ଜାତୀୟ

ରାଜ୍ୟ ସଭାରେ ଗୁରୁଦକ୍ଷିଣା ମାଗିଲେ ଅଧ୍ୟକ୍ଷ ଜଗଦୀପ ଧନଖର

ନୂଆଦିଲ୍ଲୀ,୪।୮: ଏଥର ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସା, ଦିଲ୍ଲୀ ନିୟମ ଏବଂ ନହୁ ହିଂସା ସମେତ ଦଳ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଛି, କିନ୍ତୁ ଶୁକ୍ରବାର ରାଜ୍ୟ ସଭାରେ ହସ-ଖୁସିର ମାହୋଲ ଥିଲା। ରାଜ୍ୟ…

ସୀମା ହେଦରଙ୍କୁ ଟିକେଟ୍‌ ଦେବା ନେଇ ସଫେଇ ଦେଲେ ଅଠାଓ୍ବାଲେ

ନୂଆଦିଲ୍ଲୀ,୪।୮: ଆଜିକାଲି ପାକିସ୍ତାନୀ ମହିଳା ସୀମା ହେଦର ଏବଂ ତାଙ୍କ ପ୍ରେମିକ ଗ୍ରେଟର ନୋଏଡାର ସଚିନ ମୀନା ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କୁ ଫିଲ୍ମ ଅଫର ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଟିକେଟ୍‌ ଅଫର୍‌ ଦିଆଯାଉଛି। ସୀମା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

ଅରବିନ୍ଦ କେଜ୍‌ରିଓ୍ବାଲ ଥିବା ପର୍ଯ୍ୟନ୍ତ ଦିଲ୍ଲୀରେ ସରକାର ଗଠନ କରିପାରିବ ନାହିଁ ଭାଜପା: ରାଘବ ଚଢା

ନୂଆଦିଲ୍ଲୀ,୪।୮: ଲୋକ ସଭାରେ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ୍‌ ପାରିତ ହେବା ପରେ ଏଏପି ଏମ୍‌ପି ରାଘବ ଚଢା କାହାର ନାମ ନ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ…

ଧମକପୂର୍ଣ୍ଣ ଗୀତର ବୋଲ ସହ ଗେରୁଆ ରଙ୍ଗ ପୋଷାକରେ ବିଟ୍ଟୁ ବଜରଙ୍ଗୀଙ୍କ ଭିଡିଓ ଭାଇରାଲ

ଚଣ୍ଡିଗଡ଼,୪।୮: ହରିୟାଣାର ନୁହରେ ହୋଇଥିବା ହିଂସା ପରେ ପୋଲିସ ଆକ୍ସନରେ ଥିବା ନଜର ଆସିଛି। ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ କମିଟି ଗଠନ ହେବା ପରେ ଆତ୍ମଘୋଷିତ ଗୋରକ୍ଷକ ବିଟୁ ବଜରଙ୍ଗୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ଭାଇରାଲ…

କଂଗ୍ରେସକୁ ଟୁଇଟର-ଟେଲିଭିଜନର ଦଳ ବୋଲି କହିଲେ ନରୋତ୍ତମ ମିଶ୍ରା

ଭୋପାଳ,୪।୮: ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କଂଗ୍ରେସ ଦଳକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଜବଲପୁରରେ ସେ ଏକ ସଭାରେ କହିଛନ୍ତି କଂଗ୍ରେସ ଦଳ କେବଳ ଟୁଇଟର ଓ ଟେଲିଭିଜନ ଉପରେ ବଞ୍ଚିଛି। ସେ କହିଛନ୍ତି ଯେ କଂଗ୍ରେସ…

ରାଜସ୍ଥାନରେ ଭାଜପାର ଚେହେରା ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଗେହଲୋଟ କହିଲେ, ‘ଏମାନଙ୍କ ନେତା ଏତେ ନାବାଳିକ ଯେ…’

ଜୟପୁର,୪।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭାରତୀୟ ଜନତା ପାର୍ଟି(ଭାଜପା)ର ସ୍ଥାନୀୟ ନେତାଙ୍କୁ ଇସାରା କରି କହିଛନ୍ତି, ତୁମେମାନେ ଲଢେଇ କରିପାରୁନ, ଆଉ କହୁଛ ମୋଦି ଆମର ଚେହେରା ହେବେ। ମୋଦି ତ ପ୍ରଧାନମନ୍ତ୍ରୀ, ନିର୍ବାଚନ ରାଜସ୍ଥାନ ବିଧାନସଭାର ହେଲେ ଆପଣ…

ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ମଦ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆକୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଜାମିନ ମିଳିନାହିଁ। ତାଙ୍କ ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଡିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଜାମିନ ଆବେଦନ…

ଏନଡିଏ ଏମପିଙ୍କୁ ସାକ୍ଷାତ୍‌ କରି ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଏନଡିଏ ବା ରାଷ୍ଟ୍ରୀୟ ଡେମୋକ୍ରାଟିକ ଆଲାଏନ ଏମପିଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ସେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ସାମ୍ନା କରିବାକୁ ଏକ ନୂତନ ରଣନୀତିର ପରାମର୍ଶ ଦେଇଛନ୍ତି। ସେ ଭାରତ…

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଜୋରାମ’ ପାଇଁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ପାଇଲେ ମନୋଜ ବାଜପେୟୀ

ମୁମ୍ବାଇ,୪।୮: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ୨୦୨୩ରେ ଫିଲ୍ମ ‘ଜୋରାମ’ ପାଇଁ ଅଭିନେତା ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମନୋଜ ବାଜପେୟୀ ଓ ପ୍ରଡକଶନ ହାଉସ ଜି ଷ୍ଟିଡିଓଜ ଜଏଣ୍ଟଲି ଖୁସି…

‘ଇଣ୍ଡିଆ’ ମେଣ୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାଖଲ, କେନ୍ଦ୍ର, ନିର୍ବାଚନ ଆୟୋଗ, ବିରୋଧୀଦଳଙ୍କୁ ନୋଟିସ

ନୂଆଦିଲ୍ଲୀ,୪।୮: ରାଜନୈତିକ ଦଳକୁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ (ଇଣ୍ଡିଆ)ର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆଜି ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ…

ନୀତୀନ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, ଆଜି ହେବ ଶେଷକୃତ୍ୟ

ମୁମ୍ବାଇ,୪।୮: ବଲିଉଡର ଜଣାଶୁଣା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ବୁଧବାର ଦେହାନ୍ତ ହୋଇଯାଇଛି। ନୀତୀନଙ୍କ ବିୟୋଗ ସିନେମାଜଗତ ପାଇଁ ଏକ ବଡ କ୍ଷତି। ତାଙ୍କର ଶେଷ ରୀତିନୀତି ଶୁକ୍ରବାର ଅର୍ଥାତ୍‌ ଆଜି ସାରେ କରାଯିବ। ଏହାପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ…

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ବିଏସଏଫ ଆକ୍ରମଣରେ ପାକିସ୍ତାନୀ ନାଗରିକ ମୃତ

ନୂଆଦିଲ୍ଲୀ,୪।୮: ବଦଳୁ ନାହିଁ ପାକିସ୍ତାନର ପ୍ରକୃତି। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକସ୍ତାନୀ ନାଗରିକ ବିଏସଏଫ ଯବାନଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ବିଏସଏଫ ଯବାନ ଭାରତ-ପାକିସ୍ଥାନ ସୀମାରେ ଥିବା ଅନୁପ୍ରବେଶକାରୀଙ୍କ ଉପରେ ୫ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?