ଜାତୀୟ

ଏ ଧର୍ମ-ଅଧର୍ମର ଲଢେଇ, ଯେଉଁଥିରେ ଧର୍ମର ବିଜୟ ହେବ: ଦିଲ୍ଲୀ ସେବା ବିଲ୍‌ ଉପରେ କହିଲେ ଏଏପି ନେତା

ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପିତ ହେବ। ଏହା ଉପରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ପୁଣିଥରେ ଭାଜପାକୁ ଗଣତନ୍ତ୍ର ଏବଂ ସମ୍ବିଧାନ…

ବିହାରରେ ହେବ ଜାତିଭିତ୍ତିକ ଜନଗଣନା: ନୀତୀଶ ସରକାରଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ପାଟନା,୧।୮: ବିହାରରେ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକକୁ ପାଟନା ହାଇକୋର୍ଟ ହଟାଇ ଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ନୀତୀଶ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥିବାବେଳେ ବିହାରରେ ଜାତି ଭିତ୍ତିକ ଗଣନା କରାଯିବ ବୋଲି କହିଥିଲେ। ମେ ୪ରେ ପାଟନା ହାଇକୋର୍ଟଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ…

ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୧।୮: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ମଙ୍ଗଳବାର ଇଡି ଚଢାଉ କରିଛି। ମନି ଲଣ୍ଡରିଂ ଘଟଣାର ଏକ ଅଂଶ ଭାବରେ ଏହି ଚଢାଉ ହୋଇଥିବା ଜଣାପଡିଛି। ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ଦିଲ୍ଲୀ ଏବଂ…

ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ପୁଣେ,୧ା୮: ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ରାସାୟନିକ ସାମଗ୍ରୀ ସହ ଲାବରେଟୋରି ଉପକରଣ ଜବତ କରିଛି। ଚଳିତ ମାସ ୧୮ ତାରିଖରେ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୁଣେ ପୋଲିସ କୋଥରୁଦ୍‌ ଅଞ୍ଚଳରୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ମହମ୍ମଦ…

‘ହରିୟାଣାରେ ସ୍ଥିତି ଭୟାବହ’

ନୂଆଦିଲ୍ଲୀ,୧।୮: ହରିୟାଣାର ନୁହ ଜିଲାରେ ଧାର୍ମିକ ହିଂସା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଅଞ୍ଚଳରେ ପୋଲିସ ଫୋର୍ସ ତଥା ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ଇଣ୍ଟରନେଟ ବନ୍ଦ କରି କର୍ଫ୍ୟୁ ଲାଗୁ କରାଯାଇଛି। ଏଥି ସହ ବିରୋଧୀ ଦଳ…

ଲୋକମାନ୍ୟ ତିଳକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୮: ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଲୋକମାନ୍ୟ ତିଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ପିଏମ ମୋଦି ଏହାକୁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି। ସେ କହିଛନ୍ତି ମୁଁ ୧୪୦ ଲକ୍ଷ ଦେଶବାସୀଙ୍କୁ ଲୋକମାନ୍ୟ ତିଳକ ପୁରସ୍କାର ଉତ୍ସର୍ଗ କରୁଛି।…

୮ ଅଗଷ୍ଟରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା, ପ୍ରଧାନମନ୍ତ୍ରୀ ଦେବେ ଜବାବ

ନୂଆଦିଲ୍ଲୀ,୧।୮: ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆସନ୍ତା ସପ୍ତାହ ଅଗଷ୍ଟ ୮ରେ ପ୍ରଶ୍ନକାଳ ପରେ ଆରମ୍ଭ ହେବ। ଏହି ପ୍ରସଙ୍ଗ ଉପରେ ୯ ଅଗଷ୍ଟରେ ମଧ୍ୟ ଆଲୋଚନା ଜାରି ରହିବ ଏବଂ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଶୁଣାଣି ପର୍ଯ୍ୟନ୍ତ ପୀଡିତା ମହିଳାଙ୍କ ବୟାନ ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୮: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ଅପରାହ୍ନ ୨ଟାରେ କୋର୍ଟ…

ନୁହ ସମେତ ହରିୟାଣାର ଅନେକ ଅଞ୍ଚଳରେ ଉତ୍ତେଜନା, ଏ ପର୍ଯ୍ୟନ୍ତ ୫ ଲୋକଙ୍କ ମୃତ୍ୟୁ

ଚଣ୍ଡିଗଡ,୧।୮: ହରିୟାଣାର ନୁହ ଜିଲାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଯାତ୍ରା ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ହିଂସା ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ନୁହ ଜିଲାର ମେୱାତ ସମେତ…

ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀଙ୍କୁ ଅଣାଗଲା ଭାରତ, ଦୁବାଇରେ କରିଥିଲେ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର

ନୂଆଦିଲ୍ଲୀ,୧।୮: ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ଗ୍ୟାଙ୍ଗଷ୍ଟର ସଚିନ ଥାପନଙ୍କୁ ମଙ୍ଗଳବାର ଅଜରବେଜାନରୁ ଦିଲ୍ଲୀ ଅଣାଯାଇଥିଲା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସେ ଜଡିତ ଥିଲେ। ସେ ଦୁବାଇରୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ବାକୁରୁ…

ଗଣପତିଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେବେ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ…

ଆଜି ଲୋକ ସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍‌

ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନରେ ଏ ପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଛି। ମଙ୍ଗଳବାର ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବଦଳରେ ସରକାର ଦିଲ୍ଲୀ ସେବା ବିଲ ଆଗତ କରିବେ। ଏହି କାରଣରୁ ଆଜି ବି ସଂସଦରେ ହଟ୍ଟଗୋଳ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?