲ୍ଲୀ,୩୧।୭ : ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଆଜି ସକାଳେ ଟୁଇଟରରେ ସତ୍ୟପାଲ ମଲିକ ଟ୍ରେଣ୍ଡିଂରେ ଅଛନ୍ତି। ୪୦ ସେକେଣ୍ଡର ଏକ ଭିଡିଓରେ ପୂର୍ବତନ ରାଜ୍ୟପାଳ କହୁଥିବାରୁ ଦେଖାଯାଉଛି ଭାଜପା ପାଇଁ…

ଦୟା ସହିତ କର୍ତ୍ତବ୍ୟ ପାଳନ କରିବା ହେଉଛି ସମାଜ ପାଇଁ ପ୍ରକୃତ ସେବା: ମୋହନ ଭାଗବତ

ଥାନେ,୩୧।୭: ଦୟା ସହିତ କର୍ତ୍ତବ୍ୟ ପାଳନ କରିବା ହେଉଛି ସମାଜ ପାଇଁ ପ୍ରକୃତ ସେବା ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର କହିଛନ୍ତି। ଧର୍ମବୀର ଆନନ୍ଦ ଡିଘେ କ୍ୟାନ୍ସର ହସ୍ପିଟାଲ ଏବଂ ଏଠାରେ ଏକ…

କୁରାନରେ ଉଲ୍ଲେଖ ଅଛି ସ୍ତ୍ରୀ-ସନ୍ତାନଙ୍କ ଯତ୍ନ ନେବା ସ୍ବାମୀଙ୍କ କର୍ତ୍ତବ୍ୟ: ହାଇକୋର୍ଟ…

ବେଙ୍ଗାଲୁରୁ,୩୧।୭ : ଇସଲାମର ପବିତ୍ର ଧର୍ମଗ୍ରନ୍ଥ କୁରାନରେ ଉଲ୍ଲେଖ ଥିବା ତଥ୍ୟ ଦର୍ଶାଇ କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି କୁରାନରେ କୁହାଯାଇଛି ସ୍ତ୍ରୀ ଏବଂ ସନ୍ତାନର ଯତ୍ନ ନେବା ସ୍ବାମୀଙ୍କର କର୍ତ୍ତବ୍ୟ। ବିଶେଷ କରି…

ମହିଳା କର୍ମଚାରୀଙ୍କୁ ପିଛା କରୁଥିଲେ ପୋଲିସ ଅଧିକାରୀ: ମାମଲା ରୁଜୁ

ହାଇଦ୍ରାବାଦ,୩୧।୭: ତେଲେଙ୍ଗାନାରେ ସରକାରୀ ବିଦ୍ୟୁତ ବିତରଣ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ପିଛା କରିବା ଅଭିଯୋଗରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା…

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ୧୨ଥର ବିଦ୍ୟୁତ କାଟ: ଏସ୍‌ପି କଲା ଟାର୍ଗେଟ

ଲକ୍ଷ୍ନୌ,୩୧।୭: କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶର ମୋହନଲାଲଗଞ୍ଜ ଭାଜପା ଏମ୍‌ପି କୌଶଲ କିଶୋରଙ୍କ ଏକ କାର୍ଯ୍ୟକ୍ରମରେ ୧୨ଥର ବିଦ୍ୟୁତ କାଟ କରିଛନ୍ତି। ବାରମ୍ବାର ବିଦ୍ୟୁତ କାଟ ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି(ଏସପି)ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କରିଛି। ଲକ୍ଷ୍ନୌର ସହାକାରିତା ଭବନ ଅଡିଟୋରିୟମରେ…

ମିଶନ ୨୪: ଆଜି ବିଜୟ ମନ୍ତ୍ର ଦେବେ ମୋଦି

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏମ୍‌ପିମାନଙ୍କ ସହିତ ଏକ ବୈଠକ କରି ଆଗାମୀ ନିର୍ବାଚନ ସମ୍ପର୍କରେ ସେମାନଙ୍କୁ ବିଜୟ ମନ୍ତ୍ର ଦେବେ। ଏନଡିଏ ସାଂସଦମାନଙ୍କର ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ଚାଲିବ। ସୂଚନାନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?