ଜାତୀୟ

ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୧୮।୮: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଦିଲ୍ଲୀ-ପୁଣେ ବିମାନକୁ ବୋମା ଧମକ ଦିଆଯାଇଛି। ବିମାନ ପହଞ୍ଚିବା ମାତ୍ରେ ଏଥିରେ କୌଣସି ବୋମା ଅଛି କି ନାହିଁ ତଦନ୍ତ ଆରମ୍ଭ…

ମଣିପୁର ହିଂସା: ଉଗ୍ରବାଦୀଙ୍କ ଆକ୍ରମଣରେ ଗଲା ୩ ଜଣଙ୍କର ଜୀବନ

ଇମ୍ଫାଲ,୧୮।୮: ମଣିପୁରରେ ହୋଇଥିବା ହିଂସା ମାମଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ଖବର ଅନୁଯାୟୀ ମଣିପୁରର ଉଖରୁଲ ଜିଲାରେ ଉଗ୍ରବାଦୀଙ୍କ ଆକ୍ରମଣରେ ତିନି ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଉଖରୁଲ ଜିଲାର ଥୋୱାଇ କୁକି ଗ୍ରାମରେ ଗାଁର ସୁରକ୍ଷାଥିବା ଲୋକ…

ସ୍ବାଧିନତା ଦିବସରେ ବି ଶୁଣାଣି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୮।୮: ଜଣେ ୧୮ ବର୍ଷୀୟ ଆଦିବାସୀ ଛାତ୍ରଙ୍କ ଇଞ୍ଜିନିୟର ହେବା ସ୍ବପ୍ନକୁ ପୂରଣ କରିବା ଲାଗି ବମ୍ବେ ହାଇକୋର୍ଟ ୧୫ ଅଗଷ୍ଟ ସ୍ବାଧିନତା ଦିବସ ଅର୍ଥାତ୍‌ ଛୁଟି ଦିନରେ ବି ମାମଲାର ଶୁଣାଣି କରିଛନ୍ତି। ଜାତି ଅନୁସନ୍ଧାନ କମିଟି ଦ୍ୱାରା ଗୌରବ…

ଶୀଘ୍ର ଭାରତ ଫେରିପାରନ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୮: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାଙ୍କୁ ଖୁବଶୀଘ୍ର ଭାରତ ଫେରାଇ ଅଣାଯିବାର ସମ୍ଭାନା ରହିଛି। ଆମେରିକାର ଅଦାଲତ ପାକିସ୍ତାନ ମୂଳ ବାସିନ୍ଦା ଏହି କାନାଡିଆ ବିଜନେସ ମ୍ୟାନଙ୍କ ଅପିଲକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପୁନାସା ନିକଟ ସନାଓ୍ବଡ ମାର୍ଗର ଦୈଲତପୁର…

ଦିନ ଦ୍ୱିପ୍ରହରରେ ଖବରଦାତାଙ୍କୁ ହତ୍ୟା

ଅରରିୟା,୧୮।୮: ଅରରିୟାର ରାନିଗଞ୍ଜରେ ଦୈନିକ ଜାଗରଣର ଖବରଦାତା ବିମଲ ଯାଦବଙ୍କୁ ହତ୍ୟା କରାଯାଇଛି। ଅପରାଧୀମାନେ ଘରର ଦ୍ୱାରରେ ଚଢି ମୁଖ୍ୟ ଫାଟକ ଖୋଲିଥିଲେ। ସାମ୍ବାଦିକ ଜଣଙ୍କ ଫାଟକକୁ ଆସିବା ମାତ୍ରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହତ୍ୟା ପରେ ଏହି…

‘ଭାରତରେ ସମସ୍ତ ହିନ୍ଦୁ ଜନ୍ମ ହୋଇଛନ୍ତି’, ଗୁଲାମ ନବୀ ଆଜାଦଙ୍କ ଟିପ୍ପଣୀ ଉପରେ ଜାଣନ୍ତୁ କ’ଣ କହିଲେ ମୁଫତି

ଶ୍ରୀନଗର,୧୮।୮: ଡିପିଏପିର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଭାରତରେ ଧର୍ମର ଇତିହାସ ବିଷୟରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି। ନିକଟରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ସମସ୍ତ ଭାରତୀୟ ମୁସଲମାନ ହିନ୍ଦୁ ଧର୍ମରୁ…

ଓଲଟିଲା ବସ୍‌: ୩୦ ଯାତ୍ରୀ ଆହତ

ଥିରୁଭାନନ୍ତପୁରମ୍‌,୧୮।୮: କେରଳର ଥ୍ରୀସୁର ଜିଲାର କନିମାଙ୍ଗଳମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେରଳ ରାଜସ୍ବ ମନ୍ତ୍ରୀ କେ. ରାଜନ ଏହି ସୂଚନା ଦେଇଛନ୍ତି। ରାଜନ କହିଛନ୍ତି ଯେ…

ଅନ୍ୟ ବନ୍ଦୀଙ୍କୁ ବି ଆଗୁଆ ଛାଡ଼ୁଛ କି

ନୂଆଦିଲ୍ଲୀ,୧୮ା୮:୨୦୦୨ ଗୁଜରାଟ ଦଙ୍ଗାବେଳେ ମୁସଲମାନ ମହିଳା ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତ କରାଯିବା ଉପରେ ଗୁରୁବାର ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଗୁଡ଼ିକ ରେମିସନ୍‌(ଦୋଷୀଙ୍କୁ କ୍ଷମା…

ଡେଙ୍ଗୁ ମୁକାବିଲା ବିଫଳ

ଭୁବନେଶ୍ୱର,୧୮।୮(ଅଭିଜିତ ଦାସ):ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ହୁହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ପ୍ରତିବର୍ଷ ପରି ଏବର୍ଷ ଡେଙ୍ଗୁ ମୁକାବିଲା ଲାଗି ମୌସୁମୀ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସବୁକିଛି…

ପୁଅ ବୌଦ୍ଧ ଧର୍ମରେ ବିବାହ କରିବାରୁ ଭାଜପା ନେତା ଦଳରୁ ବହିଷ୍କୃତ

ଲେହ,୧୮।୮: ପୁଅ ବୌଦ୍ଧ ଧର୍ମାବଲମ୍ବୀ ଯୁବତୀଙ୍କୁ ବିବାହ କରିବାରୁ ଜଣେ ବାପାଙ୍କୁ ଭାଜପାରୁ ବହିଷ୍କୃତ ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରର ଲଦାଖ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲଦାଖ ଭାଜପା ନେତା ତଥା ରାଜ୍ୟ ଭାଜପା ଉପ ସଭାପତି ନାଜିର ଅହମ୍ମଦ(…

ଜଳବାୟୁ ପରିବର୍ତ୍ତନ: ସବୁଜିମା ହେବ ଥର୍‌ ମରୁଭୂମି

ନୂଆଦିଲ୍ଲୀ,୧୮।୮:ଶୁଷ୍କ ଜଳବାୟୁ ଲାଗି ପରିଚିତ ଥିବା ଭାରତର ଥର୍‌ ମରୁଭୂମି ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ଶତାଦ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱର ଅଧିକାଂଶ ମରୁଭୂମି ତାର କ୍ଷେତ୍ରଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?