ଜାତୀୟ

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ରାହୁଲ

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ବିଧାନ ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସର୍ବୋଚ୍ଚ ଦଣ୍ଡ ପ୍ରଦାନ ପାଇଁ ନିମ୍ନ କୋର୍ଟଙ୍କ ବିଚାରପତି…

ଓ୍ବାଶରୁମ୍‌ ଭିଡିଓ ମାମଲା: କୋର୍ଟରେ ବୟାନ ଦେଲେ ପୀଡିତା

ବେଙ୍ଗାଲୁର,୪।୮: ବିବାଦୀୟ ଉଦୁପି କଲେଜ ୱାଶରୁମ ଭିଡିଓ ମାମଲାର ପୀଡିତା କର୍ନାଟକର ଉଦୁପି ଜିଲା କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହୋଇ ସେ ନିଜର ବୟାନି ରେକର୍ଡ କରିଛି। ସୂଚନାଯୋଗ୍ୟ, ଜୁଲାଇ ୧୮ରେ ଏହି ଘଟଣା ଘଟିଥିଲା, ଯେତେବେଳେ ତିନିଜଣ…

କେବଳ ଦେଶ ଗଣତାନ୍ତ୍ରିକ ନୁହେଁ, ଅନୁଷ୍ଠାନଗୁଡିକ ମଧ୍ୟ ସ୍ବାଧୀନ ଭାବେ କାମ କରନ୍ତି: ବିକ୍ରମ ଡୋରେସ୍ବାମୀ

ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୁକ୍ତ ବିକ୍ରମ ଡୋରେସ୍ବାମୀ ଏପରି କହିଛନ୍ତି। ଭାରତ ସ୍ବାଧୀନତାର ୭୬…

୨୦୨୪ ଲୋକ ସଭା ନିର୍ବାଚନ ଲଢିପାରିବେ ରାହୁଲ ଗାନ୍ଧୀ, ଫେରିବ ଲୋକ ସଭା ସଦସ୍ୟତା

ନୂଆଦିଲ୍ଲୀ,୪।୮: ମୋଦି ଉପନାମ ବା ସରନେମ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ଅଦାଲତ ଶୁଣାଣି ସମୟରେ କହିଛନ୍ତି ଯେ ତାଙ୍କ ଦୁଇ ବର୍ଷର…

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ସାମ୍ନାକୁ ଆସିଲା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୮: ‘ମୋଦି ଉପନାମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭାଜପା ନେତା ପୂର୍ଣ୍ଣେଶ ମୋଦି କହିଛନ୍ତି ଯେଳ ସେ କୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛନ୍ତି…

କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ, ଆଣ୍ଡାମାନ ଏଲଜିଙ୍କ ଉପରେ ଲାଗିଥିଲା ୫ଲକ୍ଷର ଜରିମାନା

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ସେହି ଆଦେଶ ଉପରେ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ ଲଗାଇଛନ୍ତି, ଯେଉଁଥିରେ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜର ଏଲଜିଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା। ଶୁକ୍ରବାର ସୁପ୍ରିମକୋର୍ଟ ଅଗଷ୍ଟ ୧୧କୁ ମାମଲାର ଶୁଣାଣି ତାରିଖ…

ଘୃଣା ବିରୋଧରେ ପ୍ରେମର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତ ମିଳିଛି। ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସୁପ୍ରିମକୋର୍ଟ ‘ମୋଦୀ ଉପନାମ’ ମନ୍ତବ୍ୟ ଉପରେ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏହି ଆଦେଶ ପରେ କଂଗ୍ରେସ…

ସାହାରା ଗ୍ରୁପ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,୪ା୮: ସାହାରା ଗ୍ରୁପ୍‌ର ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର ଆସିଛି। ଦ୍ୱନ୍ଦ୍ୱ ଆଉ ଚିନ୍ତାରେ ପଡ଼ିଥିବା ଆକାଉଣ୍ଟଧାରୀମାନେ ସେମାନଙ୍କ ଟଙ୍କା ଆଜିଠାରୁ ଫେରି ପାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସେହି ନିବେଶକମାନଙ୍କୁ ଏକ ବଡ଼…

ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୪।୮: ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଏହାର ରାୟ ଦେବାବେଳେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଚାରପତି କହିଛନ୍ତି, ସେସନ୍ସ କୋର୍ଟରେ…

ବେରୋଜଗାରୀକୁ ନେଇ ଭାଜପା ଉପରେ ବର୍ଷିଲେ ଖାର୍ଗେ, କହିଲେ ୫ ବର୍ଷରେ ସୃଷ୍ଟି ହୋଇଛି ମାତ୍ର ୧୨.୨ ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଗଠିତ କ୍ଷେତ୍ରରେ କେବଳ ୧୨.୨ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ଶୁକ୍ରବାର ଦାବି କରିଛନ୍ତି। ଏଥି ସହ ଗରିବ ଏବଂ…

ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ,୪।୮: ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ଅମୃତ ଉଦ୍ୟାନ ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅମୃତ ଉଦ୍ୟାନ ଚଳିତ ବର୍ଷ ଜାନୁୟାରୀ ୨୯ ରୁ…

ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି: ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର କଲିକତା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏଥିରେ କୁହାଯାଇଥିଲା ଯେ. ପଶ୍ଚିମବଙ୍ଗ ପୋଲିସ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିପାରିବ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ପୀଠ କହିଛନ୍ତି, ଜୁଲାଇ ୨୦ଆଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?