ଜାତୀୟ

ଭକ୍ତଙ୍କ ପାଇଁ ଖୋଲିଲା ରାମ ଜନ୍ମଭୂମି ପଥ

ଅଯୋଧ୍ୟା,୩୦।୭: ଭକ୍ତମାନଙ୍କ ପାଇଁ ରବିବାର ଶ୍ରୀ ରାମ ଜନ୍ମଭୂମି ପଥ ଖୋଲା ଯାଇଛି। ରାସ୍ତା ଖୋଲିବା ମାତ୍ରେ ଭକ୍ତମାନେ ରାମଲାଲା ଜପ କରିଥିଲେ। ଏହା ବିର୍ଲା ଧର୍ମଶାଳାରୁ ସୁଗ୍ରିବ ଦୁର୍ଗ ଦେଇ ରାମଲଲା ଦରବାରକୁ ଯିବ। ଏହି ପଥ ୬୦୦ ମିଟର…

କଂଗ୍ରେସ ଉପରେ ବର୍ଷିଲେ ଶାହା

ଭୋପାଳ,୩୦।୭: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ରବିବାର ଭାଜପା ପ୍ରଚାର ଆରମ୍ଭ କରିଛି। ଇନ୍ଦୋରରେ ଅନୁଷ୍ଠିତ ଏକ ସମ୍ମିଳନୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି, ମିଷ୍ଟର ବଣ୍ଟାଧାର ଏବଂ ଦୁର୍ନୀତିନାଥ କୌଣସି ନୂତନ ଶିଳ୍ପ…

ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଫଡନଭିସ

ମୁମ୍ବାଇ,୩୦।୭: ଗତ କିଚିଦିନ ଏହି ଖବର ଆସିଥିଲା ଯେ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ସମ୍ଭାଜୀ ଭିଡେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ସମଗ୍ର ଦେଶରେ ପରିବେଶ ଉଷ୍ମ ହୋଇଥିଲା। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ପୋଲିସ…

ଜୁଲାଇ ୩୧ ପର୍ଯ୍ୟନ୍ତ ଗୋ ଫାଷ୍ଟର ସମସ୍ତ ଉଡାଣ ବାତିଲ

ନୂଆଦିଲ୍ଲୀ,୩୦।୭: ଗୋ ଫାଷ୍ଟର ସମସ୍ତ ଉଡାଣକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଯାତ୍ରୀଙ୍କୁ କ୍ଷମାମାଗି ଏୟାରଲାଇନ୍ସ କମ୍ପାନୀ ତା’ର ସମସ୍ତ ଉଡାଣକୁ ଜୁଲାଇ ୩୧ ପର୍ଯ୍ୟନ୍ତ ରଦ୍ଦ କରି ଦେଇଛି। ପରିଚାଲନା କାରଣରୁ, ଗୋଫାଷ୍ଟ ପୁଣିଥରେ ମଙ୍ଗଳବାର ପର୍ଯ୍ୟନ୍ତ ଏହାର…

ନ୍ୟାୟ ସହ ଶାନ୍ତି ହେଉଛି ମଣିପୁରବାସୀଙ୍କ ଏକମାତ୍ର ଦାବି: ମନୋଜ ଝା

ନୂଆଦିଲ୍ଲୀ,୩୦।୭: ମଣିପୁର ଗସ୍ତ କରିବା ପରେ ବିରୋଧୀ ମେଣ୍ଟ(ଇଣ୍ଡିଆ) ରବିବାର ଦିଲ୍ଲୀ ଫେରିଥିଲେ। ବିରୋଧୀ ଏମ୍‌ପିମାନେ ମଣିପୁରର ରିଲିଫ କ୍ୟାମ୍ପ ପରିଦର୍ଶନ କରିଥିଲେ ଏବଂ ପରେ ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦିଲ୍ଲୀ ଫେରିବା ପରେ…

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୭: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ବଦରିନାଥ ଧାମ ମନ୍ଦିରକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଭାଜପା ପରେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ମଧ୍ୟ ମୌର୍ଯ୍ୟଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି।…

ଯୁବବର୍ଗଙ୍କ ନିଆରା ପଦକ୍ଷେପ ସୋସିଆଲ ମିଡ଼ିଆରେ ଭାଇରାଲ, ସଭିଏଁ କରୁଛନ୍ତି ପ୍ରଶଂସା…

ମିରଟ,୩୦।୭ : ଦେଶରେ ସଡକ ସୁରକ୍ଷା ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ଯୁବ ଗୋଷ୍ଠୀ ଅନନ୍ୟ ଉପାୟ ମାଧ୍ୟମରେ ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି କ୍ରମରେ ଯୁବଗୋଷ୍ଠୀ ମିରଟରେ ପହଞ୍ଚିଛନ୍ତି। ସେମାନେ ଭୁଟାନ, ନେପାଳ, ମ୍ୟାନମାର…

ରାମଦାସ ଅଠାଓ୍ବଲେ କହିଲେ, କେବେବି ଏନଡିଏକୁ ଆସି ପାରନ୍ତି ନୀତୀଶ କୁମାର, ଜବାବ ରଖିଲା ଭାଜପା

ନୂଆଦିଲ୍ଲୀ,୩୦।୭: କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ନୀତୀଶ କୁମାରଙ୍କ ଏନଡିଏକୁ ଫେରିବା ବୟାନ ପରେ ଆରମ୍ଭ ହୋଇଛି ରାଜନୀତି। ଏବେ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ସୁଶୀଲ ମୋଦି। ସେ କହିଛନ୍ତି ଯଦି ସେ(ନୀତୀଶ…

କୃଷକଙ୍କ ପାଇଁ ଲୁହ ଗଡାଉଛନ୍ତି ରାହୁଲ, ହିମାଚଳରେ କଂଗ୍ରେସ ସରକାର ଦେଉଛି ଧୋକା: ଭାଜପା

ନୂଆଦିଲ୍ଲୀ,୩୦।୭: ହିମାଚଳ ପ୍ରଦେଶରେ ଆପଲ ବିକାଳଙ୍କର ଭିଡିଓ ସେୟାର କରୁଥିବାବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ରବିବାର ଟୁଇଟ କରି ଦାବି କରିଛନ୍ତି ଯେ ଶିମଲାରେ ଆପଲ…

ମଣିପୁରକୁ ୩ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କଲେ ହିଂସା ବନ୍ଦ ହେବ: ଭାଜପା ବିଧାୟକ…

ଇମ୍ଫାଲ,୩୦।୭ : କୁକି ନେତା ତଥା ଭାଜପା ବିଧାୟକ ପାଉଲେନଲାଲ ହାକିପ କହିଛନ୍ତି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟକୁ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେରେ ବିଭକ୍ତ କରାଯିବା ଉଚିତ। ଦେଇଥିବା ଏକ ସାକ୍ଷାତକାରରେ ହାକିପ ମଣିପୁରର ଜାତିଗତ ବିଚ୍ଛିନ୍ନତାକୁ ରାଜନୈତିକ ଏବଂ…

ସଶସ୍ତ୍ର ବାହିନୀର ପରିଚୟ ଅନୁଶାସନ: ମଞ୍ଜୁରୀରୁ ଅଧିକ ଛୁଟି ନେଇଥିବା ଯବାନଙ୍କ ଆବେଦନକୁ ପ୍ରତ୍ୟାଖାନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୭ : : ମଞ୍ଜୁରୀ ଅପେକ୍ଷା ଅଧିକ ଛୁଟି ନେଇଥିବାରୁ ଜଣେ ସେନା କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରି କହିଛନ୍ତି ଯେ ଶୃଙ୍ଖଳିତ ହେବା ସଶସ୍ତ୍ର ବାହିନୀର ସେବାର ଏକ ଅନ୍ତନିର୍ହିତ ଅଂଶ ଏବଂ ଏ ବାବଦରେ କୌଣସି ଆଶ୍ୱସ୍ତି ପ୍ରଦାନ…

ଅଗଷ୍ଟ ୧ରେ ପୁଣେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇବେ ମୋଦି

ନୂଆଦିଲ୍ଲୀ,୩୦।୭: ଅଗଷ୍ଟ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ପୁଣେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ଏହାସହ ସେ ବିଭିନ୍ନ ବିକାଶ ପରିଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?