ଜାତୀୟ

ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୯: ନାରୀଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍‌) ୨୦୨୩ ରାଜ୍ୟ ସଭାରେ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଭାଜପା ମହିଳା ମୋର୍ଚ୍ଚା କର୍ମୀମାନେ…

ଜୟାପ୍ରଦାଙ୍କ ନାଁରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ଆବେଦନ ଓ୍ବାଣେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବା ଏବଂ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ…

୨ ଦିନ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ଅବଧି

ଅମରାବତୀ,୨୨।୯: ବିଜୟୱାଡାର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) କୋର୍ଟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ଅବଧି ଦୁଇ ଦିନ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ସ୍କିଲ ଡେଭଲପମେଣ୍ଟ କର୍ପୋରେଶନ ସ୍କାମରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)…

ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଏନକାଉଣ୍ଟରରେ ନିହତ

ଲକ୍ଷ୍ନୌ,୨୨।୯: ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀ ଅନିସଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ଏସଟିଏଫ ଓ ଅଯୋଧ୍ୟା ପୋଲିସର ଜଏଣ୍ଟ ଅପରେଶନରେ ହୋଇଥିବା ଏହି ଏନକାଉଣ୍ଟରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଅନ୍ୟ ଦୁଇ…

ଭାରତ-କାନାଡା ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଚିନ୍ତିତ ଅକାଳୀ ଦଳ, କେନ୍ଦ୍ର ସରକାରଙ୍କୁ କଲା ଏହି ଦାବି

ନୂଆଦିଲ୍ଲୀ,୨୨।୯: ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିଆ ଗୁରୁବାର କେନ୍ଦ୍ର ସରକାରଙ୍କୁ କାନାଡା ଲୋକଙ୍କ ପାଇଁ ଭିସା ସେବା ସ୍ଥଗିତ ରଖିବା ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ କହିଛନ୍ତି। ସେ କହିଛନ୍ତି , ଏହି ନିଷ୍ପତ୍ତି କାନାଡାରେ…

କୋଭିଡ୍‌ ସ୍ଥିତି ବିଷୟରେ ଜଣାଇବ କାଶ

ନୂଆଦିଲ୍ଲୀ,୨୨।୯:ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୋଭିଡ୍‌ ପ୍ରଭାବ ଦୀର୍ଘଦିନ ଧରି ରହୁଛି। ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍‌ କିପରି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘ ଦିନ ଧରି ପ୍ରଭାବ ପକାଉଛି ସେନେଇ ଆଲୋଚନା କରିବା ସହ ଏଥିପାଇଁ ଲୋକଙ୍କୁ ସଚେତନ ମଧ୍ୟ…

୫,୦୦୦ କ୍ୟୁସେକ୍‌ ଜଳ ଛାଡ଼ିବ କର୍ନାଟକ

ନୂଆଦିଲ୍ଲୀ,୨୨ା୯(ପି.ଟି.):କାବେରୀ ଜଳ ବିବାଦ ପ୍ରସଙ୍ଗରେ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍‌ଏ)ଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁବାର ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଥିସହ ତାମିଲନାଡୁକୁ ୧୫ ଦିନ ପର୍ଯ୍ୟନ୍ତ ଦୈନିକ ୫ ହଜାର କ୍ୟୁସେକ୍‌ ଜଳ ଛାଡ଼ିବା…

ଦୁର୍ନୀତିରେ ରାଜସ୍ଥାନ ଆଗରେ ରହିଛି: ଧାମି

ଜୟପୁର,୨୨।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଢେର ବଢିଯାଇଛି। ଆଉ ଦିନକୁ ଦିନ ଏହା ରାଜନୈତିକ ମାହୋଲକୁ ଅଧିକ ସରଗରମ କରିବାରେ ଲାଗିଛି। ତେବେ ରାଜ୍ୟର ଶାସକ କଂଗ୍ରେସ ଦଳର…

ଭାରତର ସମସ୍ତ ଅନୁଷ୍ଠାନ ଆରଏସଏସ ଦ୍ୱାରା ହୋଇଛି ପ୍ରଭାବିତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୯: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପରେ ସବୁକିଛି ବଦଳି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାରତ ବର୍ତ୍ତମାନ…

ମୋଦି ଅଛନ୍ତି ତ ସବୁ ସମ୍ଭବ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୯: ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସେ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା…

ସଂଯୋଗ: ମୋଦିଙ୍କ ଜନ୍ମଦିନରେ ମହିଳା ସଂରକ୍ଷଣ ବିଲ ପାରିତ

ନୂଆଦିଲ୍ଲୀ,୨୨।୯: ରାଜ୍ୟ ସଭାରେ ଆଲୋଚନା ପରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଏହାର ସପକ୍ଷରେ ୨୧୪ ଭୋଟ ଦିଆଯାଇଥିବାବେଳେ ଏହା ବିରୋଧରେ ଗୋଟିଏ ବି ଭୋଟ ଦିଆଯାଇ ନାହିଁ। ରାଜ୍ୟ ସଭାରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ପାରିତ…

‘ଯେଉଁଠି ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତା ବାସ କରନ୍ତି’

ନୂଆଦିଲ୍ଲୀ,୨୨।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ବିଲ ସବୁ ଦଳର ସମର୍ଥନ ପାଇବା ପରେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ହିମନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?