ଜାତୀୟ

କୁଲିଙ୍କ ଭଳି ମୁଣ୍ଡରେ ରେଳ ଯାତ୍ରୀଙ୍କ ସାମଗ୍ରୀ ବୋହିଲେ ରାହୁଲ…

ନୂଆଦିଲ୍ଲୀ,୨୧।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରେ କୁଲିଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ଯାତ୍ରୀମାନଙ୍କ ସାମଗ୍ରୀ ମଧ୍ୟ ମୁଣ୍ଡରେ କୁଲିଙ୍କ ଭଳି ଉଠାଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। କଂଗ୍ରେସ…

ଟ୍ରେନ ଦୁର୍ଘଟଣା ଅନୁକମ୍ପା ରାଶି ୧୦ ଗୁଣ ବଢିଲା

ନୂଆଦିଲ୍ଲୀ,୨୧।୯: ଭାରତୀୟ ରେଳ ବୋର୍ଡ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଆଘାତରେ ଦିଆଯାଇଥିବା ଅନୁକମ୍ପା ରାଶିକୁ ୧୦ ଗୁଣ ବୃଦ୍ଧି କରିଛି। ଏହି ରାଶି ଶେଷ ଥର ପାଇଁ ୨୦୧୨ ଏବଂ ୨୦୧୩ରେ ସଂଶୋଧିତ ହୋଇଥିଲା। ବୋର୍ଡ କହିଛି ଯେ, ବର୍ତ୍ତମାନ…

ଅକ୍ଷୟ ଶକ୍ତିରେ ଭାରତର ପଦକ୍ଷେପ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ,୨୧।୯: ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିଥିଲେ ମଧ୍ୟ ଏବେ ବି ଏହା ୧.୫ ଡିଗ୍ରୀ ସେଲସିୟସ୍‌ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହଁି। ତାପଜ ବିଦ୍ୟୁତ୍‌ ଉତ୍ପାଦନରେ ମଧ୍ୟ ଦେଶ ପଛୁଆ ରହିଥିବା ମଙ୍ଗଳବାର ଜଳବାୟୁ ଆକ୍ସନ ଟ୍ରାକର ପକ୍ଷରୁ…

ସାଧାରଣତନ୍ତ୍ର ଦିବସକୁ ବାଇଡେନ୍‌ ଆମନ୍ତ୍ରିତ

ନୂଆଦିଲ୍ଲୀ,୨୧ା୯: ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଥିବା ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ଜି୨୦ ସମ୍ମିଳନୀ ଅବସରରେ ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ତାଙ୍କୁ ୨୦୨୪ ଜାନୁୟାରୀ…

୧୯୯୮ ରାୟର ପୁନଃ ଯାଞ୍ଚ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏମ୍‌ପିମାନଙ୍କୁ ଲାଞ୍ଚ ଦେବା ଘଟଣାରେ ପି.ଭି. ନରସିଂହ ରାଓ ସରକାରଙ୍କ ସମ୍ପୃକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ୧୯୯୮ ରାୟର ପୁନଃ ଯାଞ୍ଚ କରିବା ଲାଗି ସର୍ବୋଚ୍ଚ ଅଦାଲତ ବୁଧବାର ରାଜି ହୋଇଛନ୍ତି। ଏହା ଏକ…

୪୨% ଯୁବ ଗ୍ରାଜୁଏଟ୍‌ ବେରୋଜଗାର

ନୂଆଦିଲ୍ଲୀ,୨୧।୯: ଭାରତର ଦ୍ରୁତ ଅଭିବୃଦ୍ଧି ସହ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହୋଇଥିବାବେଳେ ଦେଶର ପ୍ରାୟ ୪୨% ଯୁବ ଗ୍ରାଜୁଏଟ ବେରୋଜଗାର ରହିଥିବା ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଦେଶରେ ବେକାରି…

କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ବିପଦ

ନୂଆଦିଲ୍ଲୀ,୨୧ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜାରଙ୍କୁ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇପଡ଼ିଛି। ପରସ୍ପର ଜଣେ ଲେଖାଏ କୂଟନୀତିଜ୍ଞ ବହିଷ୍କାର କରିଛନ୍ତି।…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ କପୁର

ମୁମ୍ବାଇ,୨୦ା୯: ବଲିଉଡ୍‌ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବାରୁ ସମାଜରେ…

କୋଲକାତାରେ ବିମାନର ଜରୁରୀ ଅବତରଣ

କୋଲକାତା,୨୦ା୯: ଓ୍ବିଣ୍ଡଶିଲ୍ଡରେ ଫାଟ ଦେଖାଯିବାରୁ ବୁଧବାର ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନକୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ସ୍ପାଇସ୍‌ଜେଟ୍‌ ବି୭୩୭ ବିମାନରେ ୧୭୬ ଯାତ୍ରୀ ଏବଂ ୬ ଜଣ କ୍ୟାବିନ୍‌ କ୍ରିଉ…

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩) ଲୋକସଭାରେ ପାରିତ ହୋଇଛି। ସ୍ଲିପ ଦ୍ୱାରା ଭୋଟିଂ କରାଯାଇଥିଲା। ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିରୋଧରେ ଦୁଇଟି ଭୋଟ ଦିଆଯାଇଥିଲା। ଭୋଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ…

ମହିଳା ସଂରକ୍ଷଣ ବିଲ୍‌ ଆଜିଠାରୁ ଲାଗୁ ହେବା ଉଚିତ୍‌: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୦।୯: ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପରେ ବୁଧବାର ବିତର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଂଶଗ୍ରହଣ କରିଥିଲେ। ରାହୁଲ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଲ ତୁରନ୍ତ କାର୍ଯ୍ୟକାରୀ ହେବା ଉଚିତ୍‌। ମୁଁ ଏହି…

୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ: ସ୍ପଷ୍ଟ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ ବୋଲି ବୁଧବାର ଲୋକସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଯୁଗ ପରିବର୍ତ୍ତନକାରୀ ବିଲ। ମୋ ଦଳ ତଥା ମୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?