ଜାତୀୟ

ୟୁପି ରାଜଭବନ ଆଗରେ ପ୍ରସବ କଲେ ମହିଳା

ଲକ୍ଷ୍ନୌ,୧୪ା୮ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚତ୍ବାରେ ବିଳମ୍ବ ହେବାରୁ ଜଣେ ଗର୍ଭବତୀ ମହିଳା ରାଜଭବନ ଗେଟ୍‌ ବାହାରେ ରାସ୍ତାରେ ସନ୍ତାନ ଜନ୍ମ ଦେବାକୁ ବାଧ୍ୟ ହୋଇଛନ୍ତି। ଏଥିସହ ନବଜାତ ଶିଶୁଟିର ମୃତ୍ୟୁ…

ରାଜଭବନ ଗେଟ୍‌ ସାମ୍ନାରେ ସନ୍ତାନ ପ୍ରସବ କଲେ ମହିଳା

ଲକ୍ଷ୍ନୌ,୧୩ା୮: ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌସ୍ଥିତ ରାଜଭବନ ଗେଟ୍‌ ବାହାର ରାସ୍ତାରେ ଜଣେ ଗର୍ଭବତୀ ସନ୍ତାନ ଜନ୍ମ କରିଛନ୍ତି। ଏଥିଯୋଗୁ ରାଜ୍ୟର ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଛି। ଡାକ୍ତରୀ ସହାୟତାରେ ବିଳମ୍ବ ଯୋଗୁ ସାଧାରଣ ନାଗରିକ କିଭଳି…

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ଭଦୋହିରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ରମେଶ ବିନ୍ଦଙ୍କୁ ହତ୍ୟା ମିଳିଛି। ଏନେଇ ସେ ଗୋପିଗଞ୍ଜ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିଛନ୍ତି। ଜଣେ ଅଜଣା ବ୍ୟକ୍ତି ତାଙ୍କୁ ମୋବାଇଲରେ ହତ୍ୟା କରିବାକୁ ଧମକ ଦେଇଥିବା…

ମୁଁ ଭାଜପା ସହ କେବେ ଯିବି ନାହିଁ: ଶରଦ ପାଓ୍ବାର

ପୁଣେ,୧୩।୮: ମହାରାଷ୍ଟ୍ରର ସାଙ୍ଗୋଲାରେ ଜାତୀୟତାବାଦୀ କଂଗ୍ରେସ ଦଳର ପ୍ରତିଷ୍ଠାତା ଶରଦ ପାୱାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଆୟୋଜିତ ଗୁପ୍ତ ବୈଠକ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଶୁଭଚିନ୍ତକ ମୋତେ ବୁଝାଇବା ପାଇଁ…

ଡାକ୍ତରଖାନାରେ ୨୪ ଘଣ୍ଟାରେ ୧୮ ରୋଗୀ ମୃତ, ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ଥାଣେ,୧୩।୮: ମହାରାଷ୍ଟ୍ରର ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ମହିଳା ଏବଂ ୮ ପୁରୁଷ ଥିବା ବେଳେ ଘଟଣାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି। ଏଭଳି…

ସରକାର ଏକଛତ୍ରବାଦୀ ଶାସନ ଆଣିବାକୁ ଚାହୁଁଛନ୍ତି: କପିଲ ସିବଲ

ନୂଆଦିଲ୍ଲୀ,୧୩।୮: କେନ୍ଦ୍ର ସ୍ବମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ବିଲ୍‌କୁ ଅସାମ୍ବିଧାନିକ ବୋଲି କହିଛନ୍ତି ପୂର୍ବତନ ଆଇନମନ୍ତ୍ରୀ କପିଲ ସିବଲ। ସେ ଅଭିଯୋଗ କରି କହିଛନ୍ତି, ଔପନିବେଶିକ ଯୁଗର ଆଇନକୁ ଶେଷ କରିବା…

ସ୍ବାଧୀନତା ଦିବସ ପୂର୍ବରୁ ଲୋକଙ୍କୁ ସ୍ବତନ୍ତ୍ର ଅପିଲ କଲେ ପ୍ରଧାନମନ୍ତ୍ରୀ, ବଦଳାଇଲେ ଡିପି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ରବିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକ୍ଚର(ଡିପି) ବଦଳାଇଛନ୍ତି। ସେ ନିଜର ଫେସବୁକ ଏବଂ ଟୁଇଟର ପୃଷ୍ଠାରେ ତ୍ରୀରଙ୍ଗାର ଫଟୋ ଥିବା ଡିପି ଲଗାଇଛନ୍ତି। ଏଥିସହ ଦେଶବାସୀଙ୍କୁ ମଧ୍ୟ ଏଭଳି…

ସ୍ବାମୀଙ୍କ କନସର୍ଟରେ କାନ୍ଦିଲେ ପ୍ରିୟଙ୍କା

ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ନିକ ବ୍ରଦର୍ସ ‘ଟୁର୍‌’ କନ୍ସର୍ଟ ଆରମ୍ଭ ହୋଇଛି। ନିକ ବ୍ରଦର୍ସଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। ଏଥିସହିତ ପ୍ରିୟଙ୍କା ମଧ୍ୟ ତାଙ୍କ ସ୍ବାମୀଙ୍କ ଶୋ’ରେ ଯୋଗଥିଲେ। ଏହି ସମୟରେ ପ୍ରିୟଙ୍କା ତାଙ୍କ ସ୍ବାମୀଙ୍କୁ ଚିୟର କରୁଥିବା…

ଯୁବକମାନଙ୍କୁ ବିଶେଷ ନିବେଦନ କଲେ ଅମିତ ଶାହା

ଅହମ୍ମଦାବାଦ୍‌,୧୩।୮: ଗୁଜରାଟରେ ଏକ ସାଧାରଣ ସଭକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୁବକମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ସେ କହିଛନ୍ତି,କେବଳ ପାକିସ୍ତାନ ନୁହେଁ, ସମସ୍ତ ଦେଶ ମିଳିତ ଭାବେ ଭାରତ ଉପରେ ଆକ୍ରମଣ କଲେ ମଧ୍ୟ…

ନୁହ ହିଂସା: ପୁଣି ବାହାରିବ ଜଳାଭିଷେକ ଯାତ୍ରା, ପଲଭଲରେ ମହାପଞ୍ଚାୟତର ନିଷ୍ପତ୍ତି

ପଲଭଲ,୧୩।୮: ମଣିପୁର ନୁହ ହିଂସା ସହ ଜଡିତ ଆଉ ଏକ ଖବର ଆସିଛି। ରବିବାର ପଲଭଲ ଜିଲାର ପୋଣ୍ଡାରୀ ଗ୍ରାମରେ ହିନ୍ଦୁ ସଂଗଠନ ଦ୍ୱାରା ନୁହ ଜିଲାର ହିଂସା ସମ୍ପର୍କରେ ଏକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଯେଉଁଥିରେ ସୋନେପାଟ, ପଲଭଲ, ଫରିଦାବାଦ,…

ଶରଦ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି ଅଜିତ

ମୁମ୍ବାଇ,୧୩।୮: ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଗୁପ୍ତ ବୈଠକ ପରେ ମହାରାଷ୍ଟ୍ରରେ କଳ୍ପନା ଜଳ୍ପନା ଜାରି ରହିଛି। ଏହି ସମୟରେ ବୈଠକ ସମ୍ପର୍କରେ ବଡ ତଥ୍ୟ ସାମ୍ନାକୁ ଆସିଛି। ସୂଚନାନୁସାରେ, ଅଜିତ ପାୱାର ଶରଦ ପାୱାରଙ୍କୁ ମନାଇବା ପାଇଁ ଚେଷ୍ଟା…

ମଣିପୁର ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ହିମନ୍ତ

ନୂଆଦିଲ୍ଲୀ,୧୩।୮: ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ ‘ଦେଶର ସେନା ଗୋଟିଏ ଦିନରେ ମଣିପୁରରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବ’ ବୋଲି କଂଗ୍ରେସ ଓ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ଏବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri