ଜାତୀୟ

ଗେହଲଟ ସରକାରଙ୍କ ଉପରେ ବର୍ଷିଲେ ଧାମି

ଜୟପୁର,୨୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି ଭାଜପା ଶାସକ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି। ନେତା ଓ ମନ୍ତ୍ରୀ ଗେହଲଟ ସରକାର ଉପରେ ଖୁବ ବର୍ଷିଛନ୍ତି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଏକ ବଡ ବୟାନ ସାମ୍ନାକୁ…

କର୍ନାଟକକୁ  ଝଟକା: କାବେରୀ ଜଳ ପ୍ରାଧିକରଣ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କଲେ…

ନୂଆଦିଲ୍ଲୀ,୨୧।୯ : କାବେରୀ ଜଳ ପରିଚାଳନା ପ୍ରାଧିକରଣର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତରେ, ଏହି ନିର୍ଦ୍ଦେଶ ଅନୁଯାୟୀ, କାବେରୀ ଜଳ ପରିଚାଳନା ପ୍ରାଧିକରଣ କର୍ନାଟକକୁ ତାମିଲନାଡୁକୁ ୫୦୦୦ କ୍ୟୁସେକ ଜଳ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ତ୍ତୃପକ୍ଷ…

ନଡ୍ଡା କହିଲେ ଆଜି ମହିଳା ସଂରକ୍ଷଣ ବିଲ ଲାଗୁ ହେଲେ ୨୦୨୯ ମଧ୍ୟରେ ଲାଗୁ ହୋଇଯିବ, ନଚେତ…

ନୂଆଦିଲ୍ଲୀ,୨୧।୯: ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବାରେ ବିଳମ୍ବ, କେତେଜଣ ମହିଳାଙ୍କ ପାଇଁ କାହିଁକି ସଂରକ୍ଷଣ ନାହିଁ ଭଳି ବିରୋଧୀ ଦଳର ଏହି ପ୍ରଶ୍ନର ଉତ୍ତରରେଭାଜପା ଏମପି ଜେପି ନାଡ୍ଡା କହିଛନ୍ତି ଯେ ମହିଳାମାନେ କେଉଁ ଆସନରେ ସଂରକ୍ଷଣ ପାଇବେ, କେଉଁ…

ବିମାନ ବିଳମ୍ବ ହେଲେ ଭିଜା କାର୍ଡ ଧାରୀଙ୍କୁ ମିଳିବ ମାଗଣାରେ ସମସ୍ତ ସୁବିଧା…

ନୂଆଦିଲ୍ଲୀ,୨୧।୯ : ଏବେ ବିମାନ ଉଡ଼ାଣରେ ବିଳମ୍ବ ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ପାଖରେ କେବଳ ଭିଜା କାର୍ଡ ଥିଲେ ତାଙ୍କୁ ଲାଉଞ୍ଜ, ଖାଦ୍ୟ ଏବଂ ରହଣି ସହିତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ। ସୂଚନା…

କାନାଡାକୁ ନେଇ ଆକ୍ସନ ମୋଡରେ ଭାରତ, ଭିଜା ସର୍ଭିସ ସସପେଣ୍ଡ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ,୨୧।୯: ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ ପାଇଁ ଭିଜା ସେବାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଭାରତ ଏପର୍ଯ୍ୟନ୍ତ ନେଇଥିବା…

ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ ଶାନ୍ତି ପାଇଁ ଅପିଲ କଲା କାନାଡ଼ା…

ନୂଆଦିଲ୍ଲୀ,୨୧।୯ : ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହେବା ସହିତ ଗୁରୁବାର ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ଏହା ଅନ୍ତର୍ଗତ ଭାରତ କାନାଡା ପାଇଁ ଭିଜା ସେବାକୁ ସ୍ଥଗିତ ରଖିଛି। କାନାଡାରୁ ଭାରତ ଆସୁଥିବା କାନାଡା…

ଜି-୨୦ ସମ୍ମିଳନୀରେ ବି ଡ୍ରାମା କରିଥିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ବି ଡ୍ରାମା କରିଥିଲେ। ଟ୍ରୁଡୋ ଭାରତ ଯାତ୍ରା ସମୟରେ ପ୍ରେସିଡେଣ୍ଟସିୟାଲ ସୁଟରେ ରହିବାକୁ ମନା କରିଦେଇଥିଲେ ଓ ହୋଟେଲର ଏକ ସାଧାରଣ କୋଠରିରେ ରହିଥିଲେ।…

ଏସପି ପାଇଁ ଘାତକ ହୋଇ ପାରନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ, ବ୍ରାହ୍ମଣ-ହିନ୍ଦୁ ଧର୍ମ ବିରୋଧରେ ଦେଇଥିଲେ ମନ୍ତବ୍ୟ…

ଲକ୍ଷ୍ନୌ,୨୧।୯ : ବ୍ରାହ୍ମଣ ମହାସଭା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ରାହ୍ମଣ ଏବଂ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏହାକୁ ବିରୋଧ କରି ବ୍ରାହ୍ମଣ ମହାସଭା ମୌର୍ଯ୍ୟଙ୍କ ପୁତ୍ତଳିକା ପୋଡିଛନ୍ତି। ପ୍ରଦର୍ଶନକାରୀ ମୋର୍ଯ୍ୟଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ତାଙ୍କ…

ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି, ସେଥିପାଇଁ ସଂସଦ ଭବନ ଉଦଘାଟନ ପାଇଁ କରାଗଲାନି ଆମନ୍ତ୍ରଣ: ଉଦୟାନିଧି…

ଚେନ୍ନାଇ,୨୧।୯ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ପୁଣି ଥରେ ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏଥର ସେ ସନାତନ ଧର୍ମକୁ ସଂସଦ ଭବନର ଉଦଘାଟନୀ ଉତ୍ସବ ସହ ଯୋଡ଼ିଛନ୍ତି। କାହିଁକି ରାଷ୍ଟ୍ରପତି ଦ୍ରୌପଦୀ…

ଇ-ମେଲ ଜରିଆରେ ଦିଲ୍ଲୀର ଆଉ ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୧।୯: ଦେଶର ରାଜଧାନୀ ଦିଲ୍ଲୀର ଅନ୍ୟ ଏକ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଧମକ ପାଇବା ପରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ବିଦ୍ୟାଳୟକୁ ବୋମାରେ ଉଡାଇ…

କମ ସୁଧ ହାର ଯୋଗୁ ସଞ୍ଚୟ ହୋଇଛି ହ୍ରାସ, ଲୋକେ ସମ୍ପତ୍ତିରେ କରିଛନ୍ତି ବିନିଯୋଗ…

ନୂଆଦିଲ୍ଲୀ,୨୧।୯ : କରୋନା ମହାମାରୀ ସମୟରେ ଭାରତୀୟ ବ୍ୟାଙ୍କଗୁଡିକ ସୁଧ ହାର ହ୍ରାସ କରିଥିଲେ, ଯେଉଁ କାରଣରୁ ଲୋକମାନେ ଆର୍ଥିକ ସଞ୍ଚୟ କରିବା ପରିବର୍ତ୍ତେ ସମ୍ପତ୍ତିରେ ବିନିଯୋଗ କରିଥିଲେ। ଏସବିଆଇର ଏକ ଅନୁସନ୍ଧାନ ରିପୋର୍ଟରେ ଏହି ଦାବି କରାଯାଇଛି। ଅନୁସନ୍ଧାନ ଅନୁଯାୟୀ,…

ଏହି ୨ ଏମ୍‌ପି ମହିଳା ସଂରକ୍ଷଣ ବିଲ୍‌ ବିପକ୍ଷରେ ଦେଲେ ଭୋଟ

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ସ୍‌ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଲୋକସଭାରେ ଏହି ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିପକ୍ଷରେ ୨ଟି ଭୋଟ ଦିଆଯାଇଛି। ତେବେ ବିପକ୍ଷରେ ଭୋଟ ଦେଇଥିବା ୨ ଏମ୍‌ପିଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?