ଜାତୀୟ

ଅବିବାହିତ, ବିଧବା ଝିଅ ମୃତ ବାପାଙ୍କ ସମ୍ପତ୍ତି ପାଇବାକୁ ହକ୍‌ଦାର

ନୂଆଦିଲ୍ଲୀ,୧୬ା୯: ଜଣେ ଅବିବାହିତ କିମ୍ବା ବିଧବା ହୋଇଥିବା ଝିଅ ସେମାନଙ୍କ ସ୍ବର୍ଗବାସୀ ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ତେବେ ଛାଡ଼ପତ୍ର ପାଇଥିବା ଝିଅ ଭରଣପୋଷଣ ପାଉଥିବାରୁ ସେ ବାପଘର ସମ୍ପତ୍ତି ଉପରେ ଦାବି କରିପାରିବେ ନାହଁି ବୋଲି ଦିଲ୍ଲୀ…

ଲୋକ ସଭା, ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହେବ

ହାଇଦ୍ରାବାଦ,୧୬ା୯: ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ପ୍ରଥମ ବୈଠକ ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪…

୫ମ କକ୍ଷପଥରେ ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୧୬ା୯(ପି.ଟି.): ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ ଆଦିତ୍ୟ-ଏଲ୍‌୧ର ଚତୁର୍ଥ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ଶୁକ୍ରବାର ଭୋର ସମୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏବେ ଏହା ପଞ୍ଚମ କକ୍ଷପଥରେ ପ୍ରବେଶ କରିଛି। ନୂଆ କକ୍ଷପଥର ପୃଥିବୀଠାରୁ…

ରାହୁଲ ନବୀନ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ,୧୬।୯: ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ୍‌ ୧୫ ସେପ୍ଟେମ୍ବରରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସଞ୍ଜୟ କୁମାର ମିଶ୍ରାଙ୍କ ପ୍ରାୟ ୪…

ନିପାର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆସିବ ମୋନୋକ୍ଲୋନାଲ ଆଣ୍ଟିବଡି

ନୂଆଦିଲ୍ଲୀ୧୫।୯: ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮ରେ ଅଷ୍ଟ୍ରେଲିଆରୁ କିଛି ମାତ୍ରାରେ ମୋନୋକ୍ଲୋନାଲ…

ଅନନ୍ତନାଗ ଏନ୍‌କାଉଣ୍ଟର: ଆଖି ବୁଜିଲେ ଆଉଜଣେ ଆହତ ଯବାନ

ନୂଆଦିଲ୍ଲୀ,୧୫ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସେନା କଲୋନେଲ, ଜଣେ ମେଜର ଏବଂ ଜଣେ ପୋଲିସ ଅଫିସର ଶହୀଦ ହୋଇଥିଲେ। ଗୁଳିବିନିମୟ ବେଳେ ଆହତ ହୋଇଥିବା ଜଣେ ଯବାନ…

ଗୁଳି କରି ପରିବାରର ୩ ଜଣଙ୍କୁ ହତ୍ୟା: ଜାଳି ଦେଲେ ଘର

ଲକ୍ଷ୍ନୌ,୧୫ା୯: ଉତ୍ତରପ୍ରଦେଶର କୌଶମ୍ବିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମି ବିବାଦକୁ ନେଇ ପଡୋଶୀଙ୍କ ଗୁଳି ମାଡ଼ରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୋହିଉଦ୍ଦିନପୁର ଗ୍ରାମର ହୋରିଲାଲ୍‌(୬୨) ତାଙ୍କ ଝିଅ ବ୍ରଜକାଳୀ(୨୨) ଏବଂ ଜ୍ୱାଇଁ ଶିବସାଗର(୨୬) ଘର ବାହାରେ…

ବିଧାନସଭା ପେପରଲେସ୍‌ ହେବାରୁ ପ୍ରତିବର୍ଷ ସଞ୍ଚୟ ହେଉଛି ୩୪୦କୋଟି

ନୂଆଦିଲ୍ଲୀ,୧୫।୯: ବିଧାନସଭାଗୁଡ଼ିକ ପେପରଲେସ୍‌ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି। ପରିବେଶକୁ ସୁରକ୍ଷା ପାଇଁ କରାଯାଇଥିବା ଏହି ଯୋଜନା ଯୋଗୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କାଗଜ ଏବଂ ଅନ୍ୟାନ୍ୟ ଦସ୍ତାବିଜର ଖର୍ଚ୍ଚ ରୋକାଯାଇ ପାରୁଛି। ଏହାଦ୍ୱାରା ଗଛ…

ବ୍ରିଟେନରେ ସବୁଠାରୁ ବଡ ନିବେଶ କରିବେ ରତନ ଟାଟା

ନୂଆଦିଲ୍ଲୀ,୧୫।୯: ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି। ଶୁକ୍ରବାର…

ବାୟୁସେନାର ବଢିବ ଶକ୍ତି, ସୁଖୋଇ-୩୦ ଏମକେଆଇ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଲା ମଞ୍ଜୁରି

ନୂଆଦିଲ୍ଲୀ,୧୫।୯: ଭାରତୀୟ ବାୟୁସେନାରେ ସାମିଲ୍‌ ହେବ ୧୨ଟି ସୁଖୋଇ-୩୦ ଏମକେଆଇ। ଏହାକୁ କ୍ରୟ କରିବାକୁ ଅନୁମୋଦନ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଏହି ଯୁଦ୍ଧ ବିମାନ ଭାରତରେ ନିର୍ମାଣ ହେବ। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।…

ରାଜନାଥ ସିଂଙ୍କୁ ଭେଟିଲେ ମେଇତି ଗୋଷ୍ଠୀ

ଇମ୍ଫାଲ,୧୫।୯: ଇମ୍ଫାଲର ମେଇତି ଗୋଷ୍ଠୀ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ସାକ୍ଷାତକାରରେ ସେମାନେ ରାଜ୍ୟରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଫୋର୍ସ ପକ୍ଷପାତିତା କରୁଛି। ପ୍ରତିନିଧିମାନେ ଦିଲ୍ଲୀସ୍ଥିତ ବାସଭବନରେ ରାଜନାଥ…

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: ନିକଟରେ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି। ଏବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?