ଜାତୀୟ

ଭାବୁକ ହେଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ/ବ୍ରାସିଲିଆ,୧୦।୯: ଜି -୨୦ ଶିଖର ସମ୍ମିଳନୀର ଶେଷ ଦିନରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ କହିଛନ୍ତି, ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲୁ ସେତେବେଳେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲି। ମୋର ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ…

ସରକାର ନିଜ ଭୁଲ ଲୁଚାଇ ପାରିବେ ନାହିଁ:ସୁରଜେୱାଲା

ନୂଆଦିଲ୍ଲୀ,୧୦।୯: ଦୁଇ ଦିନ ଧରି ଦିଲ୍ଲୀରେ ବର୍ଷା ହେତୁ ଜି-୨୦ ସମ୍ମିଳନୀ ସ୍ଥାନ ‘ଭାରତ ମଣ୍ଡପମ୍‌’ ଭିତରେ ପାଣି ପ୍ରବେଶ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ କଂଗ୍ରେସ ମୋଦି ସରକାର ଉପରେ ଆକ୍ରମଣ କରି…

ନିମନ୍ତ୍ରଣ କରାନଯିବା ନେଇ ଅସନ୍ତୋଷ ଝାଡିଲା ୟୁକ୍ରେନ

କିଭ୍‌,୧୦।୯: ୨୦୨୪ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛି। ବୈଠକରେ ଦିଲ୍ଲୀ ଘୋଷଣାନାମାକୁ ସହମତି ମିଳିବା ପରେ ଭାରତ କୂଟନୈତିକ ସ୍ତରକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ, ୟୁକ୍ରେନ ଏହି ଘୋଷଣାନାମାକୁ ନେଇ ନିଜର ଆପତ୍ତି ଜଣାଇଛି। ୟୁକ୍ରେନର ବୈଦେଶିକ…

ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଭିଏତନାମ ଗସ୍ତରେ ଗଲେ ବାଇଡେନ, ଯିବା ପୂର୍ବରୁ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସକାଳେ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଛାଡିବା ପୂର୍ବରୁ ବାଇଡେନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସ୍ମୃତିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜୋ ବାଇଡେନ ଶୁକ୍ରବାର ବିଳମ୍ବିତ ରାତିରେ…

ସରିଲା ଜି-୨୦ ଶିଖର ସମ୍ମିଳନୀ, ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷରେ ମୋଦି ସମଗ୍ର ବିଶ୍ୱକୁ ଆଶା ଏବଂ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରି ମୋଦି କହିଛନ୍ତି, ନଭେମ୍ବର…

ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଜି-୨୦ ଅଧ୍ୟକ୍ଷତା ପ୍ରଦାନ କଲେ ମୋଦି, ସମାପନ ଭାଷଣରେ କହିଲେ ପରିର୍ତ୍ତନ ସହ ସ୍ଥିରତା ଜରୁରୀ

ନୂଆଦିଲ୍ଲୀ,୧୦।୯: ଭାରତ ଦ୍ୱାରା ଆୟୋଜିତ ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶେଷ ଭାଷଣ ଦେବା ପରେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି’ସୁଜାଙ୍କୁ ଜି -୨୦ର ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ବ୍ରାଜିଲ ପରବର୍ତ୍ତୀ…

‘ଯବାନ’ ସ୍କ୍ରିନିଂକୁ ନେଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୯: ଏବେ ଦେଶରେ ଶାହରୁଖ ଖାନଙ୍କ କ୍ରେଜ ଚାଲିଛି। ସବୁଠି ତାଙ୍କ ଅଭିନୀତ ‘ଯବାନ’କୁ ନେଇ ଚର୍ଚ୍ଚା। ରିଲିଜ୍‌ର ଦୁଇ ଦିନରେ ମଧ୍ୟରେ ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରିଛି। କିନ୍ତୁ ନିକଟରେ ଶାହାରୁଖଙ୍କ ଏହି ଫିଲ୍ମ ଚ୍ୟାଲେଞ୍ଜର ସମ୍ମୁଖୀନ…

ତୃତୀୟଥର କକ୍ଷ ବଦଳାଇଲା ଆଦିତ୍ୟ ଏଲ୍‌-୧

ବେଙ୍ଗାଲୁରୁ,୧୦ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳକୁ ଅଧ୍ୟୟନ କରିବା ପାଇଁ ପଠାଯାଇଥିବା ଆଦିତ୍ୟ- ଏଲ୍‌୧ ମହାକାଶଯାନର ପୃଥିବୀର କକ୍ଷପଥ ସହିତ ଜଡ଼ିତ ତୃତୀୟ ପ୍ରକ୍ରିୟା ରବିବାର ସଫଳତାର ସହିତ ଶେଷ କରିଛି। ଭାରତୀୟ ମହାକାଶ ଗବେଷଣା…

ଜି-୨୦ ଶିଖର ସମ୍ମିଳନୀରେ ବଡ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ

ନୂଆଦିଲ୍ଲୀ,୧୦।୯: ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଶନିବାରଠାରୁ ହୋଇଛି। ରବିବାର ହେଉଛି ଏହାର ଦ୍ୱିତୀୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ର ପ୍ରଥମ ଦିନରେ ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ଭାରତ ମାଟିକୁ ସ୍ବାଗତ କରିଥିଲେ। ଜି-୨୦ ଆରମ୍ଭରେ…

ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ଦାୟିତ୍ୱ ହସ୍ତାନ୍ତର କରିବେ ମୋଦି

ନୂଆଦିଲ୍ଲୀ,/ବ୍ରାସିଲିଆ,୧୦ା୯: ଆଜି ଅର୍ଥାତ୍‌ ରବିବାର ହେଉଛି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ। ଆଜି ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ଅଂଶଗ୍ରହଣ କରୁଛନ୍ତି, ଯାହାର ନାମ ‘ଓ୍ବାନ୍‌ ଫ୍ୟୁଚର’। ଏହାପୂର୍ବରୁ ଜି -୨୦…

ଜି-୨୦ ‘ନୂଆଦିଲ୍ଲୀ ଘୋଷଣାନାମା’କୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ

ଜି-୨୦ନୂଆଦିଲ୍ଲୀ ଘୋଷଣାନାମାକୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ ନୂଆଦିଲ୍ଲୀ,୧୦।୯: କୂଟନୈତିକ କ୍ଷେତ୍ରରେ ଆଉ ଏକ ବଡ ବିଜୟ ହାସଲ କରିଛି ଭାରତ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ-୨୦ ଶିଖର ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା’ରେ ସହମତି ପ୍ରକାଶ କରିଛନ୍ତି ସଦସ୍ୟ…

କେନ୍ଦ୍ର ସରକାରଙ୍କୁ ଗୁପ୍ତ ଚିଠି ଲେଖିଲେ ପଶ୍ଚିମବଙ୍ଗ ରାଜ୍ୟପାଳ…

କୋଲକାତା,୧୦।୯ : ରାଜ୍ୟର ବିଶ୍ୱବିଦ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କୁଳପତିଙ୍କ ନିଯୁକ୍ତିକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢ଼ିଚାଲିଛି। ଏନେଇ ମଧ୍ୟରାତ୍ରିରେ ରାଜ୍ୟପାଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗର ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?