‘୭୨ ବର୍ଷ ବୟସରେ ଏତେ ଏନର୍ଜି, ଯୁବକ ବି ଲାଜେଇ ଯିବେ’, ଏମିତି ପ୍ରଶ୍ନର ଉତ୍ତର ଦେଲେ ମୋଦି
ନୂଆଦିଲ୍ଲୀ,୬।୯: ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କିଛି ମିଡିଆ ଗୋଷ୍ଠୀକୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ମନି କଣ୍ଟ୍ରୋଲ ସହିତ ଭାରତର ଜି -୨୦ ଏଜେଣ୍ଡା ଉପରେ କଥା ହୋଇଛନ୍ତି। ଏହି ସମୟରେ, ଏକ…
ଚନ୍ଦ୍ରୟାନ-୩ ମିଶନରେ ହୋଇଛି ଅଧିକ ଖର୍ଚ୍ଚ, କମ ମିଳିବ ଏଥର ରାଶନ: ଝାଡଖଣ୍ଡରେ ଠକେଇ…
ଚତରା,୬।୯ : ଝାଡଖଣ୍ଡର ଚତରାରୁ ରାଶନ ଡିଲରଙ୍କ ଅଭିନବ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଚନ୍ଦ୍ରୟାନ-୩ ମିଶନରେ ହୋଇଥିବା ଖର୍ଚ୍ଚ ଦର୍ଶାଇ ରାଶନ ଡିଲରମାନେ କମ ରାଶନ ଦେଇଛନ୍ତି। କେତେକ ସ୍ଥାନରେ ୧୦ କିଲୋଗ୍ରାମ ଏବଂ…
କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ
ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ ୧୯୯୦ମସିହାରେ…
ହ୍ବାଟସ ଆପ ନିଷେଧ କଲା ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ, ରହିଛି କି ଆପଣଙ୍କର ?…
ନୂଆଦିଲ୍ଲୀ,୬।୯ : ହ୍ବାଟସ ଆପର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସ୍କାମରମାନେ ମଧ୍ୟ ଏହାର ସୁଯୋଗ ନେଇ ଅନେକ ନିରୀହ ଲୋକଙ୍କ ପକେଟ ଖାଲି କରୁଛନ୍ତି। ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି।…
ଓ୍ବାନ ନେଶନ, ଓ୍ବାନ ଇଲେକଶନ ସମିତିର ପ୍ରଥମ ବୈଠକ ଆଜି, କୋବିନ୍ଦଙ୍କ ଘରେ ଏକାଠି ହେବେ ସଦସ୍ୟ
ନୂଆଦିଲ୍ଲୀ,୬।୯: ଦେଶରେ ଓ୍ବାନ ନେଶନ, ଓ୍ବାନ ଇଲେକଶନକୁ ନେଇ ଚର୍ଚ୍ଚା ଚାଲିଛି। କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ଓ୍ବାନ ନେଶନ, ଓ୍ବାନ ଇଲେକଶନର ଅଧ୍ୟୟନ ପାଇଁ ୮ ସଦସ୍ୟ ବିଶିଷ୍ଟ ଟିମ ଗଠନ କରିଥିଲେ। ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା…
ଶିବସେନା-ଏନସିପି ମଧ୍ୟରେ ବିଭାଜନ କରିଛି ଭାଜପା, ଶରଦ ପାଓ୍ବାରଙ୍କ ଅଭିଯୋଗ
ମୁମ୍ବାଇ,୬।୯: ଶିବସେନା-ଏନସିପି ମଧ୍ୟରେ ବିଭାଜନ ସୃଷ୍ଟି କରିଛି ଭାଜପା। ଏଭଳି ଅଭିଯୋଗ ଆଣିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର। ଜାଲଗାଓଁରେ ଏକ ସମାବେଶକୁ ସମ୍ବୋଧିତ କରି ସେ କରି କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ ମୋଦି…
ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ ସଫଳତାର…
ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣି ଅଭିଯୋଗରେ ଷ୍ଟାଲିନ-ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ମାମଲା ରୁଜୁ
ରାମପୁର,୬।୯: ରାମପୁରର ସିଭିଲ ଲାଇନ ପୋଲିସ ଷ୍ଟେଶନରେ ତାମିଲନାଡୁ ଯୁବ କଲ୍ୟାଣ ତଥା କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସିଭିଲ ଲାଇନ…
ଦିଲ୍ଲୀରେ ୩ ଦିନ ବନ୍ଦ ରହିବ ସ୍ବିଗି-ଜୋମାଟୋ-ଆମାଜନ-ଫ୍ଲିପକାର୍ଟ ସେବା…
ନୂଆଦିଲ୍ଲୀ,୬।୯ : ଭାରତର ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବାକୁ ଯାଉଛି। ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ…
‘ନୂତନ ସଂସଦର ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନ କରିବା ସନାତନ ଧର୍ମର ଏକ ଭଲ ଉଦାହରଣ’
ଚେନ୍ନାଇ,୬।୯: ସନାତନ ଧର୍ମ ସମ୍ବନ୍ଧରେ ଦେଇଥିବା ବୟାନ ଉପରେ ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏହି ସମୟରେ ସେ ପୁଣି ଥରେ…
ୟୁପିଆଇ ପେମେଣ୍ଟ ପାଇଁ ଆବଶ୍ୟକ ନାହିଁ ମୋବାଇଲ, ଡିଜିଟାଲ ରିଙ୍ଗ ଦ୍ୱାରା କାରବାର ହେବ ସହଜ…
ନୂଆଦିଲ୍ଲୀ,୬।୯ : ମୋବାଇଲ ଫୋନରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଦେବା ପୁରୁଣା ହୋଇଗଲାଣି। ନୂତନ ଟେକ୍ନୋଲୋଜି ଅନୁଯାୟୀ, ଆପଣ ଡିଜିଟାଲ ରିଙ୍ଗ ମାଧ୍ୟମରେ କ୍ୟୁଆର କୋଡ ସ୍କାନ କରି ୟୁପିଆଇ ପେମେଣ୍ଟ ମଧ୍ୟ କରିପାରିବେ। କେରଳର ଥିରୁଭାନନ୍ତପୁରମର ଏକ ଷ୍ଟାର୍ଟଅପ କମ୍ପାନୀ…
ଦେଶର ନାଗରିକ ‘ଇଣ୍ଡିଆ’ ଅବା ‘ଭାରତ’ କହିବାକୁ ସ୍ବାଧୀନ: ୨୦୧୬ମସିହାରେ କହିଥିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି। ତେବେ ଏଠାରେ କହି ରଖୁଛୁ ଏହି ବିାଦ ଏବେର ନୁହେଁ। ଏହି…
Archives


