ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି
ନୂଆଦିଲ୍ଲୀ,୧୪।୭: ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜୱଲ ଭୁଇଁୟା ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହା ସହିତ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା…
ଆଉ କିଛି ସମୟ ପରେ ପରୀକ୍ଷଣ ହେବ ଚନ୍ଦ୍ରୟାନ-୩, ପ୍ରଧାନମନ୍ତ୍ରୀ କହିଲେ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ
ନୂଆଦିଲ୍ଲୀ,୧୪।୭: ଅପରାହ୍ନ ୨.୩୦ରେ ଶ୍ରୀହରିକୋଟାରୁ ଚନ୍ଦ୍ରୟାନ-୩ର ପରୀକ୍ଷଣ ହେବ। ଯାହା ଦେଶ ପାଇଁ ଗର୍ବର ବିଷୟ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କହିଛନ୍ତି, ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଚନ୍ଦ୍ରୟାନ-୩ରେ ଗୋଦ୍ରେଜ ଏରୋସ୍ପେସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ…
ଆମ ଉପରେ ଲଦି ଦିଆଯାଉଛି ୟୁସିସି: ଓଓ୍ବାଇସି
ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଚାଲିଥିବା ଟଣାଭିଡା ଭିତରେ ଏଆଇଏମଆଇଏମର ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି ଲଗାତାର ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ଦେଇ ଆସୁଛନ୍ତି। ଏହାକୁ ନେଇ ଶୁକ୍ରବାର ସେ ଏକ ପ୍ରେସ କନଫରେନ୍ସ କରି କହିଛନ୍ତି,…
ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ
ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା ଆରମ୍ଭ ହୋଇଯାଇଛି। ଆଉ ଏଠାରେ ଏବେ ଟମାଟୋ କିଲୋ ପ୍ରତି ଦାମ ୧୦୦ ଟଙ୍କା…
କେଜରିଓ୍ବାଲଙ୍କୁ ଭାଜପାର ପ୍ରଶ୍ନ, କାହିଁକି ହୋଇଛ ମୁଖ୍ୟମନ୍ତ୍ରୀ, ଦୁର୍ଯ୍ୟୋଧନଙ୍କ ସହ କଲେ ତୁଳନା
ନୂଆଦିଲ୍ଲୀ,୧୪।୭: ଏବେ ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ। ବନ୍ୟାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଏକ ପ୍ରକାର ବୁଡି ଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ଦିଲ୍ଲୀର ମନ୍ତ୍ରୀ କହୁଛନ୍ତି ବ୍ୟାରେଜର ସମସ୍ତ ଗେଟ ନ ଖୋଲିବା ଫଳରେ ସମ୍ପୁର୍ଣ୍ଣ ପାଣିକୁ ନିଷ୍କାସନ…
‘ତୁମେ କଲେ କୂଟନୀତି, ଆମେ କଲେ…’, ଶିନ୍ଦେଙ୍କ ଅଭିଯୋଗ ଉପରେ କହିଲେ ସଞ୍ଜୟ
ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଅଭିଯୋଗ ଉପରେ ଶୁକ୍ରବାର ବାଲାସାହେବ ଠାକରେଙ୍କ ଶିବସେନା ଏମ୍ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ରାଉତ କହିଛନ୍ତି, ଦେବେନ୍ଦ୍ର ଫଡନ୍ଭିସ ଏବଂ ଏକନାଥ ଶିନ୍ଦେ ଦୁହେଁ ଗତକାଲି କୂଟନୀତି ବିଷୟରେ କହିଥିଲେ ଯେ, ଆମେ…
ଫ୍ରାନ୍ସରେ ଥାଇ ଦିଲ୍ଲୀ ବନ୍ୟା କଥା ପଚାରି ବୁଝିଲେ ମୋଦି
ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍ କରି ଦିଲ୍ଲୀର ବନ୍ୟା ପରିସ୍ଥିତ ବିଷୟରେ…
ଦିଲ୍ଲୀରେ ବନ୍ୟା ପରିସ୍ଥିତି: ସେନାରୁ ସାହାଯ୍ୟ ମାଗିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୪।୭: ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳକୁ ଜଳ ପ୍ରବେଶ କରିବାକୁ ଲାଗିଛି। ଯମୁନା ଜଳ ସହରରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀର ସରକାରୀ କର୍ମଚାରୀମାନେ ରାତିସାରା କାମ କରୁଛନ୍ତି।…
ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ ମୋଦି, ସାମିଲ ହେବେ ଭାରତୀୟ ସେନା
ନୂଆଦିଲ୍ଲୀ/ପ୍ୟାରିସ,୧୪।୭: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କ ନିମନ୍ତ୍ରଣ କ୍ରମେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି। ସେଠାରେ ସେ ଜୁଲାଇ ୧୪ ଅର୍ଥାତ୍ ଶୁକ୍ରବାର ଦେଶର ରାଷ୍ଟ୍ରୀୟ ଦିବସ ଅର୍ଥାତ୍ ବୈଷ୍ଟିଲ ଡେ ପରେଡରେ ସାମିଲ ହେବେ। ଏହି…
ଇସ୍ରୋ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିବାକୁ ଯାଉଛି: ଯୋଗୀ
ଲକ୍ଷ୍ନୌ, ୧୪।୭: ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୩ର ପରୀକ୍ଷଣ ପାଇଁ ଗଣନା ଆରମ୍ଭ ହୋଇଛି। ଚନ୍ଦ୍ରୟାନ-୩ ଆଜି ଅର୍ଥାତ୍ ଶୁକ୍ରବାର ଶ୍ରୀହାରିକୋଟାସ୍ଥିତ କେନ୍ଦ୍ରରୁ ଲଞ୍ଚ ହେବ। ଦେଶ ପାଇଁ ଏହା ଅତ୍ୟନ୍ତ ଗର୍ବର ସମୟ। ଚନ୍ଦ୍ରୟାନ-୩ ଲଞ୍ଚ ସଂପର୍କରେ ବିଶ୍ୱର…
ଫେଲ୍ ମାରିଲା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ପ୍ଲାନ୍
ଇଟାନଗର/ବେଜିଂ,୧୪।୭: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ସର୍ବଦା ଖରାପ ନଜର ରହିଛି। ଗୋଟିଏ ପଟେ ଚାଇନା ନିୟନ୍ତ୍ରଣ ଲାଇନ ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଛି ଏବଂ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ ପ୍ରୟୋଗ…
ବାଲ ଠାକରେ, ନରେନ୍ଦ୍ର ମୋଦିଙ୍କ ନାଁ ନେଇ ଭୋଟ ମାଗିଥିଲେ ଉଦ୍ଧବ, ପରେ କରିଥିଲେ ବିଶ୍ୱାସଘାତକତା: ଏକନାଥ ଶିନ୍ଦେ
ମୁମ୍ବାଇ,୧୪।୭: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ଶିବସେନା (ୟୁବିଟି) ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ଭାଜପା ସହ ‘ସ୍ବାଭାବିକ ମେଣ୍ଟ’ ଛାଡି ନିର୍ବାଚନରେ ଜିତିବା ପାଇଁ ବାଲ ଠାକରେ…
Archives


