ଜାତୀୟ

ଚନ୍ଦ୍ରର ରାତ୍ରି ପରେ ବିକ୍ରମ ଲ୍ୟାଣ୍ଡର୍‌ ପୁନଃ ସକ୍ରିୟ ହେବା ଆଶା କ୍ଷୀଣ…

ନୂଆଦିଲ୍ଲୀ,୪।୯ : ସୋମବାର ଏକ ଏକ୍ସ ପୋଷ୍ଟରେ ଇସ୍ରୋ ସୂଚନା ଦେଇଛି ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍‌ ପୁଣି ଚନ୍ଦ୍ରରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିଛି। ବାସ୍ତବରେ, ବିକ୍ରମ ଲ୍ୟାଣ୍ଡର୍‌ ସଫଳତାର ସହିତ ହୋପ ଟେଷ୍ଟ ଅର୍ଥାତ ଜମ୍ପ ଟେଷ୍ଟ…

ଚନ୍ଦ୍ରୟାନ-୩: ଏବେ ଚନ୍ଦ୍ରକୁ ମାନବ ପଠାଇପାରିବ ଇସ୍ରୋ! ମିଳିଲା ବଡ ସଫଳତା, ଲ୍ୟାଣ୍ଡର ବିକ୍ରମ କଲା ଲିପ୍ଟ ଅଫ

ନୂଆଦିଲ୍ଲୀ,୪।୯: ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରୟାନ-୩ ମିଶନର ଉଦ୍ଦେଶ୍ୟକୁ ପୂରଣ କରି ନେଇଛି। ସୋମବାର ଇସ୍ରୋ ପକ୍ଷରୁୁ ଏକ ଭିଡିଓ ଜାରି କରାଯାଇଛି କୁହାଯାଇଛି କି ବିକ୍ରମ ଲ୍ୟାଣ୍ଡର ନିଜର ‘ହପ ଏକ୍ସପିରିମେଣ୍ଟ’ ସଫଳତାପୂର୍ବକ ପୂରଣ କରି ନେଇଛି। ରୋଭର ସ୍ଲିପ ମୋଡକୁ…

ରାହୁଲ ଗାନ୍ଧୀ ସନାତନ ଧର୍ମକୁ ସମ୍ମାନ କରନ୍ତି ନା ନାହିଁ ସ୍ପଷ୍ଟ କରନ୍ତୁ: ହିମନ୍ତ ବିଶ୍ୱ ସରମା

ନୂଆଦିଲ୍ଲୀ,୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି କଂଗ୍ରେସ…

ନେତୃତ୍ୱ ଭୂମିକା ଗ୍ରହଣ କରିଥିବାରୁ ସାରା ବିଶ୍ୱ ଭାରତକୁ କରୁଛି ପ୍ରଶଂସା: ଜିତେନ୍ଦ୍ର ସିଂ

ଶ୍ରୀନଗର,୪।୮: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି ଏବଂ ଏହା ସହିତ ବିଶ୍ୱସ୍ତରରେ ମଧ୍ୟ ଭାରତର ସ୍ଥିତି ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଭାରତ ବର୍ତ୍ତମାନ ଅନେକ କ୍ଷେତ୍ରରେ ନେତୃତ୍ୱ ଭୂମିକାରେ ଦେଖାଯାଉଛି। କାହାର ପଦାଙ୍କ ଅନୁସରଣ ନ କରି ନେତୃତ୍ୱ…

ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ: ଏକନାଥ ଶିନ୍ଦେ

ମୁମ୍ବାଇ,୪।୮: ମରାଠା ସଂରକ୍ଷଣ ଦାବିରେ ମହାରାଷ୍ଟ୍ରର ଜଲନା ଜିଲାରେ ହିଂସା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ। ସେ କହିଛନ୍ତି ଯେ, ମୋର ସରକାର ରାଜ୍ୟର ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମ୍ପ୍ରଦାୟ ଉପଯୁକ୍ତ ସଂରକ୍ଷଣ ନ…

ମଧ୍ୟପ୍ରଦେଶ ଭାଜପାରେ ଫାଟ: ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ବାଇକ ରାଲି କଲେ କର୍ମୀ…

ଭୋପାଳ,୪।୯ : ମଧ୍ୟପ୍ରଦେଶର ଖାରଗୋନରେ ମହେଶ୍ୱର ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ରାଜକୁମାର ମଓ୍ବେଙ୍କ ବିରୋଧରେ ୮ ଟି ଗାଁର ଏକ ହଜାରରୁ ଅଧିକ ଭାଜପା କର୍ମୀ ଏକ ବାଇକ ରାଲି କରିଥିଲେ। ଭାଜପା କର୍ମୀମାନେ ହାତରେ ପ୍ଲାକାର୍ଡ ଧରି…

‘ଭାଜପା ଶାସନ କାଳରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଛି’

ଭୋପାଳ,୪।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସୋସିଆଲ ମିଡିଆ ଜରିଆରେ ଟାର୍ଗେଟ୍‌ କରିଛନ୍ତି।…

କର୍ନାଟକରେ ୨୦୨୪ ନିର୍ବାଚନ ପରେ କ୍ଷମତାଚ୍ୟୁତ ହେବ କଂଗ୍ରେସ ସରକାର: ଭାଜପା…

ବେଙ୍ଗାଲୁରୁ,୪।୯ : କର୍ନାଟକ ଭାଜପାର ଜଣେ ବରିଷ୍ଠ ନେତା ରାଜ୍ୟରେ କଂଗ୍ରେସ ସରକାରକୁ ନେଇ ଏକ ବଡ ଦାବି କରିଛନ୍ତି। ନେତା କହିଛନ୍ତି ୨୦୨୪ ନିର୍ବାଚନ ପରେ କର୍ନାଟକର କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେବେ। ଏକ ଦଳ ଭାବରେ କଂଗ୍ରେସର ରାଜ୍ୟରେ…

‘ଅପରେଶନ ଲୋଟସ୍‌’ର ଧମକ ଦେଲେ ଭାଜପା ନେତା

ବେଙ୍ଗାଲୁରୁ,୪।୯: ବରିଷ୍ଠ କର୍ନାଟକ ଭାଜପା ନେତା କେ.ଏସ ଇଶ୍ୱରପ୍ପା ରାଜ୍ୟରେ କଂଗ୍ରେସ ସରକାରକୁ ନେଇ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପରେ କର୍ନାଟକ ସରକାର ରହିବ ନାହିଁ। ଦଳ ଭାବରେ କଂଗ୍ରେସର ଭବିଷ୍ୟତ ନା…

ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ…

ନୂଆଦିଲ୍ଲୀ,୪।୯ : ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିମାନ ବନ୍ଦରରୁ ସଭା ସ୍ଥଳ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ବିମାନବନ୍ଦରରେ ରିସେପ୍ସନ ପାଇଁ ଏକ ରିହର୍ସାଲ ମଧ୍ୟ କରାଯାଇଛି।…

ଆଉ ଶୁଣିବାକୁ ମିଳିବନି ଚନ୍ଦ୍ରୟାନ-୩କୁ ବିଦାୟ ଦେଇଥିବା ସ୍ବର, ଶୋକ ପ୍ରକାଶ କଲା ଇସ୍ରୋ

ନୂଆଦିଲ୍ଲୀ,୪।୯: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି। ସେପ୍ଟେମ୍ବର ୨ ଶନିବାର ସାରେ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ସେ ଦେଶର ପ୍ରଥମ ସ୍ବଦେଶୀ ରାଡାର ଇମେଜିଙ୍ଗ ଉପଗ୍ରହ RISAT ର ପ୍ରକଳ୍ପ…

ଆରଜେଡି ମୁଖ୍ୟଙ୍କୁ ଟାର୍ଗେଟ କଲେ ନୀତୀଶଙ୍କ ବିଧାୟକ କହିଲେ , ପାଗଳ ହୋଇଯାଛନ୍ତି ଲାଲୁ

ପାଟନା,୪।୯: ରାହୁଲ ଗାନ୍ଧୀ ଏବଂ ଲାଲୁଙ୍କ ମଟନ ପାର୍ଟି ପରେ ନୀତୀଶ କୁମାରଙ୍କ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଆରଜେଡି ମୁଖ୍ୟଙ୍କୁ ଟାର୍ଗେଟ କରିଛନ୍ତି। ଜେଡିୟୁ ବିଧାୟକ କହିଛନ୍ତି, ଲାଲୁ ପ୍ରସାଦ ଯାଦବ ପାଗଳ ହୋଇଯାଇଛନ୍ତି। ତାଙ୍କ କଥାରେ ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?