ଜାତୀୟ

ବଦଳିଲେ ନୁହ ଏସପି

ଗୁରୁଗ୍ରାମ,୪।୮: ହରିୟାଣାର ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ। ଏବେ ପୁଣିଏକ ଧାର୍ମିକ ସ୍ଥଳରେ ନିଆଁ ଲଗାଯାଇଥିବା ଖବର ବି ଆସିଛି। ସୂଚନା ପାଇବା ମାତ୍ରେ ପାଞ୍ଚଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ…

ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ପାଟନା,୪।୮: ପାଟନା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୨୪୩୩କୁ ଶୁକ୍ରବାର ସକାଳେ ଜରୁରୀ ଅବତରଣ କରାଯାଇଛି। ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରି ପାଟନା ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ…

ମଣିପୁରରେ ପୁଣି ହିଂସା: ଜଣେ ପୋଲିସ କର୍ମୀ ମୃତ

ଇମ୍ଫାଲ,୪।୮: ମଣିପୁରରେ ଗତ କିଛି ମାସ ଧରି ଚାଲିଥିବା ହିଂସା ବର୍ତ୍ତମାନ ସୁଦ୍ଧା ମଧ୍ୟ ବନ୍ଦ ହୋଇନାହିଁ। ଖବର ଅନୁଯାୟୀ ଗୁରୁବାର ଦିନ ଇମ୍ଫାଲ ପଶ୍ଚିମରେ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଗୁରୁବାର…

ଜାଳିଦେଲେ ଆଉ ଏକ ମସ୍‌ଜିଦ

ଗୁରୁଗ୍ରାମ,୪/୮:ହରିୟାଣାର ନୁହ ଜିଲାରେ ଉତ୍ତ୍ୟକ୍ତ ଲୋକେ ଏକ ମସ୍‌ଜିଦରେ ନିଆଁ ଲଗାଇଦେଇଥିବାବେଳେ ଅନ୍ୟ ଏକ ମସ୍‌ଜିଦରେ ଶର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ପୋଲିସ କହିଛି। ବୁଧବାର ରାତି ସାଢ଼େ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କେହି ଆହତ ହୋଇ ନାହାନ୍ତି। ଗୋଟିଏ…

ଏପଟେ ବନ୍ଦ, ସେପଟେ ଖୋଲା

ନୂଆଦିଲ୍ଲୀ/ମୁମ୍ବାଇ,୪ା୮(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ଆଇଏଲ୍‌) ବଜାରକୁ ୧୬,୪୯୯ ଟଙ୍କିଆ ଜିଓବୁକ୍‌ ଆଣିବା ପରେ ଗୁରୁବାର କେନ୍ଦ୍ର ସରକାର ବିଦେଶରୁ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଓ ପର୍ସନାଲ କମ୍ପ୍ୟୁଟର (ପିସି) ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି। ‘ମେକ୍‌…

ଧସିଲା ପାହାଡ: ୧୫ ଲୋକ ଚାପିହୋଇଥିବା ଆଶଙ୍କା

ଡେରାଡୁନ,୪।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାର ଗୌରୀକୁଣ୍ଡରେ ଥିବା ଏକ ପାହାଡ ଧସିଛି। ଏଥିରେ ୮ ରୁ ୧୫ ଜଣ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତରାଖଣ୍ଡରେ ପ୍ରବଳ…

ଜ୍ଞାନବାପି ମସ୍‌ଜିଦ ପରିସରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌: ସର୍ଭେ କାର୍ଯ୍ୟ ଆରମ୍ଭ

ପ୍ରୟାଗରାଜ,୪ା୮:ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ବିଜ୍ଞାନସମ୍ମତ ସର୍ଭେ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ଶୁକ୍ରବାରଏହି ସର୍ଭେ ପାଇଁ ଏଏସ୍‌ଆଇ ଟିମ୍‌ ଜ୍ଞାନବାପି କ୍ୟାମ୍ପସରେ ପହଞ୍ଚିଛି। ଟିମ୍‌ର ୫୧ ଜଣ ସଦସ୍ୟ ସର୍ଭେ…

ଭାଜପା ଇଭିଏମ୍‌ ହ୍ୟାକ୍‌ କରିବାକୁ ଚେଷ୍ଟା କରୁଛି, ଆମକୁ ପ୍ରମାଣ ମିଳିଛି: ମମତା

କୋଲକତା,୪।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ୨୦୨୪ ଲୋକସଭା ନିର୍ବାଚନରେ ଜିତିବ ବୋଲି ଦାବି କରିଛନ୍ତି। ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ଆମର ମିଳିତ ମେଣ୍ଟ ଦେଶର…

‘ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହା ଉପରେ ଆସି ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୫ ଦିନ ପରେ ନିଖୋଜ ଯବାନଙ୍କ ସନ୍ଧାନ ମିଳିଲା

ଶ୍ରୀନଗର,୪।୮: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ସନ୍ଧାନ ମିଳିଛି। ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛନ୍ତି। ଜମ୍ମୁ କଶ୍ମୀର ପୋଲିସର ଟୁଇଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ ଡାକ୍ତରୀ ପରୀକ୍ଷା…

‘ଅନେକ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଭାବିଲେଣି, କିନ୍ତୁ ଏହି ପଦ ମୋତେ ଛାଡୁନାହିଁ’

ଜୟପୁର,୪।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜ ମତ ଦେଇଛନ୍ତି। ସେ ବେଳେବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚିନ୍ତା କରନ୍ତି, କିନ୍ତୁ ତାଙ୍କୁ ପଦ ଛାଡୁ ନ ତତ୍ବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ଭିତ୍ତିପ୍ରସ୍ତର ସ୍ଥାପନ…

କୋଚିଂ ନେବାକୁ ଆସି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩ା୮: ମେଡିକାଲ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ରାଜସ୍ଥାନର କୋଟାରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ କୋଟାରେ ଏହା ୧୯ତମ ଛାତ୍ରଙ୍କ ଆତ୍ମହତ୍ୟା ବୋଲି ଜଣାପଡିଛି। ୧୮ ବର୍ଷୀୟ ମନଜୋତ୍‌ ସିଂ ଏପ୍ରିଲରେ କୋଟାସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?