ପାର୍ଟନରଙ୍କୁ ପ୍ରେସର୍ କୁକରରେ ପିଟି ହତ୍ୟା
ବେଙ୍ଗାଲୁରୁ,୨୯।୮: ଲିଭ୍ ଇନ୍ ରିଲେସନ୍ଶିପ୍ରେ ରହୁଥିବା ଯୁବତୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ସନ୍ଦେହ କରି ପ୍ରେସର୍ କୁକରରେ ପିଟି ହତ୍ୟା କରିଛନ୍ତି ପ୍ରେମିକ। ଶନିବାର ରାତିରେ ଏହି ଘଟଣା ଘଟିଥିଲାବେଳେ ପୋଲିସ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ମୃତ…
ୟୁରୋପ ଗସ୍ତରେ ଯିବେ ରାହୁଲ
ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପର ପାଞ୍ଚ ଦିନିଆ ଯାତ୍ରା କରିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀ ତାଙ୍କର ବିଦେଶ ଗସ୍ତ ସମୟରେ ବେଲଜିୟମରେ ୟୁରୋପୀୟ କମିଶନ ସାଂସଦଙ୍କୁ ଭେଟିବେ। ଏଥି ସହିତ…
ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ
ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମଙ୍କ ଠାରୁ ରୋଭର ପ୍ରଜ୍ଞାନର ଆରମ୍ଭ ଏବଂ ମିଶନରେ ଜଡିତ…
ହୋଟେଲରେ ଛକିଥିଲା ମୃତ୍ୟୁ
ଭୁଜ୍,୨୮ା୮: ପ୍ରବାସୀ ଭାରତୀୟ କିଷନ ହାଲାଇ ଓ ତାଙ୍କର ୨୫ ବର୍ଷୀୟା ଭାବୀ ସ୍ତ୍ରୀ ରୁପାଲ ଭେକରିଆ ରବିବାର ମୁମ୍ବାଇରୁ ବିମାନ ଯୋଗେ ନାଇରୋବି ଯିବାର ଥିଲା। ହେଲେ ଭାଗ୍ୟ କିଛି ଅଲଗା ଚାହୁଁଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନ ଛାଡ଼ିବା ସମୟରେ…
ଜି -୨୦ ସମ୍ମିଳନୀରେ ସାମିଲ ହେବେ କାନାଡା ପ୍ରଧାନମନ୍ତ୍ରୀ
ଓଟାଓ୍ବା,୨୮।୮: ସେପ୍ଟେମ୍ବର ୯ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ ନିଶ୍ଚିତ କରିଛନ୍ତି। ପ୍ରକାଶ ଥାଉକି, ଏହି ସମୟରେ ୟୁକ୍ରେନକୁ ଜି -୨୦ ଶିଖର…
ଝିଅଙ୍କୁ ହତ୍ୟା କରି ଜେଲ୍ ଗଲେ ମା’ ବାପା
ମୁଜାଫରନଗର,୨୮।୮: ଉତ୍ତରପ୍ରଦେଶର ସାହାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟରେ ପ୍ରେମିକଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମନା କରିବାରୁ ଜଣେ ଗର୍ଭବତୀ ଝିଅଙ୍କୁ ନିଜ ମା’ ବାପା ହତ୍ୟା କରିଛନ୍ତି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରି…
କୋଚି-ବାଙ୍ଗାଲୋର ଯାଉଥିବା ବିମାନକୁ ମିଳିଲା ବୋମା ଧମକ
ଥିରୁଭାନନ୍ତପୁରମ୍,୨୮।୮: କୋଚିରୁ ବାଙ୍ଗାଲୋରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପାଇବା ପରେ ଉତ୍ତେଜନା ଦେଖାଯାଇଛି। ବିମାନରେ ସମୁଦାୟ ୧୩୯ ଜଣ ଯାତ୍ରୀ ଥିଲେ। ସୋମବାର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ…
ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ
ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍୧…
ଡିସେମ୍ବରରେ ଲୋକ ସଭା ନିର୍ବାଚନ କରିପାରେ ଭାଜପା: ମମତା
କୋଲକାତା,୨୮।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି, ଭାଜପା ଡିସେମ୍ବର ୨୦୨୩ରେ ଲୋକ ସଭା ନିର୍ବାଚନ କରିପାରେ। ସେ ଦାବି କରିଛନ୍ତି ଯେ, ଭାଜପା ପ୍ରଚାର ପାଇଁ ସମସ୍ତ ହେଲିକପ୍ଟର ବୁକ କରିଛି। ଟିଏମସିର ଯୁବ ୱିଙ୍ଗର ଏକ ରାଲିକୁ…
ଡିସେମ୍ବର ସୁଦ୍ଧା ସମଗ୍ର ଭାରତରେ ପହଞ୍ଚିବ ୫ଜି ସେବା: ମୁକେଶ ଅମ୍ବାନୀ
ମୁମ୍ବାଇ,୨୮।୮: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି। ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ ୫ଜି…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରୁ ଇସ୍ତଫା ଦେଲେ ନୀତା ଅମ୍ବାନୀ
ମୁମ୍ବାଇ,୨୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ଏଜିଏମ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି। ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୋର୍ଡ ସୁପାରିଶ…
ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଲକ୍ଷ୍ନୌ,୨୮।୮: ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ଚୋପ୍ରା ଜାଭେଲିନ ଥ୍ରୋ’ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ୮୮.୧୭ ମିଟର ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ହାସଲ କରି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ…
Archives


