ଜାତୀୟ

‘ଯେଉଁମାନେ ଅହଂକାରୀ ସେମାନେ ହିଁ କ୍ଷମତାରେ ଅଛନ୍ତି’, ଇଣ୍ଡିଆ ମେଣ୍ଟକୁ ଅହଂକାରୀ କହିବା ଉପରେ ଶଶି ଥରୁରଙ୍କ ପାଲଟା ଜବାବ

ନୂଆଦିଲ୍ଲୀ,୧୬।୯: ବିରୋଧୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ମିଳିତ ମେଣ୍ଟ ଗଠନ କରିଛନ୍ତି, ଯାହାକୁ ‘ଇଣ୍ଡିଆ’ମେଣ୍ଟ ନାମରେ ନାମିତ କରାଯାଇଛି। ଏହି ମେଣ୍ଟକୁ ନେଇ ଭାଜପା ପକ୍ଷରୁ କ୍ରମାଗତ ଆକ୍ରମଣ ହେଉଛି। ଭାଜପା ଏହି ମେଣ୍ଟକୁ ‘ଇଣ୍ଡିଆ ମେଣ୍ଟ’…

ଲାଲୁ-ନୀତୀଶଙ୍କ ବିରୋଧରେ ଆଜି ଗର୍ଜିବେ ଶାହା, ରାଲି ପୂର୍ବରୁ ଦେଲେ ଏହି ସଙ୍କେତ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ବିହାରର ମଧୁବନୀ ଏବଂ ଆରାରିଆ ଜିଲା ଗସ୍ତ କରିବେ। ଏହି ଦିନିକିଆ ବିହାର ଗସ୍ତରେ ଅମିତ ଶାହା ମଧୁବନୀର ଝଞ୍ଝାରପୁର ଠାରେ ଭାଜପାର ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।…

କୋଝିକୋଡରେ ନିପା ଭାଇରସ ଆତଙ୍କ, ଏକ ସପ୍ତାହ ପାଇଁ ସ୍କୁଲ,କଲେଜ ବନ୍ଦ

ଥିରୁଭାନନ୍ତପୁରମ୍‌,୧୬।୯: କେରଳର କୋଝିକୋଡରେ ନିପା ଭାଇରସ ମାମଲା ବୃଦ୍ଧି ପାଇବା ଦିନଠାରୁ ଭୟର ବାତାବରଣ ରହିଛି। ନିପା ଭାଇରସକୁ ଦୃଷ୍ଟିରେ ରଖି କୋଝିକୋଡରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ରବିବାର ଅର୍ଥାତ୍‌ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିଛି। ଏଥିରେ ବିଦ୍ୟାଳୟ,…

ମୋଦି ସବୁଠୁ ଲୋକପ୍ରିୟ ବିଶ୍ୱନେତା

ନୂଆଦିଲ୍ଲୀ,୧୬ା୯: ଜି୨୦ ସମିଟ୍‌ର ସଫଳ ଆୟୋଜନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠୁ ଲୋକପ୍ରିୟ ବିଶ୍ୱନେତାର ପରିଚୟ ହାସଲ କରିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ୭୬ ପ୍ରତିଶତ ସ୍ବୀକୃତି ରେଟିଂ ରହିଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ସର୍ଭେରେ କୁହାଯାଇଛି।…

ରାହୁଲ ନବୀନଙ୍କୁ ଇଡି ମୁଖ୍ୟ ଦାୟିତ୍ୱ

ନୂଆଦିଲ୍ଲୀ,୧୬ା୯: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ଏଥିସହ ୧୯୯୩ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ରାହୁଲ ନବୀନଙ୍କୁ ଇଡି ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏକ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଇଡିର…

୨ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ଏନ୍‌ଆଇଏ କୋର୍ଟ

ନୂଆଦିଲ୍ଲୀ,୧୬ା୯: ଉତ୍ତର ପ୍ରଦେଶର ଜଣେ ଅବସରପ୍ରାପ୍ତ ସ୍କୁଲ ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଶୁକ୍ରବାର ଲକ୍ଷ୍ନୌସ୍ଥିତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏକ ସ୍ବତନ୍ତ୍ର ଅଦାଲତ ୨ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। କାନପୁର ବାସିନ୍ଦା ତଥା ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌…

ଜଳବାୟୁ ପରିବର୍ତ୍ତନରୁ ବିନାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬ା୯,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମାତ୍ର ଦୁଇ ଚାରି ଦିନର ବ୍ୟବଧାନରେ ଉତ୍ତର ଆଫ୍ରିକାର ଦୁଇଟି ରାଷ୍ଟ୍ର ଅଭୂତପୂର୍ବ ବିପର୍ଯ୍ୟୟକୁ ସାମ୍ନା କରିଛି। ମରକ୍କୋର ବିନାଶକାରୀ ଭୂକମ୍ପରେ ୩୦୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିବା ପରେ ଲିବ୍ୟାରେ ଭୂମଧ୍ୟସାଗରୀୟ ଡାନିଏଲ୍‌ ଝଡ଼ ଓ ତଜ୍ଜନିତ…

ଚନ୍ଦ୍ରରେ ଜଳ ସୃଷ୍ଟି ସମ୍ଭବ

ବେଙ୍ଗାଲୁରୁ,୧୬ା୯: ପୃଥିବୀର ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରୋନ୍‌ଗୁଡ଼ିକରୁ ଚନ୍ଦ୍ର ପୃଷ୍ଠରେ ଜଳ ପ୍ରସ୍ତୁତ କରାଯାଇପାରିବ। ବୈଜ୍ଞାନିକମାନଙ୍କର ଏକ ଟିମ୍‌ ଭାରତର ଚନ୍ଦ୍ରୟାନ-୧ ଲୁନାର ମିଶନ ପଠାଇଥିବା ରିମୋଟ୍‌ ସେନ୍‌ସିଂ ଡେଟା ଅନୁଧ୍ୟାନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆବିଷ୍କାର ନେଚର ଆଷ୍ଟ୍ରୋଲୋଜି ପତ୍ରିକାରେ…

ରିପୋର୍ଟରେ ଭୁଲ୍‌ ବିବୃତି ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬ା୯: ମଣିପୁର ହିଂସାବେଳେ ସରକାରଙ୍କ ବିରୋଧରେ ଖବର ଛାପିଥିବାରୁ ଏଡିଟର୍ସ ଗିଲ୍ଡ ଓ ଏହାର ୪ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ଦାଏର ହୋଇଛି। ସୈନ୍ୟବାହିନୀର ନିବେଦନକ୍ରମେ ଖବର ଛାପିଥିବା ଏକ ସାମ୍ବାଦିକ ସଂଗଠନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇଲା…

ଅନନ୍ତନାଗରେ ଗୁଳି ବିନିମୟ ଜାରି

ନୂଆଦିଲ୍ଲୀ,୧୬ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସେନା କଲୋନେଲ, ଜଣେ ମେଜର ଏବଂ ଜଣେ ପୋଲିସ ଅଫିସର ଶହୀଦ ହୋଇଥିଲେ। ଏହି ଗୁଳି ବିନିମୟ ବେଳେ ଆହତ ହୋଇଥିବା…

୪୫ ହଜାର କୋଟିର ପ୍ରତିରକ୍ଷା ସରଞ୍ଜାମ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୬ା୯: ଧ୍ରୁବାସ୍ତ୍ର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ୧୨ଟି ଏସ୍‌-୩୦ ଏମ୍‌କେଆଇ ଯୁଦ୍ଧବିମାନ ସମେତ ବିଭିନ୍ନ ଅସ୍ତ୍ର ସିଷ୍ଟମ କ୍ରୟ ଲାଗି ୪୫ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ…

ଆଜି ୫୪ କଳାକାରଙ୍କୁ ମିଳିବ ସଙ୍ଗିତ ନାଟକ ଏକାଡେମୀ ଅମୃତ ଆଓ୍ବାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ

ନୂଆଦିଲ୍ଲୀ,୧୬।୯: ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ୭୫ବର୍ଷରୁ ଅଧିକ ୮୪ କଳାକାରଙ୍କୁ ସଙ୍ଗିତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ଭେଟେରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?