ଜାତୀୟ

ମଣିପୁରରେ ପୁଣି ସଂଘର୍ଷ

ନୂଆଦିଲ୍ଲୀ,୩ା୮: ମଣିପୁରର ବିଷ୍ଣୁପୁରରେ ଗୁରୁବାର ସାନି ସଂଘର୍ଷ ଘଟିଛି। ସୁରକ୍ଷା ବଳ ସହ ମେଇତି ସମ୍ପ୍ରଦାୟର ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୭ଜଣ ଆହତ ହୋଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଯବାନ ଗୁଳି ଚଳାଇଥିଲେ। ସାନି ହିଂସା ପରେ…

ଅକ୍ଟୋବର ୧ରୁ ବଢିବ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ,୩।୮: ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହାର ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, ଦରମା ବୃଦ୍ଧି ନିଷ୍ପତ୍ତି ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ। ଇଣ୍ଡିଗୋର ଫ୍ଲାଇଟ…

ଭାରତକୁ ମିଳିଲା ଇସ୍ରାଏଲ ସ୍ପାଇକ ଏନ୍‌ଏଲଓଏସ୍‌ ମିସାଇଲ , ଶୀଘ୍ର ହେବ ପରୀକ୍ଷଣ

ନୂଆଦିଲ୍ଲୀ,୩।୮: ଭାରତୀୟ ବାୟୁସେନା ଶତ୍ରୁଙ୍କୁ ନଷ୍ଟ କରିବାକୁ ନିଜକୁ ଶକ୍ତିଶାଳୀ କରୁଛି। ଏହି କ୍ରମରେ ଏହାର ସାମର୍ଥ୍ୟ ବଢାଇବା ପାଇଁ ଭାରତୀୟ ବାୟୁସେନା(ଆଇଏଏଫ୍‌) ଇସ୍ରାଏଲ ସ୍ପାଇକ ନନ ଲାଇନ ଅଫ ସାଇଟ (ଏନ୍‌ଏଲଓଏସ୍‌) ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ପାଇଛି। ଏହା ୩୦…

ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ,୩।୮: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସୁଶୀଲ କୁମାର ରିଙ୍କୁଙ୍କୁ ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଗୁରୁବାର ଲୋକ ସଭାର କାର୍ଯ୍ୟବାହୀ ସମୟରେ ଏଏପି ନେତା ଏକ କାଗଜ ଚିରି ଚେୟାର ଆଡକୁ ଫିଙ୍ଗିଥିବା ନେଇ ଅଭିଯୋଗ ରହିଛି।…

‘ଭାଜପା ଦୁର୍ନୀତି କଥା ଉଠାଇଲେ ଲାଗେ ଯେମିତି ଓସାମା ବିନ ଲାଡେନ କହୁଛନ୍ତି ଅହିଂସାର କଥା’: ସଞ୍ଜୟ ସିଂ

ନୂଆଦିଲ୍ଲୀ,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ଲୋକ ସଭାରେ ଚର୍ଚ୍ଚା କରିଥିଲେ। ଏହାକୁ ଦିଲ୍ଲୀ ସରକାର ବିରୋଧ କରୁଥିବା ବେଳେ ଶାହା କହିଥିଲେ ଦିଲ୍ଲୀ ସର୍ଭିସେସ ବିଲ ପାସ ହେବା ପରେ ବିରୋଧୀ ମେଣ୍ଟରୁ…

ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାରିତ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ବିଲ ଗୁରୁବାର ଲୋକ ସଭାରେ ପାରିତ ହୋଇଛି। ବର୍ତ୍ତମାନ ଏବେ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ବିଲ ଉପରେ ଚର୍ଚ୍ଚା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ…

ଅଭିଯୁକ୍ତ କନଷ୍ଟେବଳଙ୍କ ମେଡିକାଲ ବିବୃତିକୁ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୩।୮: ଜୟପୁର-ମୁମ୍ବାଇ ଟ୍ରେନ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଆରପିଏଫ୍‌ କନଷ୍ଟେବଳଙ୍କ ଶେଷ ପର୍ଯ୍ୟାୟ ମେଡିକାଲ ରିପୋର୍ଟରେ କୌଣସି ମାନସିକ ରୋଗ ଚିହ୍ନଟ ହୋଇ ନ ଥିବା ବୁଧବାର ରେଳ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏହାର କିଛି ଘଣ୍ଟା…

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ପଠାଇଲେ କୋର୍ଟ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏକ ମାନହାନ ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ସେପ୍ଟେମ୍ବର ୬ରେ ହାଜର ହେବା ପାଇଁ ପୁନିଆଙ୍କୁ କହିଛନ୍ତି। କୁସ୍ତି କୋଚ ନରେଶ ଦାହିଆ ବଜରଙ୍ଗ…

ଅଗଷ୍ଟ ୬ ପର୍ଯ୍ୟନ୍ତ ଗୋ ଫାଷ୍ଟର ସମସ୍ତ ଉଡାଣ ରଦ୍ଦ

ନୂଆଦିଲ୍ଲୀ,୩।୮: ପୁଣି ଥରେ ବୃଦ୍ଧି ହୋଇଛି ଗୋ ଫାଷ୍ଟର ଉଡାଣ କ୍ୟାସିଲେସନ। ଗୁରୁବାର କମ୍ପାନୀ ପକ୍ଷରୁ ଟୁଇଟ କରି କୁହାଯାଇଛି କି ଅଗଷ୍ଟ ୬ ପର୍ଯ୍ୟନ୍ତ ଗୋ ଫାଷ୍ଟର ସମସ୍ତ ଉଡାଣକୁ ପୁଣିଥରେ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ମେ’ ଆରମ୍ଭରୁ ଏହି…

ଭାରତ-ପାକ କଥାବାର୍ତ୍ତା ଲାଗି ଆତଙ୍କ, ଶତ୍ରୁତା ମୁକ୍ତ ବାତାବରଣ ଜରୁରୀ

ନୂଆଦିଲ୍ଲୀ,୩।୮: ଭାରତ ଗୁରୁବାର ପଡୋଶୀ ଦେଶ ପାକିସ୍ତାନକୁ କଡ଼ା ଜବାବ ଦେଇ ସ୍ପଷ୍ଟ କରିଛି ଯେ ଯଦି ସେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛି ତେବେ ଆତଙ୍କବାଦ ଏବଂ ଶତ୍ରୁତା ମୁକ୍ତ ପରିବେଶ ଏଥିପାଇଁ ଆବଶ୍ୟକ। ବାସ୍ତବରେ ଅର୍ଥନୈତିକ ସଙ୍କଟର…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ

ରାୟପୁର,୩।୮: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ରମଣ ସିଂ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ଗତ କିଛି ଦିନ ହେବ ଦିଲ୍ଲୀରେ ଅଛନ୍ତି ଏବଂ କିଛି ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ…

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ର ଚର୍ଚ୍ଚା ସମୟରେ ସାୟରି କହିଲେ ରାଘବ

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ସ୍ଥାନ ନେଉଥିବା ବିଧେୟକ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ହୋଇଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡିଙ୍କ ରାଜନୈତିକ ଦଳ ଓ୍ବାଇଏସଆର କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?