ଜାତୀୟ

‘ସନାତନ ଧର୍ମକୁ ସମ୍ମାନ ଦିଏ’: ଉଦୟନିଧିଙ୍କ ମନ୍ତବ୍ୟ ଉପରେ ମମତାଙ୍କ ଟିପ୍ପଣି

ନୂଆଦିଲ୍ଲୀ,୫ା୯: ସନାତନ ଧର୍ମ ଉପରେ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ ତାମିଲନାଡୁ ଓ ଦକ୍ଷିଣ ଭାରତର ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତି। ପ୍ରତ୍ୟେକ ଧର୍ମର…

ୟୁପି ପ୍ରିନ୍ସିପାଲ୍‌ ହତ୍ୟା ମାମଲା: ଆଇଏସ୍‌ ସମର୍ଥକ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ,୫ା୯: ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ହାଇସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ହତ୍ୟା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ୨ ଉଗ୍ରପନ୍ଥୀଙ୍କୁ ଦୋଷୀସାବ୍ୟସ୍ତ କରିଛି। ୭ ବର୍ଷ ପୂର୍ବେ କାନ୍‌ପୁରର ପୂର୍ବତନ ସ୍କୁଲ୍‌ ପ୍ରିନ୍ସପାଲ ରାମବାବୁ ଶୁକ୍ଳାଙ୍କୁ…

ପୁଣି ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୫।୯: ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବିବୃତ୍ତି ଦେବା ଦିନଠାରୁ ସେ ଭାଜପା ସମେତ ସମସ୍ତ ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟରେ ରହିଆସିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ବିରୋଧରେ ପ୍ରଦର୍ଶନ ପ୍ରଦର୍ଶନ କରାଯାଉଛି। କିନ୍ତୁ ଏତେ…

ଜି-୨୦କୁ କିଏ ଆସୁଛି, କିଏ ନାହିଁ ଧ୍ୟାନ ନ ଦେଇ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍‌: ଜୟଶଙ୍କର

ନୂଆଦିଲ୍ଲୀ,୫।୯: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଅନୁପସ୍ଥିତି ନିଶ୍ଚିତ ହୋଇଛି। ଅନେକ ଲୋକ ମଧ୍ୟ ଏହି ବିଷୟରେ ପ୍ରଶ୍ନ ଉଠାଉଛନ୍ତି। ବୈଦେଶିକ ମନ୍ତ୍ରୀ ଏସ…

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ: ଭୋଟ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ,୫।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଧୁପଗୁଡି, ତ୍ରିପୁରାର ଧାନପୁର ଏବଂ ବକ୍ସନଗର, କେରଳର ପୁଡୁପାଲ୍ଲୀ,…

ସଫଳତାର ସହ ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୫।୯: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ଭାରତର ପ୍ରଥମ…

ବଟି ଆଦାୟ ମାମଲାରେ ଏସ୍‌ପି, ଡିସ୍‌ପି ଗିରଫ

ଗୁଆହାଟି,୪।୯: ଆସାମର ବଲାଜୀ ଜିଲାରେ ହୋଇଥିବା ବଟି ଆଦାୟ ମାମଲାରେ ସୋମବାର ଏସ୍‌ପି ଓ ଡିଏସ୍‌ପିଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ବଟି ଆଦାୟ କରୁଥିବାନେଇ ଅଗଷ୍ଟ ପ୍ରଥମ ସପ୍ତାହରେ…

ଏୟାର ହୋଷ୍ଟେସ୍‌ଙ୍କୁ ହତ୍ୟା

ମୁମ୍ବାଇ,୪ା୯: ଏୟାର ହୋଷ୍ଟେସ୍‌ ରୁପାଲ ଓଗ୍ରେ (୨୪)ଙ୍କ ମୃତଦେହ ମୁମ୍ବାଇର ଏକ ଆପାର୍ଟମେଣ୍ଟରୁ ମିଳିଛି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ରୁପାଲଙ୍କ ଘର ଛତିଶଗଡ଼ରେ। ସେ ଏୟାର ଇଣ୍ଡିଆରେ ତାଲିମ ନେବା ଲାଗି ଗତ ଏପ୍ରିଲରେ ମୁମ୍ବାଇ ଆସିଥିଲେ।…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୯: ଜମ୍ମୁ-କଶ୍ମୀରର ରିୟାସି ଜିଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେଶନ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଡିଜିପି ମୁକେଶ ସିଂ…

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୋମବାର ଜୟପୁରରେ ଏକ କାର୍ଯ୍ୟକ୍ରମରେ ପହଞ୍ଚି ‘ଏକ ଦେଶ ଏକ…

ସେପ୍ଟେମ୍ବର ୧୬କୁ ହାଇଦ୍ରାବାଦରେ ହେବ କଂଗ୍ରେସର ପ୍ରଥମ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪୧୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦରେ ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟି (ସିଡବ୍ଲ୍ୟୁସି) ର ଏକ ବୈଠକ ଡାକିଛନ୍ତି ଏବଂ ପରଦିନ ତେଲଙ୍ଗାନାରେ ଦଳର ଏକ ବିଶାଳ ଜନସଭା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।…

ବିମାନରୁ ଓହ୍ଲାଇବାକୁ ଅଧଘଣ୍ଟା ଅପେକ୍ଷା କଲେ ଦୃଷ୍ଟିହୀନ ମହିଳା: ଅଭିଯୋଗ ପରେ କ୍ଷମା ମାଗିଲେ ବିମାନ କର୍ତ୍ତୃପକ୍ଷ

ବିମାନରୁ ଓହ୍ଲାଇବାକୁ ଅଧଘଣ୍ଟା ଅପେକ୍ଷା କଲେ ଦୃଷ୍ଟିହୀନ ମହିଳା: ଅଭିଯୋଗ ପରେ କ୍ଷମା ମାଗିଲେ ବିମାନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ,୪।୯: ଭିସ୍ତାରା ଏୟାରଲାଇନ୍ସ ଜଣେ ଦୃଷ୍ଟିହୀନ ମହିଳା ଯାତ୍ରୀଙ୍କୁ ଅବହେଳା ଘଟଣାରେ ଦୁଃଖ ପ୍ରକାଶ କରିଛି। ଗତ ସପ୍ତାହରେ ମହିଳା ଜଣଙ୍କୁ କୋଲକାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?