ଜାତୀୟ

‘ମେଣ୍ଟ ଏମପିଙ୍କୁ ପଶ୍ଚିମବଙ୍ଗ-ରାଜସ୍ଥାନ ବି ଯିବା ଦରକାର’, ଅନୁରାଗ ଠାକୁର କହିଲେ ଗୁଣ୍ଡା ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା

ନୂଆଦିଲ୍ଲୀ,୨୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏମପିଙ୍କ ଦଳ ଶନିବାର ମଣିପୁର ଗସ୍ତ କରିଛନ୍ତି। ଆଉ ଏବେ ଏହାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କୋଲକାତାରେ ଠାକୁର କହିଛନ୍ତି, ବିରୋଧୀ ମେଣ୍ଟର ଏମପିମାନେ ପଶ୍ଚିମବଙ୍ଗ ଓ ରାଜସ୍ଥାନ…

ଅମରନାଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣା: ୫ ମୃତ, ୨୦ ଆହତ

ମୁମ୍ବାଇ,୨୯।୭: ମହାରାଷ୍ଟ୍ରର ବୁଲଡାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ ବିପରୀତ ଦିଗରୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ଜଣ ଆହତ…

ଅନ୍ତରାଷ୍ଟ୍ରୀୟ ଆଦିବାସୀ ଦିବସରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ

ନୂଆଦିଲ୍ଲୀ,୨୯।୭: ରାଜସ୍ଥାନରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପ୍ରତି ଅଞ୍ଚଳରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମଣିପୁର ବାହାରିଲେ ‘ଇଣ୍ଡିଆ’ ଡେଲିଗେଶନ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହୋଇଥିବା ହିଂସାକୁ ଏବେ ୩ ମାସ ପୂରଣ ହେବାକୁ ଯାଉଛି। ଏହି ଘଟଣାକୁ ନେଇ ବିରୋଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ଠାରୁ ଏହାର ଜବାବ ମାଗୁଛନ୍ତି। ଏହି କ୍ରମରେ, ‘ଇଣ୍ଡିଆନ ନ୍ୟାସନାଲ…

‘ପଶ୍ଚିମ ବଙ୍ଗ ସରକାରଙ୍କ ପାଖରେ ବୁଲଡୋଜର ଅଛି’, ହାଇକୋର୍ଟ ଜଜଙ୍କ ଯୋଗୀ ସରକାର ଟିପ୍ପଣିକୁ ନେଇ ଟିଏମସି କହିଲା ଫେମଶ ହେବାକୁ ଚାହୁଁଛନ୍ତି

କୋଲକାତା,୨୯।୭: ଉତ୍ତର ପ୍ରଦେଶର ବୁଲଡୋର ଚର୍ଚ୍ଚା ପାଖାପାଖି ୧୦୦୦ କିଲୋମିଟର ଦୂର କୋଲକାତାରେ ହେଉଛି। କୋଲକାତା ହାଇକୋର୍ଟରେ ବେଆଇନ ନିର୍ମାଣ ମାମଲାର ଶୁଣାଣି ବେଳେ ଜଷ୍ଟିସ ଅଭିଜିତ ଗାଙ୍ଗୁଲି କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହା ଟିଏମସିକୁ…

ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ

ପୋର୍ଟ ବ୍ଲେୟର,୨୯।୭: ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ରିପୋର୍ଟ କରିଛି ଯେ, ଦ୍ୱୀପରେ ଭୂକମ୍ପର କେନ୍ଦ୍ରସ୍ଥଳ ୬୯…

ଆଜି ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଅଧିବେଶନର ଉଦଘାଟନ କରିବେ। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି) ୨୦୨୦ର ତୃତୀୟ ବାର୍ଷିକୀ ଅବସରରେ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ…

ଦିଲ୍ଲୀ-ଏନ୍‌ସିଆରରେ ୩ ଦିନ ପ୍ରବଳ ବର୍ଷା ଆଲର୍ଟ, ହିମାଚଳରେ ଭୂସ୍ଖଳନ ଆଶଙ୍କା

ନୂଆଦିଲ୍ଲୀ,୨୯।୭: ସାରା ଦେଶରେ ପ୍ରବଳ ବର୍ଷା ଜାରି ରହିଛି। ଶୁକ୍ରବାରଠାରୁ ଦିଲ୍ଲୀ-ଏନ୍‌ସିଆରରେ ବର୍ଷା ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ମଧ୍ୟବର୍ତ୍ତୀ ବର୍ଷା ହେତୁ ଏଠାରେ ପରିସ୍ଥିତି ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି। ଆଉ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ…

ସଂଖ୍ୟାବଳର ଅହଂକାର

ନୂଆଦିଲ୍ଲୀ/ଇମ୍ଫାଲ,୨୯ା୭: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ମାସ ପୂରିବାକୁ ବସିଲାଣି ମଣିପୁର ହିଂସାକୁ। ସରକାର ହିସାବ ଦେଇପାରୁ ନାହାନ୍ତି କେତେ ମୃତ, କେତେ ଆହତ ଓ କେତେଜଣ ମହିଳାଙ୍କୁ ବଳାତ୍କାର ଏବଂ/କିମ୍ବା ହତ୍ୟା କରାଗଲାଣି। ଭାଜପା ଶାସିତ ଏହି ଉତ୍ତର-ପୂର୍ବ ରାଜ୍ୟର…

୩୫ ବର୍ଷ ପରେ ମାଆଙ୍କୁ ପାଇଲେ ପୁଅ

ପଟିଆଲା,୨୯ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା…

ଅଭିଷେକ ବାନାର୍ଜୀଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ସ୍ତ୍ରୀ ରୁଜିରାଙ୍କ ନାଁରେ ଇସ୍ୟୁ ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର (ଏଲ୍‌ଓସି) ପ୍ରତ୍ୟାହାର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେମାନେ…

ଆଣବିକ ଖଣିଜ ଉତ୍ତୋଳନ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୩ ଧ୍ୱନି ମତରେ ପାରିତ ହୋଇଛି। ପ୍ରଚଳିତ ଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri