ନୁହ ସମେତ ହରିୟାଣାର ଅନେକ ଅଞ୍ଚଳରେ ଉତ୍ତେଜନା, ଏ ପର୍ଯ୍ୟନ୍ତ ୫ ଲୋକଙ୍କ ମୃତ୍ୟୁ
ଚଣ୍ଡିଗଡ,୧।୮: ହରିୟାଣାର ନୁହ ଜିଲାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଯାତ୍ରା ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ହିଂସା ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ନୁହ ଜିଲାର ମେୱାତ ସମେତ…
ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀଙ୍କୁ ଅଣାଗଲା ଭାରତ, ଦୁବାଇରେ କରିଥିଲେ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର
ନୂଆଦିଲ୍ଲୀ,୧।୮: ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ଗ୍ୟାଙ୍ଗଷ୍ଟର ସଚିନ ଥାପନଙ୍କୁ ମଙ୍ଗଳବାର ଅଜରବେଜାନରୁ ଦିଲ୍ଲୀ ଅଣାଯାଇଥିଲା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସେ ଜଡିତ ଥିଲେ। ସେ ଦୁବାଇରୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ବାକୁରୁ…
ଗଣପତିଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେବେ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ…
ଆଜି ଲୋକ ସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍
ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନରେ ଏ ପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଛି। ମଙ୍ଗଳବାର ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବଦଳରେ ସରକାର ଦିଲ୍ଲୀ ସେବା ବିଲ ଆଗତ କରିବେ। ଏହି କାରଣରୁ ଆଜି ବି ସଂସଦରେ ହଟ୍ଟଗୋଳ ହେବାର…
ମହିଳାଙ୍କ ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ,୧।୮: ମଣିପୁର ମହିଳାଙ୍କ ଭାଇରାଲ ଭିଡିଓ ମାମଲା ସମେତ ମଣିପୁର ଜାତି ହିଂସା ସହ ଜଡିତ ଅନେକ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ ଉପରେ ବିଚାର…
୩୪ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର କମିଟି ଗଠନ କଲା କଂଗ୍ରେସ
ଭୋପାଳ,୧।୮: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୪ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର କମିଟି ଗଠନ କରିଛି। ଏଥିରେ କନ୍ତିିଲାଲ ଭୁରିଆ, ରାଜ୍ୟ କଂଗ୍ରେସ ସଭାପତି କମଳନାଥ, ବିରୋଧୀ ଦଳର ନେତା ଗୋବିନ୍ଦ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ…
‘ଡବଲ ଇଞ୍ଜିନ ଫେଲ ହୋଇଗଲା’, ନୁହ ହିଂସାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ
ଲକ୍ଷ୍ନୌ,୧।୮: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଲଗାତାର ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଏଥର ସେ ହରିୟାଣାରେ ହୋଇଥିବା ହିଂସାକୁ ନେଇ ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି। ଅଖିଳେଶ ଏହାକୁ ଭାଜପା ସରକାରଙ୍କ…
ଅଚାନକ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡିରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧।୮: କୃଷକ ଓ କାର ମେକାନିକଙ୍କ ସହ ସାକ୍ଷାତ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ହଠାତ ଆଜଦପୁର ପରିବା ମଣ୍ଡିରେ ପହଞ୍ଚି ପରିବା ବିକାଳିଙ୍କୁ ସାକ୍ଷାତ୍ କରିଛନ୍ତି। ରାହୁଲ ଯେତେବେଳେ ପରିବା ମଣ୍ଡିରେ ପହଞ୍ଚିଥିଲେ ସେତେବେଳେ…
ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଲେ କାଉନସିଲର
ହାଇଦ୍ରାବାଦ୍,୧।୮: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଜାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ନରସିପାଟନମ ପୌରପାଳିକା (ୱାର୍ଡ ୨୦)ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…
ଚନ୍ଦ୍ରୟାନ-୩ର ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସଲୁନାର ଇଞ୍ଜେକ୍ଶନ ସଫଳ
ବେଙ୍ଗାଲୁରୁ,୧ା୮: ଚନ୍ଦ୍ରୟାନ-୩ ପୃଥିବୀ ଚାରିପଟେ ୧୮ ଦିନ ଘୂରିବା ସହ ୫ ଥର କକ୍ଷ ଉତ୍ଥାନ କରାଯିବା ପରେ ଇସ୍ରୋ ଏହାର ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସଲୁନାର ଇଞ୍ଜେକ୍ଶନ (ଟିଏଲ୍ଆଇ) ସଫଳତାର ସହ କରାଇଛି। ମହାକାଶ ଯାନର ୨,୧୪୫ କିଲୋଗ୍ରାମ ପ୍ରପଲଶନ୍ ଇଞ୍ଜିନ ଫାୟାର…
ପୃଥିବୀର କକ୍ଷ ପଥ ଛାଡି ଚନ୍ଦ୍ର ଆଡକୁ ଗତିକଲା ଚନ୍ଦ୍ରାୟନ-୩, ଅଗଷ୍ଟ ୫ ଗୁରୁତ୍ୱପୂର୍ଣ୍ଣ
ବେଙ୍ଗାଲୁରୁ,୧।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମଙ୍ଗଳବାର ଚନ୍ଦ୍ରାୟନ-୩ ଅନ୍ତରୀକ୍ଷ ଯାନକୁ ପୃଥିବୀର କକ୍ଷରୁ ବାହାର କରି ସଫଳତାପୂର୍ବକ ଚନ୍ଦ୍ରର କକ୍ଷ ଆଡକୁ ପଠାଇଛି। ଇସ୍ରୋ ତା’ର ଏକ ବୟାନରେ କହିଛି କି ‘ଚନ୍ଦ୍ରାୟନ-୩ ପୃଥିବୀ କକ୍ଷ ପଥକୁ ପୂରଣ କରି…
ମୁସଲମାନ ପକ୍ଷଙ୍କୁ ଭୁଲ୍ ସୁଧାରିବାକୁ ହେବ: ୟୁପି ମୁଖ୍ୟମନ୍ତ୍ରୀ
ବାରାଣସୀ,୧।୮: ବାରାଣସୀର ଜ୍ଞାନବାପି ମସ୍ଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ଉଦ୍ୟମ କରୁଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଛନ୍ତି। ଜ୍ଞାନବାପି ପରିସରରେ ଦେବଦେବୀଙ୍କ ମୂର୍ତ୍ତି…
Archives


