ଜାତୀୟ

କଂଗ୍ରେସ କ୍ଷମତାକୁ ଆସିଲେ, ମଧ୍ୟସ୍ଥି ରାଜ ଫେରାଇ ଆଣିବ: ତେଲେଙ୍ଗାନା ସିଏମ କେସିଆର…

ନୂଆଦିଲ୍ଲୀ,୨୧।୮ : ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ଏହା ସରକାରୀ କାର୍ଯ୍ୟାଳୟରେ ମଧ୍ୟସ୍ଥି ରାଜ ଫେରାଇ ଆଣିବ। ସୂର୍ଯ୍ୟପେଟରେ ଏକ ସମାବେଶକୁ ସମ୍ବୋଧିତ…

ମଣିପୁର ହିଂସା ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ, ସୋଲିସିଟର ଜେନେରାଲଙ୍କୁ ଜବାବ ତଲବ…

ନୂଆଦିଲ୍ଲୀ,୨୧।୮ : ଅବସରପ୍ରାପ୍ତ ଜଷ୍ଟିସ ଗୀତା ମିତ୍ତଲ ମଣିପୁର ହିଂସା ସମ୍ପର୍କରେ ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଗୀତା ମିତ୍ତଲଙ୍କ କମିଟି ମଣିପୁର ହିଂସା ସମ୍ପର୍କରେ ତିନୋଟି ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟଗୁଡିକ ଉପରେ…

ସନ୍ନି ଦଓ୍ବେଲଙ୍କ ଘର ନିଲାମିକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ଜୟରାମ ରମେଶ ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ଏମପି ସନ୍ନି ଦଓ୍ବେଲଙ୍କ ବଙ୍ଗଳାର ଇ-ନିଲାମିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ସେ ଟୁଇଟ କରି କହିଛନ୍ତି ଯେ ଗତକାଲି ଦେଶ ଜାଣିବାକୁ ପାଇଲା ଯେ ତାଙ୍କ…

କାବେରୀ ଜଳ ବଣ୍ଟନ ବିବାଦର ଶୁଣାଣି ପାଇଁ ସହମତି ପ୍ରକାଶ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୮ : କାବେରୀ ନଦୀ ଜଳ ବଣ୍ଟନ ବିବାଦର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଶୁଣାଣି ପାଇଁ ଏକ ବେଞ୍ଚ ଗଠନ କରିବାକୁ କୋର୍ଟ ରାଜି ହୋଇଛନ୍ତି। ତାମିଲନାଡୁ ସରକାର ଜଳ ଛାଡିବା ପାଇଁ ନୂତନ ନିର୍ଦ୍ଦେଶ ଚାହୁଁଛନ୍ତି। ଉଲ୍ଲେଖନୀୟ…

‘ଭାଜପା ପୁଣି ଆସିଲେ ନାମ ବଦଳାଇ ରଖିଦେବେ ନରେନ୍ଦ୍ର ମୋଦି ସମ୍ବିଧାନ’, କେନ୍ଦ୍ରକୁ ଟାର୍ଗେଟ କଲେ ଲଲନ ସିଂ

ନୂଆଦିଲ୍ଲୀ,୨୧।୮: ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୨୪ରେ ଯଦି ଭାଜପା ଶାସନ କ୍ଷମତାକୁ ଆସିଲା ତେବେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଚଳିତ ସମ୍ବିଧାନକୁ ବଦଳାଇ‘ନରେନ୍ଦ୍ର ମୋଦି’ ସମ୍ବିଧାନ କରିଦେବେ।…

ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ,୨୧।୮: ସାଉଥ ଆଫ୍ରିକା ଅଧ୍ୟକ୍ଷତାରେ ଏଥର ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଜୋହାନ୍ସବର୍ଗରେ ଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦg ମଧ୍ୟ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ-ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ରଶିଦ ଅଲଭି…

ନୂଆଦିଲ୍ଲୀ,୨୧।୮ : ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପୂର୍ବତନ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ସ୍ଥଗିତ ରଖିବା ପରେ ତାଙ୍କା ନିର୍ବାଚନ ଲଢ଼ିବା ନେଇ…

ଚନ୍ଦ୍ରାୟନ-୩: ଅବତରଣ ପୂର୍ବରୁ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର…

ନୂଆଦିଲ୍ଲୀ,୨୧।୮ : ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରୁ ଅଳ୍ପ କିଲୋମିଟର ଦୂରରେ କକ୍ଷପଥ କରୁଛି। ଇସ୍ରୋ ଅନୁଯାୟୀ, ଚନ୍ଦ୍ରଯାନ -୩ ର ଦ୍ୱିତୀୟ ତଥା ଅନ୍ତିମ ଡିବୋଷ୍ଟିଂ ମନିଭର୍‌ ସଫଳତାର ସହ କରାଯାଉଛି। ବର୍ତ୍ତମାନ ୨୩ ଅଗଷ୍ଟକୁ ଅପେକ୍ଷା…

ଦେଶର ଏକତା, ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟନୁଷ୍ଠାନ: ମନୋଜ ସିହ୍ନା

ଶ୍ରୀନଗର,୨୧।୮: ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱିଧା କରିବ ନାହିଁ କାରଣ ସମ୍ବିଧାନ ମଧ୍ୟ ଅନୁମତି ଦେଇଛି ବୋଲି ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା କହିଛନ୍ତି। ସିହ୍ନା…

ଉପନିର୍ବାଚନ ପ୍ରଚାରବେଳେ ଭାଜପା ପ୍ରାର୍ଥୀଙ୍କ ଉପରକୁ କାଳି ମାଡ଼

ମାଉ,୨୧।୮: ଉତ୍ତରପ୍ରଦେଶର ମାଉରେ ଘୋଷୀ ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଦାରା ସିଂ ଚୌହାନଙ୍କ ଉପରେ କାଳି ପକାଯାଇଥିଲା। କୋପାଗଞ୍ଜ ବ୍ଲକରେ ଅବସ୍ଥିତ ଏକ କଲେଜରେ ଏହି ଘଟଣା ଘଟିଥିବା…

ଲୋକସଭା ନିର୍ବାଚନ ଲଢ଼ିବାକୁ ସଞ୍ଜୟଙ୍କ ପ୍ରସ୍ତୁତି: ମୁମ୍ବାଇର ଉତ୍ତର ପୂର୍ବ ଆସନରୁ ଲଢ଼ିବା ଯୋଜନା…

ମୁମ୍ବାଇ,୨୧।୮ : ଲୋକସଭା ର୍ନିବାଚନରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କୁ ଲୋକସଭା ନିର୍ବାଚନୟରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚାଲିଛି। ଦଳ ଚାହୁଁଛି ସଞ୍ଜୟ ରାଉତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ରାଉତ ମୁମ୍ବାଇର ଉତ୍ତର ପୂର୍ବ ଲୋକସଭା…

ଚଳନ୍ତା ଟ୍ରେନରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା: ୨ ମୃତ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶର ଆଗ୍ରାଠାରେ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏଥିରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, କୋଟା-ପାଟନା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଏକ ୯୦ ଜଣିଆ ଟିମ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri