ଜାତୀୟ

ଭାଜପାରୁ ଇସ୍ତଫା ଦେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ

କୋଲକାତା,୬।୯: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ ମୋର ଶୁଭେଚ୍ଛା ଦଳ ସହିତ ରହିଛି। କିନ୍ତୁ ସେମାନେ ସମସ୍ତ ସମ୍ପ୍ରଦାୟକୁ ଏକଜୁଟ କରିବା ଉଚିତ।…

ଭାରତ-ଇଣ୍ଡିଆ ନାମକୁ ନେଇ ସମ୍ବିଧାନ ସଂଶୋଧନର କୌଣସି ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୬।୯: ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ଏକ ବିବାଦ ଲାଗି ରହିଛି। ଏହି ସମୟରେ, ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ବର୍ତ୍ତମାନ ଭାରତ ନାମକୁ…

କେବଳ ଭାରତ ନୁହେଁ ଇତିହାସରେ ରହିଛି ଭାରତର ଅନେକ ନାମ

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆକୁ ବନାମ ଭାରତକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ମଧ୍ୟରେ ତୁତୁ-ମେଁମେଁ ଲାଗି ରହିଛି। ତେବେ ଭାରତ ନାମକୁ ନେଇ ଏହି ବିବାଦ ନୂଆ…

ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…

ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ କିଛି ଖବର ଆସିବା ଆରମ୍ଭ କରିଛି। ପାକିସ୍ତାନର ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନ…

କିପରି ହୋଇଥିଲା ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’…

ନୂଆଦିଲ୍ଲୀ,୬।୯ : ଭାରତୀୟ ସମ୍ବିଧାନର ଧାରା ୧ ଉପରେ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ନେଇ ବିସ୍ତୃତ ଭାବରେ ବିତର୍କ ହୋଇଥିଲା। ସମ୍ବିଧାନ ସଭା ସଦସ୍ୟ ଏଚ ଭି କାମାଥ ୧୮ ସେପ୍ଟେମ୍ବର ୧୯୪୯ ରେ ବିତର୍କ ଆରମ୍ଭ କରିଥିଲେ ଏବଂ ଧାରା…

ନିର୍ବାଚନ ଲଢିବେ ଉମା ଭାରତୀ, ଟ୍ବିଟ୍‌ କରି ଦେଲେ ସୂଚନା

ଭୋପାଳ,୬।୯: ୨୪ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ…

ହେବ ଦେଶର ନାମ ପରିବର୍ତ୍ତନ: ସାମ୍ବିଧାନିକ ପ୍ରକ୍ରିୟାରେ ୫୦ ପ୍ରତିଶତରୁ ଅଧିକ ରାଜ୍ୟର ସହମତି ଆବଶ୍ୟକ…

ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ତେବେ ଦେଶର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା କ’ଣ? ଏହି ଆଲୋଚନା ମଧ୍ୟରେ ଲୋକସଭାର ପୂର୍ବତନ ମହାସଚିବ, ସାମ୍ବିଧାନିକ ବିଶେଷଜ୍ଞ ତଥା ବରିଷ୍ଠ ଆଡଭୋକେଟ…

ଭାରତକୁ ନେଇ ମହାଭାରତ: ଇଣ୍ଡିଆ ନାମରେ ଜିନ୍ନା କରିଥିଲେ ଆପତ୍ତି

ନୂଆଦିଲ୍ଲୀ,୬।୯: ଜି -୨୦ ସମ୍ମିଳନୀକୁ ରାଜଧାନୀ ନୂଆଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀକୁ ନୂଆ ରୂପରେ ସଜେଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ। କିନ୍ତୁ ଏହାର ଠିକ ପୂର୍ବରୁ ରାଷ୍ଟ୍ରପତିଙ୍କ…

୨୦୧୪ ରେ ଯୋଗୀ ଆଦିତ୍ୟନାଥ ଇଣ୍ଡିଆକୁ ହିନ୍ଦୁସ୍ଥାନ କରିବା ପାଇଁ ଲୋକସଭାରେ ଆଗତ କରିଥିଲେ ଏକ ଘରୋଇ ବିଲ…

ନୂଆଦିଲ୍ଲୀ,୬।୯ : ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ୨୦୧୪ ରେ ଯୋଗୀ ଆଦିତ୍ୟନାଥ ମଧ୍ୟ ସମ୍ବିଧାନରେ ଇଣ୍ଡିଆକୁ ହିନ୍ଦୁସ୍ଥାନ ଭାବେ ବଦଳାଇବା ପାଇଁ ଲୋକସଭାରେ ଏକ ଘରୋଇ ବିଲ ଆଗତ କରିଥିଲେ। ଏହି ବିଲରେ,…

ଜି-୨୦ ସମ୍ମିଳନୀରେ ଅତିଥିଙ୍କୁ ଚାନ୍ଦିର ବାସନରେ ପରସା ଯିବ ଖାଦ୍ୟ, ଏଥିରେ ଥିବ ସାଂସ୍କୃତିକ କଳାକୃତି

ନୂଆଦିଲ୍ଲୀ,୬।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରାଧ୍ୟକ୍ଷ ତଥା ଅନ୍ୟ ବିଶ୍ୱର ନେତାମାନଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ କଳାକୃତି ସହିତ ସ୍ବତନ୍ତ୍ର ରୂପା ବାସନରେ ଖାଦ୍ୟ ପରିବେଷଣ କରାଯିବ। ଏହି ସୂଚନା ଜୟପୁରର ଏକ ମେଟାଲୱେର୍‌…

ଇଣ୍ଡିଆକୁ ଭାରତ କରିବା ପ୍ରସଙ୍ଗ ନୁହେଁ ନୂଆ: ୨୦୧୨ରେ କଂଗ୍ରେସ ଆଗତ କରିଥିଲା ବିଲ୍‌…

ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଦ୍ୱାରା ଏହି ଆଲୋଚନାକୁ ପୁନଃଜୀବିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ…

ଜି ୨୦ ସମ୍ମିଳନୀ: ‘ଜି ୨୦ ଇଣ୍ଡିଆ’ ଆପ ଡାଉନଲୋଡ କରିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ ୯-୧୦ ସେପ୍ଟେମ୍ବରକୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଶିଖର ସମ୍ମିଳନୀ ପୂର୍ବରୁ ‘ଜି ୨୦ ଇଣ୍ଡିଆ’ ଆପ ନାମକ ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି। ଏହାକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?