ଜାତୀୟ

ସନାତନ ବିବାଦ ନିଆଁରେ ଘିଅ ଢାଲିଲେ ଏ.ରାଜା, କହିଲେ ସନାତନ ଧର୍ମ ଏଚଆଇଭି ଅବା ଲେପର୍ସି ଭଳି…

ଚେନ୍ନାଇ,୭।୯ : ସନାତନ ଧର୍ମକୁ ନେଇ ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ବିବୃତ୍ତି ଉପରେ ବିବାଦ ବନ୍ଦ ହେବାର ନା ଧରୁନି। ଏହି ସମୟରେ ତାଙ୍କ ଦଳ ଡିଏମକେର ଅନ୍ୟ ଜଣେ ନେତା ଏ. ରାଜା ମଧ୍ୟ ସନାତନ…

ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର ପରିଦର୍ଶକ…

ସନାତନ ବିରୋଧି ମନ୍ତବ୍ୟକୁ ଆମେ ସମର୍ଥନ କରୁନୁ, ଇଣ୍ଡିଆ ମେଣ୍ଟର ସ୍ବାର୍ଥ ପାଇଁ ଏଭଳି ମନ୍ତବ୍ୟରୁ ଦୂରେଇ ରହବା ଜରୁରୀ…

ମୁମ୍ବାଇ,୭।୯ : ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ସନାତନ ଧର୍ମକୁ ସମାପ୍ତ କରିବା ବିବୃତ୍ତି ଉପରେ ବିବାଦ ଜାରି ରହିଛି। ବର୍ତ୍ତମାନ ଉଦୟ ବାଲା ସାହେବ ଠାକରେ ଏବଂ ଇଣ୍ଡିଆ ଆଲାଇନ୍ସର ଶିବସେନା ପକ୍ଷରୁ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି। ଶିବସେନା…

୯୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇପାରିବେ ନାହିଁ ଉଦୟନିଧି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ ରଦ୍ଦ କରିବାର ବିବୃତ୍ତି ଉପରେ ବିବାଦ ଥମିବାର ନାଁ ନେଉନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଦସ୍ୟ ତଥା ଶିବସେନା(ୟୁବିଟି)ମଧ୍ୟ ଏହାକୁ ସମାଲୋଚନା କରିଛି। ଉଦୟନିଧି ଏହି ଦେଶରେ ରହୁଥିବା…

ବିବାଦ ଉଗ୍ରରୂପ ନେବା ପରେ ସନାତନ ନେଇ ମତ ରଖିଲେ ଉଦୟାନିଧି: ମୋ ମନ୍ତବ୍ୟର ଭୁଲ ଅର୍ଥ ବାହାର କରାଯାଇଛି…

ଚେନ୍ନାଇ,୭।୯ : ତାମିଲନାଡୁର କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉଗ୍ରରୂପ ନେବା ପରେ ଦେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ସେ କହିଛନ୍ତି ମୋର ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି ଏବଂ…

ଯେ ପର୍ଯ୍ୟନ୍ତ ଘୃଣା ଶେଷ ନ ହୋଇଛି ଯାତ୍ରା ରହିବ ଜାରି: ରାହୁଲ…

ନୂଆଦିଲ୍ଲୀ,୭।୯ : ଗୁରୁବାର ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଦେଶରେ ଘୃଣା ଶେଷ ନହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡୋ ଯାତ୍ରା…

ଭାରତର ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍‌’: ମୋଦି

ଜାକର୍ତ୍ତା/ନୂଆଦିଲ୍ଲୀ,୭।୯: ଏସିଆନ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍‌ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ…

ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୭।୯ : ଜନ୍ମାଷ୍ଟମୀ ପର୍ବ ସାରା ଦେଶରେ ବଡ଼ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜନମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟରରେ ଲେଖିଛନ୍ତି, “ମୁଁ ଜନ୍ମାଷ୍ଟମୀର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ…

ମୋଦିଙ୍କୁ ପ୍ରଶଂସା କଲେ ହଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଆଫ୍ରିକୀୟ ସମସ୍ୟାକୁ ବିଶ୍ୱ ସ୍ତରରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜି -୨୦ ଦେଶ ପକ୍ଷରୁ ସେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବରେ ସେ କହିଛନ୍ତି ଯେ, ଆଫ୍ରିକୀୟ…

ଭିକାରିଙ୍କ ସ୍ବତନ୍ତ୍ର ଯତ୍ନ ନେବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୭।୯: ସେପ୍ଟେମ୍ବର ୯ ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। କଡ଼ା ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକ ଛାଉଣୀ…

ସାବାଳକ ଯୋଡ଼ା ଏକତ୍ର ରହିପାରିବେ, ମାତାପିତା କରି ପାରିବେନି ହସ୍ତକ୍ଷେପ: ଲିଭଇନ ସମ୍ପର୍କ ନେଇ ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ,୭।୯ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ସାବାଳକ ଯୋଡ଼ାମାନଙ୍କର ଏକାଠି ରହିବାର ସ୍ବାଧୀନତା ରହିଛି। ପିତାମାତାଙ୍କ ସମେତ ଅନ୍ୟ କାହାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ସେମାନେ ବିଭିନ୍ନ ଜାତି କିମ୍ବା ଧର୍ମର…

ଯେପର୍ଯ୍ୟନ୍ତ ଭକ୍ତମାନେ ଜୀବିତ ଅଛନ୍ତି, କେହି ‘ଧର୍ମ’କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୭।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାନନୈତିକ ବାକ୍‌ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ସନାତନ ଧର୍ମର ସମାପ୍ତି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଭାଜପା କ୍ରମାଗତ ଟାର୍ଗେଟ୍‌ କରୁଛି। ଏହି କ୍ରମରେ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?