ଜାତୀୟ

ପଶ୍ଚିମବଙ୍ଗ ରାଜନୀତି: କମ୍ୟୁନିଷ୍ଟ ଅବା ଆମ ମଧ୍ୟରୁ କାହା ହାତ ଧରିବ କୁହ? କଂଗ୍ରେସକୁ ଟିଏମସିର ପ୍ରଶ୍ନ…

କୋଲକାତା,୧୬।୯ : ପଶ୍ଚିମବଙ୍ଗ ରାଜନୀତିରେ କଂଗ୍ରେସ କାହା ସହିତ ରହିବ ସେ ନେଇ ଟିଏମସି ଏକ ବାର୍ତ୍ତା ପଠାଇବାକୁ ନିଷ୍ପତ୍ତି ନେଇଛି। ସିପିଆଇ (ଏମ) ବାମପନ୍ଥୀ ଅବା ଆମକୁ କାହାକୁ କଂଗ୍ରେସ ଚୟନ କରିବ ସେନେଇ ଟିଏମସି ପ୍ରଶ୍ନ କରିଛି। ଦଳୀୟ…

ନୀତୀଶଙ୍କ ଭାଜପାକୁ ଯିବା ବାଟ ବନ୍ଦ: ବର୍ଷିଲେ ଶାହା…

ପାଟନା,୧୬।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଥିଲା। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ…

୮୬ ବର୍ଷର ଯାତ୍ରା ଶେଷ: ମୁମ୍ବାଇରେ ବନ୍ଦ ହେଲା ଡବଲ ଡେକର ବସ ସେବା…

ମୁମ୍ବାଇ,୧୬।୯ : ମୁମ୍ବାଇର ପରିଚୟ ଭାବରେ ବିବେଚନା କରାଯାଉଥିବା ପୁରୁଣା ଡବଲ-ଡେକର୍‌ ବେଷ୍ଟ ବସ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର (ସେପ୍ଟେମ୍ବର ୧୫) ଠାରୁ ବେଷ୍ଟର ପୁରୁଣା ଡବଲ ଡେକର ବସ ସେବା ବନ୍ଦ ହୋଇଯାଇଛି । ଏହି ବସ…

ସିଭିଲ ମେଡିକାଲରେ ୩ମାସରେ ଗଲାଣି ୧୭୯ଶିଶୁଙ୍କ ଜୀବନ

ମୁମ୍ବାଇ,୧୬।୯: ମହାରାଷ୍ଟ୍ରର ଏକ ମେଡିକାଲରେ ୧୭୯ଶିଶୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ନନ୍ଦୁରବର ଜିଲରେ ଗତ ତିନିମାସ ମଧ୍ୟରେ ଏକ ସିଭିଲ ମେଡିକାଲରେ ୧୭୯ ଶିଶୁ ପ୍ରାଣ ହରାଇଛନ୍ତି। ନନ୍ଦୁରବର ସିଏମଓ ଏମ ସାୱାନ କୁମାର କହିଛନ୍ତି, ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ନନ୍ଦୁରବର…

୧୭ ବଲିଉଡ ସେଲିବ୍ରିଟିଙ୍କ ଉପରେ ଇଡ଼ି ନଜର…

ମୁମ୍ବାଇ,୧୬।୯ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ବୁକ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ୧୭ ଜଣ ସେଲିବ୍ରିଟିଙ୍କ ଉପରେ ଇଡି ନଜର ରହିଛି। ଇଡି…

୭୦୦୦ କୋଟି ଋଣ କରି ଆତ୍ମହତ୍ୟା କରିଥିଲେ ସ୍ବାମୀ, ହାର୍‌ ମାନି ନ ଥିଲେ ସ୍ତ୍ରୀ; ସମୟ ସହ ଲଢ଼ି…

ବାପା ଏସ୍‌ ଏମ୍‌ କୃଷ୍ଣା କର୍ନାଟକ ମୁଖ୍ୟମନ୍ତ୍ରୀ, ସ୍ବାମୀ ସିସିଡିର ମାଲିକ, ତଥାପି ଭାଗ୍ୟ ଖରାପ ଯୋଗୁ ଜୀବନରେ କଷ୍ଟକର ପରିସ୍ଥିତିକୁ ସାମ୍ନା କରିଥିଲେ ମାଳବିକା ହେଗ୍‌ଡେ। ମାଳବିକାଙ୍କ ସ୍ବାମୀ ସିଦ୍ଧାର୍ଥ ହେଗ୍‌ଡେ କାଫେ କଫି ଡେ ଜରିଆରେ ୮୦୦୦କୋଟିର କମ୍ପାନୀ…

ଔରଙ୍ଗାବାଦ-ଓସମାନାବାଦ ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କଲେ ଶିନ୍ଦେ…

ମୁମ୍ବାଇ,୧୬।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ଯଥାକ୍ରମେ ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲାର ନାମକୁ ଛତ୍ରପତି ସମ୍ଭାଜୀନଗର ଏବଂ ଧରାଶିବରେ ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଶୁକ୍ରବାର ରାତିରେ ରାଜସ୍ବ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ…

‘କଂଗ୍ରେସକୁ ଚନ୍ଦ୍ରୟାନରେ ବସାଇ ଚନ୍ଦ୍ରକୁ ପଠାଇଦେବୁ’, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୯: ମଧ୍ୟ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଚାର ଲାଗି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଜବଲପୁର ପହଞ୍ଚିଛନ୍ତି। ଶନିବାର ସେ ସେଠାରେ ମିଡିଆ ସହ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୪ ଟିଭି ଆଙ୍କର୍‌…

ଗରିବୀରେ ବଞ୍ଚୁଛନ୍ତି ଭାରତର ୫କୋଟି ଶିଶୁ: ୟୁନିସେଫ୍‌

ନୂଆଦିଲ୍ଲୀ,୧୬।୯: ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି। ବିଶ୍ୱ ବ୍ୟାଙ୍କ ଏବଂ ୟୁନିସେଫ…

ଭୋଟ ନ ଦେଲେ ବ୍ୟାଙ୍କ୍‌ ଆକାଉଣ୍ଟରୁ କଟିବ ୩୫୦ଟଙ୍କା!

ନୂଆଦିଲ୍ଲୀ,୧୬।୯: ମତଦାନ ପ୍ରତ୍ୟେକ ନାଗରିକଙ୍କର ଅଧିକାର। ତେବେ ଆଗକୁ ୨୪ ଲୋକସଭା ଓ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି। ଭାଇରାଲ ମେସେଜରେ କୁହାଯାଉଛି କି ଯଦି ଜଣେ ବ୍ୟକ୍ତି ଭୋଟ…

ଛତିଶଗଡ଼ ବସ୍ତରରୁ ଆରମ୍ଭ ହେବ କେଜରିଓ୍ବାଲଙ୍କ ‘ମିଶନ ଇଲେକଶନ’

ନୂଆଦିଲ୍ଲୀ,୧୬।୯: ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଛତିଶଗଡର ବସ୍ତରରେ ପହଞ୍ଚିବେ। ଏଠାରେ ଉଭୟ ମୁଖ୍ୟମନ୍ତ୍ରୀ ଜଗଦଲପୁରର ଐତିହାସିକ ଲାଲବାଗ ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ବୈଠକ ପାଇଁ ଆମ ଆଦମୀ…

ଭାରତରେ ପେଟ୍ରୋଲ ଶସ୍ତା ହେବ କି ମହଙ୍ଗା ନିଷ୍ପତ୍ତି ନେବ ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?