ଜାତୀୟ

ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଆମେରିକା, ଅଷ୍ଟ୍ରେଲିଆ, କାନାଡାରେ କରିପାରିବେ ପ୍ରୋଜେକ୍ଟ, ଓ୍ବାର୍ଲଡ ଫେଡେରେଶନରୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ,୨୧।୯: ଭାରତର ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି)କୁ ୧୦ ବର୍ଷ ପାଇଁ ଓ୍ବାର୍ଲଡ ଫେଡେରେଶନ ଫର ମେଡିକାଲ ଏଜୁକେଶନ(ଡବ୍ଲୁଏଫଏମଇ) ମାନ୍ୟନାରେ ସମ୍ମାନୀତ କରାଯାଇପାରେ। ଏହି ନିଷ୍ପତ୍ତି ପରେ ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ପ୍ରୋଜେକ୍ଟ କରିପାରିବେ। କେନ୍ଦ୍ର…

ଆଜି ଶେଷ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ, ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିଲା ସିଡ୍ୟୁଲ

ନୂଆଦିଲ୍ଲୀ,୨୧।୯: ସଂସଦର ଉଭୟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସଭାରେ ଆଜି ହିଁ ମହିଳା ସଂରକ୍ଷଣ ବିଲ ପାରିତ ହେବ। ସନ୍ଧ୍ୟା ୪ଟାରେ ବିଜନେସ ଆଡଭାଇଜରୀ କମିଟିର ବୈଠକ ରହିଛି,…

ଚାଇନା ପ୍ରସଙ୍ଗରେ ଛାତି ଚଉଡା କରି ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ଚାଲିଛି। ଗୁରୁବାର ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିରୋଧୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। ରାଜନାଥ…

ହ୍ବାଟସଆପ ଚ୍ୟାନେଲରେ ଯୋଡି ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ହ୍ବାଟସଆପ ଚ୍ୟାନେଲରେ ଯୋଡି ହୋଇଯାଇଛନ୍ତି। ହ୍ବାଟସ ଆପ ଚ୍ୟାନେଲରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ୨୩ହଜାରରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି। ବର୍ତ୍ତମାନ ଦେଶର ଜନତା ହ୍ବାଟସ ଆପ ଚ୍ୟାନେଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

‘୪୦ ଲକ୍ଷ ହିସାବରେ କିଣା ଯାଇଥିଲେ ୪ ଏମପି’, କ୍ୟାଶ ଫର ଭୋଟ ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ କାହିଁକି ଆବଶ୍ୟକ ପଡିଲା ପୁଣି ଶୁଣାଣି

ନୂଆଦିଲ୍ଲୀ,୨୧।୯: ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ୧୯୯୩ ଭୋଟ (ନୋଟ ବଦଳରେ ଭୋଟ) ମାମଲାର ଶୁଣାଣି କରିବ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୫ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ ଏହାକୁ ୭ଜଣ ବିଚାରପତିଙ୍କ ବେଞ୍ଚକୁ ସ୍ଥାନାନ୍ତର କରିଛନ୍ତି। ଏମପି କିମ୍ବା…

ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ୪ ବର୍ଷ ପରେ ନିର୍ବାଚନ

ନୂଆଦିଲ୍ଲୀ,୨୧।୯: ଚାରି ବର୍ଷ ପରେ ଅର୍ଥାତ୍‌ କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ। ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ ଏବଂ ଯୁଗ୍ମ ସଚିବ ପଦ ପାଇଁ ଶୁକ୍ରବାର ଅର୍ଥାତ ୨୨ ସେପ୍ଟେମ୍ବର…

୨୦୨୪ ନିର୍ବାଚନ ପୂର୍ବରୁ ଜେଜେପିକୁ ବଡ ଧକ୍କା

ଚଣ୍ଡିଗଡ଼,୨୧।୯: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ସେମାନଙ୍କର ରାଜନୀତିର ସମିକରଣ ସେଟ କରିବାରେ ଲାଗି ପଡିଛନ୍ତି। ଯେହେତୁ ପ୍ରତ୍ୟେକ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକରେ ଉତ୍ତେଜନା ଦେଖାଯାଏ। ବିଭିନ୍ନ ଦଳର ନେତାମାନେ ଏଠାରୁ ସେଠାକୁ ଯାଆନ୍ତ। ଯେଉଁଥିପାଇଁ ଏକ…

ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ…

ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌, ରୋଭର

ନୂଆଦିଲ୍ଲୀ,୨୧।୯: ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ ବୈଜ୍ଞାନିକମାନେ କହିଛନ୍ତି , ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌ ଏବଂ ରୋଭର ସେପ୍ଟେମ୍ବର ୨୩ରେ ପୁନର୍ବାର ସକ୍ରିୟ…

ଏୟାରଲାଇନର ବିମାନ ସୁରକ୍ଷା ମୁଖ୍ୟଙ୍କୁ ୧ ମାସ ପାଇଁ ନିଲମ୍ବିତ କଲା ଡିଜିସିଏ

ନୂଆଦିଲ୍ଲୀ,୨୧।୯: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆର ବିମାନ ସୁରକ୍ଷା ମୁଖ୍ୟଙ୍କୁ ଦିଆଯାଇଥିବା ମଞ୍ଜୁରୀ ଉପରେ ଏକ ମାସ ପାଇଁ ରୋକ ଲଗାଇଛି। ଏଥିସହ…

‘ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହେବା ଏକ ସୁବର୍ଣ୍ଣ ମୁହୁର୍ତ୍ତ’, ସମସ୍ତ ଏମପିଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ଭାରତର ସଂସଦୀୟ ଯାତ୍ରାରେ ଏକ ସୁବର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ମାତୃ ଶକ୍ତିର ଆତ୍ମବିଶ୍ୱାସ ଦେଶକୁ ଏକ ନୂତନ ଦିଗ ଦେବ।…

ଗେହଲଟ ସରକାରଙ୍କ ଉପରେ ବର୍ଷିଲେ ଧାମି

ଜୟପୁର,୨୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି ଭାଜପା ଶାସକ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି। ନେତା ଓ ମନ୍ତ୍ରୀ ଗେହଲଟ ସରକାର ଉପରେ ଖୁବ ବର୍ଷିଛନ୍ତି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଏକ ବଡ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?