ରୋଗ ସୃଷ୍ଟି କରିଛି ଏଏପି , ଆମେ କରୁଛୁ ଚିକିତ୍ସା: ଭାଜପା…
ନୂଆଦିଲ୍ଲୀ,୧।୮ : ଦିଲ୍ଲୀ ସେବା ବିଲ୍ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଦେଖାଦେଇଛି। ମଙ୍ଗଳବାର ଲୋକସଭାରେ ଏହାର ଉପସ୍ଥାପନା ସମୟରେ ଅନେକ ହଟ୍ଟଭୋଳ ହୋଇଛି। କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ତଥା ଦିଲ୍ଲୀର ଲୋକସଭା ଏମପି…
ଅଗଷ୍ଟ ୨୩ ଅପରାହ୍ନ ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରାୟନ-୩, ଶେଷ ୧୫ ମିନିଟ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ,୧।୮ : ଚନ୍ଦ୍ରାୟନ-୩ ଅଗଷ୍ଟ ୧ ରେ ପୃଥିବୀର କକ୍ଷପଥରେ ବୃହତ୍ତମ କକ୍ଷପଥ ତିଆରି କରି ଏହାର ମାଧ୍ୟାକର୍ଷଣରୁ ବାହାରି ଚନ୍ଦ୍ର ଆଡକୁ ଯାତ୍ରା କରିଛି। ଏହା ପରେ, ପରବର୍ତ୍ତୀ ୨୩ ଦିନ ପାଇଁ, ଏହା ଚନ୍ଦ୍ରର କକ୍ଷପଥରେ ଘୂର୍ଣ୍ଣନ କରିବାବେଳେ…
ପ୍ରେମ ବିବାହରେ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ
ଗାନ୍ଧୀନଗର,୧।୮: ପ୍ରେମ ବିବାହ ପାଇଁ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ। ଏପରି ନିୟମ ଆଣିବାକୁ ଯାଉଛନ୍ତି ଗୁଜୁରାଟ ସରକାର। ଗୁଜୁରାଟର ମେହସାନା ଜିଲାର ପାଟିଦାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି…
ବଜରଙ୍ଗ ଦଳ ଶିବିରରେ ଅସ୍ତ୍ରଶସ୍ତ୍ର ତାଲିମ ଅଭିଯୋଗ, ଭିଡ଼ିଓ ଭାଇରାଲ, ପୋଲିସ ପକ୍ଷରୁ ମାମଲା ରୁଜୁ…
ଗୁଆହାଟୀ,୧।୮ : ଆସାମର ଦରାଙ୍ଗ ଜିଲାର ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା ପାଇଁ ଆସାମ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ଦାଏର କରିଛି। ମଙ୍ଗଲଦାଇ ପୋଲିସ ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରିଛି। ମହାରାଣୀ…
ତୁର୍କୀରେ କଶ୍ମୀର ବିରୁଦ୍ଧରେ ଷଡଯନ୍ତ୍ର: ଅଗଷ୍ଟ ୫ ପାଇଁ ‘ମିଶନ ଡ୍ରଇଂ ଡିଜାଇନ’ ରଚିଛି ପାକିସ୍ତାନ!…
ନୂଆଦିଲ୍ଲୀ,୧।୮ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ବାର୍ଷିକୀ ପାଖେଇ ଆସୁଥିବାରୁ ପାକିସ୍ତାନ ଷଡଯନ୍ତ୍ର ରଚିଛି। ଏଥିପାଇଁ ପାକିସ୍ତାନ କେବଳ ଇସଲାମାବାଦ ନୁହେଁ ୫ ଅଗଷ୍ଟରେ ତୁର୍କୀର ରାଜଧାନୀ ଅଙ୍କାରରୁ ଭାରତ ବିରୋଧରେ ଏକ ବଡ ଷଡଯନ୍ତ୍ର ରଚିଛି। ସୂଚନାନୁସାରେ, କଶ୍ମୀରରୁ…
ଏକ ଭାଇରାଲ ଭିଡିଓ ଦ୍ୱାରା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଜିତିଥିଲା ଭାଜପା, ଏନଡିଏ ସାଂସଦଙ୍କୁ ଏପରି କହିଲେ ମୋଦି
ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପଶ୍ଚିମ ୟୁପି, ବ୍ରିଜ ଏବଂ କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳର ୪୫ ଏନଡିଏ ସାଂସଦଙ୍କ ସହ ବୈଠକ କରିଛନ୍ତି। ବୈଠକରେ ମୋଦି ସମସ୍ତ ସାଂସଦଙ୍କୁ ସିଧାସଳଖ ଭାବେ ଜନତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି। ତେବେ…
ମଣିପୁର ପରେ ଜଳୁଛି ହରିୟାଣା: ଦଙ୍ଗା ନେଇ ପୋଲିସ ପାଖରେ ପୂର୍ବରୁ ଥିଲା ସୂଚନା!
ଚଣ୍ଡୀଗଡ,୧।୮: କୁହାଯାଏ ସାମ୍ପ୍ରଦାୟିକ ହିଂସାରେ ମଣିଷ ନିଜେ ହିଁ ମାନବ ବୋମାରେ ପରିଣତ ହୋଇଥାଏ। ମଣିପୁରରେ ୩ମାସରୁ ଉଦ୍ଧ ଦିନ ଧରି ସାମ୍ପ୍ରଦାୟିକ ହିଂସା ଥମି ନ ଥିବା ବେଳେ ହରିୟାଣାରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ଧାର୍ମିକ…
ନିର୍ବାଚନୀ ରାଜ୍ୟରେ ବୁଲୁଛନ୍ତି, ହେଲେ ମଣିପୁର ଉପରେ ଜବାବ ଦେବାକୁ ସମୟ ନାହିଁ: ଖାର୍ଗେ
ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ବିରୋଧୀ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହି ସମୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମିଳିତ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସରକାରଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ କରାଯାଇଥିଲା। ଏହି ସମୟରେ କଂଗ୍ରେସ…
ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…
ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି ସଂଗ୍ରହ…
ବ୍ୟାଗରେ ବୋମା ଥିବା ନେଇ ମିଥ୍ୟା ସୂଚନା ଦେଲେ ମହିଳା, ରୁଜୁ ହେଲା ମାମଲା
ଥିରୁଭାନନ୍ତପୁରମ୍,୧।୮: କୋଚି ବିମାନବନ୍ଦରରେ ବୋମା ଥିବା ଦାବି କରିବା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ତେବେ ପରବର୍ତ୍ତୀ ସମୟରେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀ ବ୍ୟାଗରେ ବୋମା ଥିବା ନେଇ ମିଛ…
୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି: ଆରବିଆଇ…
ନୂଆଦିଲ୍ଲୀ,୧।୮ : ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି। ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି। ମଙ୍ଗଳବାର ଦିନ ଏହି ସୂଚନା…
ସଂସଦରେ କହିବାକୁ ସୁଯୋଗ ଦେଉ ନାହାନ୍ତି ସରକାର, ମୋଦି ମଣିପୁର ପ୍ରସଙ୍ଗରେ ବିବୃତ୍ତି ଦେବାକୁ ଅମଙ୍ଗ: ଖାର୍ଗେ…
ନୂଆଦିଲ୍ଲୀ,୧।୮ : ମଣିପୁର ପ୍ରସଙ୍ଗ ନେଇ ସଂସଦର ମେସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହଛି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦେବା ନେଇ ବିରୋଧୀ ଅଟଳ ଅଛନ୍ତି। ଉତ୍ତେଜନା କାରଣରୁ ଲୋକସଭା ଓ ରାଜ୍ୟସଭାକୁ ସ୍ଥଗିତ ରଖାଯାଉଛି।…
Archives


