୪୪% ବିଧାୟକଙ୍କ ନାଁରେ ଆପରାଧିକ ମାମଲା
ନୂଆଦିଲ୍ଲୀ,୧୬।୭ (ପି.ଟି.) : ଭାରତର ରାଜ୍ୟ ବିଧାନସଭାଗୁଡ଼ିକରେ ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ପକ୍ଷରୁ ନିକଟରେ କରାଯାଇଥିବା ଏକ ରିପୋର୍ଟରେର ଏହା ପ୍ରକାଶ କରାଯାଇଛି। ଦେଶବ୍ୟାପୀ ରାଜ୍ୟ ଓ କେନ୍ଦ୍ରଶାସିତ…
ପୁଣି ଥରେ ଏନ୍ଡିଏରେ ସାମିଲ ହେଲେ ଓମ୍ ପ୍ରକାଶ ରାଜଭର
ନୂଆଦିଲ୍ଲୀ,୧୬।୭: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଲାଗିଛି ଆଉ ଏକ ବଡ଼ ଝଟ୍କା। ଉତ୍ତରପ୍ରଦେଶରେ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ମୁଖ୍ୟ ଓମ୍ ପ୍ରକାଶ ରାଜଭର ପୁଣିଥରେ ନ୍ୟାଶନାଲ ଡେମୋକ୍ରିଟିକ୍ ଆଲାଏନ୍ସ(ଏନ୍ଡିଏ)ରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀରେ କେନ୍ଦ୍ର…
ଜେଲରୁ ପ୍ରେମ: ବିବାହ ପାଇଁ ଉଭୟଙ୍କୁ ପାରୋଲ
କୋଲକାତା,୧୬।୭: ଜେଲର ଚାରିକାନ୍ଥରୁ ପ୍ରେମ। ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ଜେଲରୁ ଅବଦୁଲ ହାସିମ ଏବଂ ଶାହନାରା ଖାତୁନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅବଦୁଲ ଆସାମର ଏବଂ ଶାହନାରାଙ୍କ ଘର ପଶ୍ଚିମ ବଙ୍ଗରେ। ଦୁଇଜଣଯାକ ଦୁଇଟି ହତ୍ୟାକାଣ୍ଡରେ ଦୋଷୀ ପ୍ରମାଣିତ…
୫ ଟମାଟୋ ଚୋରି କରି ଫସିଲେ ମହିଳା; ଥାନାକୁ ଯାଇ ଗଣିଲେ ୭୦୦ ଟଙ୍କା ନଗଦ…
ନୂଆଦିଲ୍ଲୀ,୧୬।୭: ଟମାଟୋ ଦରବୃଦ୍ଧି ଏବେ ଖାଉଟିଙ୍କ ଲାଗି ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। ଦିଲ୍ଲୀର ନଜଫଗଡ଼ ଅଞ୍ଚଳରୁ ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏକ ପରିବା ଦୋକାନରୁ ୪ରୁ ୫ ଟମାଟୋ…
ଆଜମ ଖାନ୍ଙ୍କୁ ୨ ବର୍ଷ ଜେଲ
ବରେଲି, ୧୬।୭: ୨୦୧୯ର ଘୃଣା ଭାଷଣ ମାମଲାରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କୁ ଶନିବାର ଉତ୍ତରପ୍ରଦେଶ ରାମପୁରର ସ୍ବତନ୍ତ୍ର ଏମ୍ପି/ଏମ୍ଏଲ୍ଏ କୋର୍ଟ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍…
କମୁଛି ଯମୁନା ଜଳସ୍ତର, ଦିଲ୍ଲୀରେ ପୁଣି ବର୍ଷା
ନୂଆଦିଲ୍ଲୀ/ଗାଜିଆବାଦ,୧୬।୭: ଯମୁନା ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାବେଳେ ରାଜଧାନୀ ଦିଲ୍ଲୀରେ ଶନିବାର ପୁଣି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ମୁତାବକ ଆଗାମୀ ଦିନରେ ସହରରେ ବର୍ଷା ଲାଗିରହିବ। ଯମୁନା ଉଛୁଳିବା ଯୋଗୁ ଦିଲ୍ଲୀର ପ୍ରମୁଖ ସ୍ଥାନରେ ପ୍ରବେଶ…
ଚିତା ମୃତ୍ୟୁର କାରଣ ରେଡିଓ କଲାର
ଶେଓପୁର, ୧୬।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସପ୍ତାହେ ମଧ୍ୟରେ ୨ ଚିତାଙ୍କ ମୃତ୍ୟୁ ସେପ୍ଟିସେମିଆ (ବ୍ୟାକ୍ଟେରିଆ ଯୋଗୁ ରକ୍ତ ବିଷାକ୍ତ ହେବା) କାରଣରୁ ହୋଇଛି। ସେମାନଙ୍କ ବେକରେ ଲଗାଯାଇଥିବା ରେଡିଓ କଲାର ଯୋଗୁ ବର୍ଷାଦିନେ ସେପ୍ଟିସେମିଆ ହୋଇଥିବା ଜଣେ ବିଶେଷଜ୍ଞ…
ବିମାନରେ ଏୟାର ଇଣ୍ଡିଆ ଅଫିସରଙ୍କୁ ଯାତ୍ରୀଙ୍କ ମାଡ଼
ନୂଆଦିଲ୍ଲୀ, ୧୬।୭: ସିଡ୍ନୀରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ବିଶୃଙ୍ଖଳିତ ଯାତ୍ରୀ ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୯ ତାରିଖର ଏହି ଘଟଣା ସମ୍ପର୍କରେ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ)ଙ୍କୁ…
ମୋଦିଙ୍କ ଆନିମେଶନ୍ ଫିଲ୍ମରେ ଭାରତର ଖଣ୍ଡିତ ମାନଚିତ୍ର
ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି କରାଯାଇଥିବା ଆନିମେଶନ୍ ଫିଲ୍ମ ପାଇଁ ଭାଜପା ଅଡ଼ୁଆରେ ପଡ଼ିଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଅପ୍ଲୋଡ୍ କରାଯାଇଥିଲା। ଉକ୍ତ ଭିଡିଓରେ ଭାରତର ଖଣ୍ଡିତ ମାନଚିତ୍ରକୁ ଦେଖାଯିଇଥିଲା,…
ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା
ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍) ଦ୍ୱାରା ‘ଡାଲମିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ୍ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ…
ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ଡେରାବିଶର ଶୁଭାଶିଷ
ଡେରାବିଶ,୧୬।୭(ବେବର୍ତା ଅଜୟ ଦାସ)ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଶୁକ୍ରବାର ଭାରତର ତୃତୀୟ ମୁନ୍ ମିଶନ୍ ‘ଚନ୍ଦ୍ରୟାନ୍-୩’ର ସଫଳ ଉତ୍କ୍ଷେପଣ କରାଯାଇଛି। ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୍-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବ ବୋଲି ଆଶା ରହିଛି। ଏହି ପ୍ରୋଜେକ୍ଟରେ କେନ୍ଦ୍ରାପଡ଼ା ଜିଲା…
ଦେଶର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ: ଏଡିଆର ରିପୋର୍ଟ…
ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ୪୪ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଆସୋସିଏଶନ ଫର…
Archives


