ଜାତୀୟ

ସଫେଇ ଦେଲା କଂଗ୍ରେସ: ଆମେ ସବୁ ଧର୍ମକୁ ଏକାଠି ନେଇ ଚାଲୁ

ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ଧର୍ମ ମନ୍ତବ୍ୟରେ କଂଗ୍ରେସ ସହମତ ନୁହେଁ ବୋଲି ଦଳର ମୁଖପାତ୍ର ପୱନ ଖେରା ଗୁରୁବାର କହିଛନ୍ତି। ସେ କହିଛନ୍ତି ଯେ, ଆମ ଦଳ…

‘୨୦୨୪ ନିର୍ବାଚନ ଜିତିବ ‘ଇଣ୍ଡିଆ’ ମେଣ୍ଟ, ୟୁପିରେ ବି ହେବ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୭।୯: ଆଗାମୀ ଲୋକସଭା ନିର୍ବାଚନ (୨୦୨୪) ପୂର୍ବରୁ ବିରୋଧୀ ମେଣ୍ଟ(ଇଣ୍ଡିଆ)ର ନେତାମାନେ ଅନେକ ଦାବି କରୁଛନ୍ତି। ଏଥର ନିର୍ବାଚନ ଇଣ୍ଡିଆ ମେଣ୍ଟ ଜିତିବ ବୋଲି ଉତ୍ତରପ୍ରଦେଶର ଜେଡିୟୁ ରାଜ୍ୟ ଉପାଧ୍ୟକ୍ଷ ଅବଲେଶ ସିଂ ଗୁରୁବାର ବାଲିଆରେ ଦାବି କରିଛନ୍ତି। ସେ କହିଛନ୍ତି…

ଭାରତ-ଏସିଆନ ସହଯୋଗକୁ ମଜବୁତ କରିବା ପାଇଁ ମୋଦିଙ୍କ ୧୨ ସୂତ୍ରୀ ପ୍ରସ୍ତାବ

ଜାକର୍ତ୍ତା/ନୂଆଦିଲ୍ଲୀ,୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏସିଆନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଆତଙ୍କବାଦ ଭଳି ସମସାମୟିକ ଆହ୍ବାନର ମୁକାବିଲା ତଥା ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ସହିତ ଡିଜିଟାଲ ରୂପାନ୍ତର, ବାଣିଜ୍ୟ ଏବଂ ଅର୍ଥନୈତିକ ଯୋଗଦାନ ଭଳି କ୍ଷେତ୍ରରେ ଭାରତ-ଏସିଆର ସହଯୋଗକୁ…

ଚ୍ୟାଲେଞ୍ଜ୍‌ ଦେଲେ ମମତା

କୋଲକତା,୭।୯: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ବଙ୍ଗଳା ଦିବସ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ପ୍ରତିବର୍ଷ ଏପ୍ରିଲ ୧୫ରେ ବଙ୍ଗଳା ଦିବସ ପୋଇଲା ବୈଶାଖ (ବଙ୍ଗାଳୀ ନବବର୍ଷ) ରେ ପାଳନ କରାଯିବ। ସେହିପରି ରବୀନ୍ଦ୍ରନାଥ…

ଜି-୨୦ ଶିଖର ସମ୍ମିଳନୀ ମିଳିତ ଘୋଷଣାନାମା ବିନା ହୋଇପାରେ ଶେଷ

ଓ୍ବାଶିଂଟନ୍‌,୭।୯: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ ବୋଲି ଆମେରିକା ଆଶା ପ୍ରକାଶ କରିଛି। କିନ୍ତୁ ଏହି ଘୋଷରଣାନାମାରେ ଋଷିଆ ଓ ଚାଇନା ଏକମତ ହେବା କଷ୍ଟସାଧ୍ୟ ବୋଲି…

ପ୍ରଗତି ମଇଦାନରେ ଅତିଥିଙ୍କ ଉପରେ ନଜର ରଖିବ ଆଇଏଏଫ୍‌ର ୨୪ ହେଲିକପ୍ଟର

ନୂଆଦିଲ୍ଲୀ,୭।୯: ୧୮ତମ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେଉଥିବା ବିଦେଶୀ ଅତିଥିମାନଙ୍କ ପାଇଁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଯେତେବେଳେ ପ୍ରଗତି ମଇଦାନସ୍ଥିତ ଆୟୋଜନସ୍ଥଳରେ ସମସ୍ତ ଅତିଥି ଏକାଠି ହେବେ, ସେତେବେଳେ ଭୂମି…

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ, ତେବେ ଏପରି ପରିସ୍ଥିତିରେ କୋର୍ଟ ସତର୍କ ରହିବା ସହ ପ୍ରମାଣକୁ ଯତ୍ନର ସହ…

କେନ୍ଦ୍ର ଉପରେ ଗୁରୁତର ଅଭିଯୋଗ ଆଣିଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୭।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା କେନ୍ଦ୍ରରେ ଭାଜପା ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଗରିବ ବିରୋଧୀ ଏବଂ ପୁଞ୍ଜିବାଦୀ ସରକାର ବୋଲି କହିଛନ୍ତି। ସିଦ୍ଦରାମାୟା ଭାଜପା ସରକାରକୁ ମଧ୍ୟ ‘ନିଚ୍ଚ’ ବୋଲି ବର୍ଣ୍ଣନା କରିଛନ୍ତି। ସିଦ୍ଦାରାମାୟା…

୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…

ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି।…

ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସଫେଇଦେଲେ ଏମ.କେ ଷ୍ଟାଲିନ

ଚେନ୍ନାଇ,୭।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପିତା ଏମ.କେ ଷ୍ଟାଲିନମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି।…

ଚନ୍ଦନ ଟିକା ଲଗାଇ ଚାଟୁକାର ସାଜି ଦେଶ ବିଭାଜନ କରୁଛି ଭାଜପା: ଆରଜେଡି…

ପାଟନା,୭।୯ : ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଭାଜପା ବିରୋଧରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଚନ୍ଦନ ଟିକା ଲଗାଇ ଚାଟୁକାର ସାଜି ବୁଲୁଛନ୍ତି ସେମାନେ ଭାରତକୁ ଦାସତ୍ୱ ବନ୍ଧନରେ ବାନ୍ଧୁଛନ୍ତି। ସେ ଆରଏସଏସ ଏବଂ…

ଚନ୍ଦ୍ର-ପୃଥିବୀର ସେଲ୍‌ଫି ଉଠାଇଲା ଆଦିତ୍ୟ ଏଲ୍‌୧

ନୂଆଦିଲ୍ଲୀ,୭।୯: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌୧ ଧୀରେ ଧୀରେ ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ସୂର୍ଯ୍ୟ-ପୃଥିବୀ ଏଲ୍‌୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍‌୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?