ଜାତୀୟ

ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ନଡ୍ଡା କହିଲେ, ‘ଏହା ସନାତନ ଧର୍ମକୁ ଶେଷ କରିବାର ରଣନୀତି’

ନୂଆଦିଲ୍ଲୀ,୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ। ମଧ୍ୟପ୍ରଦେଶର ଚିତ୍ରକୋଟରେ ‘ଜନ ଆର୍ଶିବାଦ ଯାତ୍ରା’ରେ ଜନତାଙ୍କୁ ସମ୍ବୋଧିତ…

ଚାଇନା, ପାକିସ୍ତାନକୁ କଡ଼ା ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ,୩ା୯: ଚଳିତମାସ ୯-୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଟି ଶବ୍ଦରେ କହିଛନ୍ତି ଯେ, ଏହି ଦେଶରେ ଭାରତ…

ଜାଲନା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଆଦିତ୍ୟ ଠାକରେ, କହିଲେ ଇସ୍ତଫା ଦେଇଦେବା ଭଲ

ମୁମ୍ବାଇ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ଆନ୍ଦୋଳନ ଶୁକ୍ରବାର ହିଂସାତ୍ମକ ରୂପ ନେଇଛି। ଏହି ଆନ୍ଦୋଳନରେ ୩୮ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏଥି ସହିତ, ଶନିବାର ଅପରାହ୍ନ ପର୍ଯ୍ୟନ୍ତ ୩୬୦ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।…

ଉତ୍ତର ପ୍ରଦେଶ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷିତ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଖାଲି ଆସନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ ଯେ, ଦଳର ବରିଷ୍ଠ ନେତା ହରିଦ୍ୱାର ଦୁବେଙ୍କ ମୃତ୍ୟୁ କାରଣରୁ ଖାଲିଥିବା…

ଜି-୨୦କୁ ନେଇ ଚାଇନାର ଅଭିଯୋଗକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଭାଗରେ ଜି-୨୦ ବୈଠକ ଅନୁଷ୍ଠିତ ହେବା ସ୍ବାଭାବିକ। ଅରୁଣାଚଳ ପ୍ରଦେଶ ଏବଂ କ୍‌ଶ୍ମୀରରେ ଜି -୨୦ ବୈଠକ ଆୟୋଜନ ଉପରେ ଚାଇନାର ଆପତ୍ତିକୁ ପ୍ରଧାନମନ୍ତ୍ରୀ ଖଣ୍ଠନ କରିଛନ୍ତି। ଭାରତର…

‘୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ଦେଶ’

ନୂଆଦିଲ୍ଲୀ,୩ା୯: ଦେଶର ଆର୍ଥିକ ଅଭିବୃଦ୍ଧିକୁ ମୋଦି ସରକାରଙ୍କ ୯ ବର୍ଷର ରାଜନୈତିକ ସ୍ଥିରତାର ଏକ ‘ସ୍ବାଭାବିକ ସହ-ଉତ୍ପାଦ’ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକଟ କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ,…

ସନାତନ ଧର୍ମକୁ ଅପମାନିତ କରୁଛି ‘ଇଣ୍ଡିଆ’ ମେଣ୍ଟ: ଅମିତ ଶାହା

ନୂଆଦିଲ୍ଲୀ,୩।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବୃତ୍ତି ପରେ ଭାଜପା ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଘେରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ…

ରାଜଭରଙ୍କ ଦାବି: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେବେ ଶିବପାଲ ଯାଦବ

ଲକ୍ଷ୍ନୌ,୩।୯: ବିବାଦୀୟ ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ଏସ୍‌ବିଏସ୍‌ପି ମୁଖ୍ୟ ଓମ ପ୍ରକାଶ ରାଜଭର ପୁଣିଥରେ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଯୋଗୁ ୟୁପି ରାଜନୀତି ସରଗରମ ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶିବପାଲ ସିଂ…

ଇଣ୍ଡିଆ ମେଣ୍ଟରେ ଫାଟ: ପୁଥୁପାଲ୍ଲି ଉପନିର୍ବାଚନରେ କଂଗ୍ରେସ-ସିପିଏମ ମୁହାଁମୁହିଁ…

ନୂଆଦିଲ୍ଲୀ,୩।୯ : ଇଣ୍ଡିଆ ମେଣ୍ଟର ଦୁଇ ଦଳ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଏମ) ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ସଂକଳ୍ପ ପାରିତ କରିଛନ୍ତି। ଭାଜପା ବିରୋଧରେ…

ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶରୁ ଆଜି ପାଲଟିଛି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ…

ନୂଆଦିଲ୍ଲୀ,୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ ପାଲଟିଛି। ଭାରତୀୟମାନଙ୍କୁ ଆଜି ଏପରି ବିକାଶର ମୂଳଦୁଆ ପକାଇବାକୁ ଏକ ଅନନ୍ୟ ସୁଯୋଗ ରହିଛି, ଯାହା ଆଗାମୀ ହଜାର ହଜାର ବର୍ଷ ପାଇଁ ସ୍ମରଣୀୟ…

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକରାକୁ ନେଇ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ: ଖାର୍ଗେଙ୍କ ଘରେ ବସିବ ବୈଠକ

ନୂଆଦିଲ୍ଲୀ,୩।୯: ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ବିରୋଧୀ ଏକଜୁଟ ହୋଇଥିବା ଜଣାପଡିଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅଲ ଇଣ୍ଡିଆ ଆଲାଇନ୍ସରେ ଜଡିତ ଦଳର ନେତାମାନଙ୍କର ଏକ ବୈଠକ ହେବ। ୧୮ ସେପ୍ଟେମ୍ବରରୁ କେନ୍ଦ୍ର ସରକାର ସଂସଦର…

ଏକ ଦେଶ, ଏକ ନିର୍ବାଚନ ଭାରତର ସଂଘ ଉପରେ ଆକ୍ରମଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ନେଇ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ପ୍ରଥମେ କଂଗ୍ରେସ ଏମ୍‌ପି ଅଧୀର ରଂଜନ ଚୌଧରୀ କମିଟିର ଅଂଶ ହେବାକୁ ମନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri