ଜାତୀୟ

ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ଡିମ୍ପଲ

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଲୋକସଭାରେ ବିତର୍କ ଚାଲିଛି। ଏଥିରେ ଉଭୟ ସରକାର ଏବଂ ବିରୋଧୀ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ମହିଳା ସଂରକ୍ଷଣ ବିଲରେ ଏସସି, ଏସଟି, ଓବିସି ଏବଂ ଅଳ୍ପସଂଖ୍ୟକ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଛନ୍ତି…

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଭଲ: ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ ଉପରେ ଆଜି ସଂସଦରେ ଆଲୋଚନା ହୋଇଛି। ଏଥିରେ ଭାଗ ନେଇ ଲୋକସଭାରେ ଟିଏମସି ଏମ୍‌ପି କାକୋଲି ଘୋଷ ଦସ୍ତିଦାର ସଂସଦରେ କହିଛନ୍ତି ଯେ, ଭାଜପା ମହିଳାଙ୍କୁ ଅପମାନିତ କରିବାରେ ଲାଗିଛି। ମହିଳାମାନେ ପୁରୁଷଙ୍କ ସହ ସମାନ…

ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ନୂତନ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଗତ କିଛି ଦିନ ହେବ କାନାଡା ସହ ଚାଲିଥିବା ଉତ୍ତେଜନା ଏବଂ ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।…

ଭାରତ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟାରେ ବୃଦ୍ଧି…

ନୂଆଦିଲ୍ଲୀ,୨୦।୯ : ଭାରତ ଏବଂ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କ ସଂଖ୍ୟା ଚାରି ହଜାରରୁ ଅଧିକ ରହିଛି। ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ବହୁ ଉଦ୍ୟମ କରାଯାଉଛି। ପଡୋଶୀ ଦେଶ ନେପାଳରେ ମଧ୍ୟ ସେମାନଙ୍କସଂଖ୍ୟା…

ସନାତନ ଧର୍ମ ମନ୍ତବ୍ୟ ମାମଲା: ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ,୨୦।୯: ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଏହି ମାମଲା ୟୁପିର ବାଡାଉନ…

ମହିଳା ସଂରକ୍ଷଣ ବିଲ୍‌ ଜରିଆରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି କଂଗ୍ରେସ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୨୦।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେଉଛି। ଏହି ଆଲୋଚନା ନୂଆ ସଂସଦ ଗୃହରେ ହେଉଛି। ଏଥିରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି…

‘ଏହା ମୋ ସ୍ବାମୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଥିଲା’: ମହିଳା ସଂରକ୍ଷଣ ବିଲ୍‌କୁ ସୋନିଆଙ୍କ ସମର୍ଥନ

ନୂଆଦିଲ୍ଲୀ,୨୦।୯: ବୁଧବାର ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ସଂସଦର ତୃତୀୟ ଦିନରେ ମହିଳା ସଂରକ୍ଷଣ ବିଲ୍‌ ଅର୍ଥାତ୍‌ ନାରୀଶକ୍ତି ବନ୍ଦନ ବିଲ୍‌ ଉପରେ ବିତର୍କ ଲୋକ ସଭାରେ ଆରମ୍ଭ ହୋଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ,…

ଅଭିନେତ୍ରୀଙ୍କୁ ୩ ବର୍ଷ ପାଇଁ ବ୍ୟାନ୍‌ କଲା ମଣିପୁରର ଏକ ସଂଗଠନ

ଇମ୍ଫାଲ,୨୦।୯: ଇମ୍ଫାଲର ଏକ ସଂଗଠନ ଲୋକପ୍ରିୟ ମଣିପୁରୀ ଚଳଚ୍ଚିତ୍ର ତାରକା ସୋମା ଲାଇଶ୍ରମଙ୍କୁ ତିନି ବର୍ଷ ପାଇଁ ଚଳଚ୍ଚିତ୍ରରେ କାମ କରିବା ଏବଂ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଇଛି। କୁହାଯାଉଛି, ଯେ ପର୍ଯ୍ୟନ୍ତ ମଣିପୁରରେ ହିଂସା କମିନାହିଁ…

କ୍ରୁରତା ପ୍ରମାଣ ବିନା ଛାଡ଼ପତ୍ର ସମ୍ଭବ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୯ : ସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି ଦାମ୍ପତ୍ୟ ଜୀବନରେ କ୍ରୁରତାର ପ୍ରମାଣ ବିନା ଛାଡପତ୍ର ପ୍ରକ୍ରିୟାରେ ହାଇକୋର୍ଟ ଉଭୟଙ୍କ ମଧ୍ୟରେ ବିବାହ ଭଙ୍ଗ କରିପାରିବେ ନାହିଁ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି କ୍ରୁରତାର ରେକର୍ଡ ନ କରି ବିବାହକୁ…

ଦିଲ୍ଲୀରେ ସିଦ୍ଦାରାମାୟା, କାବେରୀ ଜଳ ବିବାଦ ଉପରେ କେନ୍ଦ୍ର ସହିତ କରିବେ ବୈଠକ

ନୂଆଦିଲ୍ଲୀ,୨୦।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଦିଲ୍ଲୀ ଗସ୍ତରେ ଅଛନ୍ତି। କାବେରୀ ଜଳ ବିବାଦକୁ ନେଇ ସେପ୍ଟେମ୍ବର ୨୦ରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଥିରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ତାଙ୍କ…

ନୂଆ ଭବନକୁ ପ୍ରବେଶ କରିବା ସମୟରେ ମିଳିଥିବା ସମ୍ବିଧାନର କପିରୁ ସମାଜବାଦୀ-ଧର୍ମନିରପେକ୍ଷ ଶବ୍ଦ ଗାଏବ, କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,୨୦।୯: ବୁଧବାର ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ମହିଳା ସଂରକ୍ଷଣ ବିଲ୍‌ ଅର୍ଥାତ୍‌ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେବ। ଏହି ସମୟରେ ଉତ୍ତେଜନା ଦେଖାଦେଇପାରେ ବୋଲି ଆଶା କରାଯାଉଛି। ଅନ୍ୟପଟେ ଲୋକ ସଭାରେ ବିରୋଧୀ ଦଳର ନେତା…

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିହାର ସମେତ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ନୂଆଦିଲ୍ଲୀ,୨୦।୯: ଉତ୍ତର-ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାର ଓଡ଼ିଶା, ପଶ୍ଚିମବଙ୍ଗର ଗଙ୍ଗା ଉପକୂଳ ଅଞ୍ଚଳ ଏବଂ ଝାଡଖଣ୍ଡ ସମେତ ପୁର୍ବ କେନ୍ଦ୍ରୀୟ ଅଞ୍ଚଳ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?