ଜାତୀୟ

ଦିଲ୍ଲୀରେ ବର୍ଷା ଯୋଗୁ ଭାରତ ମଣ୍ଡପମରେ ପାଣି, କଂଗ୍ରେସ କହିଲା ପହଁରୁଛି ବିକାଶ

ନୂଆଦିଲ୍ଲୀ,୧୦।୯: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ରବିବାର ରାଜଧାନୀରେ ଖୁବ ବର୍ଷା ହୋଇଛି, ଫଳରେ ଆୟୋଜନ ସ୍ଥଳରେ ପାଣି ଭର୍ତ୍ତି ହୋଇ ଯାଇଛି।ଜି -୨୦ ସଦସ୍ୟଙ୍କ ଆଗମନକୁ ନେଇ ନିର୍ମିତ ଭାରତ ମଣ୍ଡପମର ଫଟୋ ଏବେ ସୋସିଆଲ…

ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୦।୯: ଜି-୨୦ ଶିଖର ସମ୍ମିଳନୀ ରବିବାର ଶେଷ ହେବାକୁ ଯାଉଛି। ଅନେକ ବିଦେଶୀ ଅତିଥି ଏବଂ ବିଭିନ୍ନ ଦେଶର ମୁଖ୍ୟମାନେ ବର୍ତ୍ତମାନ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭିଏତନାମ ଫେରିଛନ୍ତି। କିନ୍ତୁ ଶନିବାର…

ସ୍ବଇଚ୍ଛାରେ ଅନ୍ୟ ସହ ଘରୁ ବାହାରି ଗଲେ ବି ବାଧ୍ୟ କରି ରଖି ହେବନି ଶାରୀରିକ ସମ୍ପର୍କ, ଏହା ବଳାତ୍କାର : ହାଇକୋର୍ଟ…

କୋଲକାତା,୧୦।୯ : କୋଲକାତା ହାଇକୋର୍ଟର ଜଲପାଇଗୁରି ବେଞ୍ଚ ଏକ ମାମଲାରେ ବଳାତ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ’ଯଦି ଜଣେ ମହିଳା କିମ୍ବା ଝିଇ ସ୍ବଇଚ୍ଛାରେ ଅନ୍ୟ କାହା ସହିତ ଘରୁ ବାହାରି ଯାଆନ୍ତି, ତେବେ ସେହି ବ୍ୟକ୍ତି…

ଦେଶରେ ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାରେ ପୀଡିତ

ନୂଆଦିଲ୍ଲୀ,୧୦।୯: ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଅଧିକାଂଶ ଲୋକ ରକ୍ତହୀନତା(ଆନେମିଆ)ର ଶିକାର ହେଉଛନ୍ତି। ରକ୍ତହୀନତାରେ ପୀଡିତ ଦେଶରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ। ଭାରତରେ ୪୯.୯ଶତକଡା ଲୋକ ଏଥିରେ ପୀଡିତ। ଏକ ଅଧ୍ୟୟନ ଅନୁଯାୟୀ, ଦେଶରେ୧୦ଜଣ କିଶୋରୀଙ୍କ ମଧ୍ୟରୁ…

ଜନସେନା ପାର୍ଟି ମୁଖ୍ୟ ପଓ୍ବନ କଲ୍ୟାଣଙ୍କୁ ହେପାଜତକୁ ନେଲା ଆନ୍ଧ୍ର ପୋଲିସ

ବିଜୟଓ୍ବାଡା,୧୦।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଶନିବାର ନାଇଡୁଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ନାଇଡୁଙ୍କୁ…

ସୁପର-୪ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ, ୧୦।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ମ୍ୟାଚ ଖେଳି ୨ ପଏଣ୍ଟ ପାଇ ସାରିଥିବାବେଳେ ଭାରତ…

ଅକ୍ଷରଧାମ ମନ୍ଦିର ଦର୍ଶନ କଲେ ସୁନକ, ଅକ୍ଷତା

ନୂଆଦିଲ୍ଲୀ,୧୦।୯: ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବାକୁ ୨୯ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ପ୍ରତିନିଧି ମଧ୍ୟ ଆସିଛନ୍ତି। ତେବେ ଜି-୨୦ର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଜି-୨୦ ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି…

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦିଙ୍କ ସମେତ ଜି-୨୦ଦେଶର ରାଷ୍ଟ୍ର ମୁଖ୍ୟ

ନୂଆଦିଲ୍ଲୀ,୧୦।୯: ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ଶନିବାର ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଦିନରେ ସମସ୍ତ ରାଜନେତା ଦିଲ୍ଲୀର ରାଜଘାଟରେ ଏକାଠି…

ମନ୍ଦିର ନିୟମ ଭାଙ୍ଗି ରାଣୀ ଗିରଫ

ଭୋପାଳ,୧୦।୯: ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ଶ୍ରୀ ଯୁଗଳ କିଶୋର ମନ୍ଦିରରେ ଗୁରୁବାର ଜନ୍ମାଷ୍ଟମୀ ଉତ୍ସବ ପାଳନବେଳେ ପାନ୍ନା ରାଣୀ ଜିତେଶ୍ୱରୀ ଦେବୀ ମଦ୍ୟପାନ କରି ଆଳତି କରିବା ପାଇଁ ଉଦ୍ୟମ କରିଥିଲେ। ଏହା ମନ୍ଦିର ନିୟମ ହୋଇ ନ ଥିବାରୁ ତାଙ୍କୁ…

ଗୋଆରେ ଡିଜିଟାଲ୍‌ ସେକ୍ସ ର଼୍ୟାକେଟ

ପଣଜୀ,୧୦।୯: ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ଗୋଆରେ ଆନ୍ତଃଦେଶୀୟ ସେକ୍ସ ର଼୍ୟାକେଟ ଚାଲୁଛି। ର଼୍ୟାକେଟ ଗୋଆରେ ଚାଲୁଛି, ହେଲେ କେନିୟାରୁ ଏହାକୁ ପରିଚାଳନା କରାଯାଉଥିବା ପୋଲିସ ଜାଣିବାକୁ ପାଇଛି। ଅର୍ଥ ପଠାଇବା ଲାଗି ଯୌନକର୍ମୀମାନେ ଗ୍ରାହକଙ୍କୁ କ୍ୟୁଆର୍‌ କୋଡ୍‌ ଶେୟାର…

ଜି-୨୦ ନୈଶ ଭୋଜିରେ ଯୋଗ ଦେଲେନି ନବୀନ

ଭୁବନେଶ୍ୱର,୧୦ା୯(ଅନିଲ ଦାସ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଡାକିଥିବା ଜି-୨୦ ନୈଶ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ଭୋଜିରେ ଯୋଗଦେଇ ନ ଥିବା କୁହାଯାଉଛି। ଆଉ କିଛିମାସ ପରେ ସାଧାରଣ…

ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…

ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?