ଜାତୀୟ

ଆମ ମେଣ୍ଟର ଶକ୍ତି ଦେଖି ଚାଇନା ମଧ୍ୟ ସୀମାରୁ ପଛକୁ ଯିବ: ସଞ୍ଜୟ ରାଉତ

ମୁମ୍ବାଇ,୩୧ା୮: ଆଜିଠାରୁ ମୁମ୍ବାଇରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ବୈଠକ ଏମିତି…

ବିବାହ ପାଇଁ ପୁରୋହିତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧ା୮: ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି, ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ଗୁପ୍ତ ଭାବରେ କରାଯାଇଥିବା ବିବାହ ହିନ୍ଦୁ ବିବାହ ଆଇନ ଅନୁଯାୟୀ ବୈଧ ନୁହେଁ। ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ…

‘ଇଣ୍ଡିଆ’ର ତୃତୀୟ ବୈଠକ: ସଭା ସ୍ଥାନ ବାହାରେ ଲାଗିଲା ସାଫ୍ରନ୍‌ ପତାକା

ମୁମ୍ବାଇ,୩୧ା୮: ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେଉଛି। ଏହାପୂର୍ବରୁ ବିମାନବନ୍ଦର ଏବଂ ସଭା ସ୍ଥାନ ବାହାରେ ସାଫ୍ରନ୍‌ ପତାକା ଲଗାଯାଇଛି। ଏହି ପତାକାକୁ ଉଦ୍ଧବ ଠାକରେ ଗୋଷ୍ଠୀ(ୟୁବିଟି) ଲଗାଇ…

ଅରବିନ୍ଦର ସିଂ ଲଭଲି ହେଲେ ଦିଲ୍ଲୀ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ଗୁରୁବାର ଦିଲ୍ଲୀର ନୂତନ ଅଧ୍ୟକ୍ଷ ଘୋଷଣା କରିଛି। ଦଳ ଏବେ ଏହି ଦାୟିତ୍ୱ ଅନୀଲ ଚୌଧୁରୀଙ୍କ ସ୍ଥାନରେ ଅରବିନ୍ଦର ସିଂ ଲଭଲିଙ୍କୁ ଦେଇଛି। ଏନେଇ କଂଗ୍ରେସ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ସୂଚନା ଦେଇଛି। କଂଗ୍ରେସ ଏକ ପୋଷ୍ଟରେ…

ଓୱାଇସିଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

ହାଇଦ୍ରାବଦ୍‌,୩୧।୧: ଡୁମରି ବିଧାନସଭା ଉପନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ(ଏଆଇଏମଆଇଏମ) ପକ୍ଷରୁ ଆୟୋଜିତ ବୈଠକରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସିଙ୍କ ଅଭିଭାଷଣରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ଏନେଇ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲାର ଡିସି ଏବଂ…

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଲୋକ ସଭାରୁ ନିଲମ୍ବନ ଆଦେଶ ରଦ୍ଦ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକ ସଭାରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ସଂସଦୀୟ କମିଟି ଏ ବାବଦରେ ସୁପାରିଶ କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଥିବା ଲୋକ ସଭା ସଚିବ କହିଛନ୍ତି। ଏହାପୂର୍ବରୁ…

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା

ନୂଆଦିଲ୍ଲୀ,୩୧।୮: ଡେଙ୍ଗୁ ବିଷୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏକ ଖୁସି ଖବର ଦେଇଛି। ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆରମ୍ଭ ହେବ ବୋଲି କମ୍ପାନୀ ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ପୁନାୱାଲା କହିଛନ୍ତି,…

ଆମ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଠାରୁ ଅଧିକ ସଚ୍ଚୋଟ ହେବେ:ତେଜସ୍ବୀ

ମୁମ୍ବାଇ,୩୧।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଥିବା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରସାଦ ଯାଦବ କହିଛନ୍ତି ଯେ, ମୋଦିଙ୍କ ଅପେକ୍ଷା ଯିଏ…

ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମ୍ୟାଲେରିଆ ଭ୍ୟାକ୍‌ସିନ୍‌

ପୁନେ,୩୧।୮: ଖୁବ୍‌ଶୀଘ୍ର ମ୍ୟାଲେିରଆ ଭ୍ୟାକ୍‌ସିନ ଉପଲବ୍ଧ ହେବ ବୋଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ପରିଚାଳନା ନିର୍ଦ୍ଦେଶକ ସାଇରସ୍‌ ପୁନାଓ୍ବାଲା ବୁଧବାର ଘୋଷଣା କରିଛନ୍ତି। ଏହି ଭ୍ୟାକ୍‌ସିନ୍‌ କେବଳ ଭାରତ ନୁହେଁ ବରଂ ଆଫ୍ରିକାର ମ୍ୟାଲେରିଆ୍‌ପ୍ରବଣ ଅଞ୍ଚଳରେ ମଧ୍ୟ ଉପଲବ୍ଧ ହେବ।…

ଆଜି ମୁମ୍ବାଇରେ ଇଣ୍ଡିଆ ବୈଠକ

ମୁମ୍ବାଇ/ନୂଆଦିଲ୍ଲୀ,୩୧ା୮: ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେବ। ଏହି ୨ ଦିନିଆ ସମାବେଶରେ ମେଣ୍ଟ ପାଇଁ ଏକ ସମନ୍ବୟ ସମିତି ଘୋଷଣା ସହ ଲୋଗୋ ଜାରି କରାଯିବ। ପରସ୍ପର…

ଅକ୍ସାଇ ଚୀନରେ ଚାଇନା ବଙ୍କର

ନୂଆଦିଲ୍ଲୀ,୩୧ା୮: ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଅକ୍ସାଇ ଚୀନକୁ ଆକାଶମାର୍ଗ ଆକ୍ରମଣରୁ ରକ୍ଷା କରିବା ପାଇଁ ସେଠାରେ ବଙ୍କର ଓ ଭୂତଳ ଭିତ୍ତିଭୂମି ନିର୍ମାଣ କରିଚାଲିଛି ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)। ଅକ୍ସାଇ ଚୀନର ୧୫…

୫ ରାଜ୍ୟରେ ବିଧାନସଭା ନିର୍ବାଚନ, ସେପ୍ଟେମ୍ବର ଶେଷ ସୁଦ୍ଧା ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୩୦ା୮: ରାଜନୈତିକ ଦଳଗୁଡ଼ିକ ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ସକ୍ରିୟ ହୋଇଛନ୍ତି। ନିର୍ବାଚନ କମିଶନ ଏହି ସମସ୍ତ ରାଜ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଛତିଶଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?