ଜାତୀୟ

ରମେଶ ବିଧୁରୀ-ଦାନିସ ଅଲି ବିବାଦକୁ ନେଇ ଆକ୍ସନ ମୁଡରେ ଓମ ବିର୍ଲା

ନୂଆଦିଲ୍ଲୀ,୨୮।୯: ନୂଆ ସଂସଦରେ ଅଶ୍ଳୀଳ ଭାଷାର ବ୍ୟବହାରକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ରମେଶ ବିଧୁରୀ ଏବଂ ବିଏସପି ଏମପି ଦାନିସ ଅଲିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମାମଲା ବର୍ତ୍ତମାନ ବିଶେଷାଧିକାର…

ଦାନିସ ଅଲ୍ଲୀ, ରମେଶ ବିଧୁରୀଙ୍କ ଅଭିଯୋଗ ମାମଲାର ଯାଞ୍ଚ୍‌ କରିବ ସଂସଦର ବିଶେଷାଧିକାର କମିଟି

ନୂଆଦିଲ୍ଲୀ,୨୮।୯: ବିଏସ୍‌ପି ଏମ୍‌ପି ଦାନିସ ଅଲ୍ଲୀ ଏବଂ ରମେଶ ବିଧୁରୀଙ୍କ ଅଭିଯୋଗ ପ୍ରସଙ୍ଗର ଅନୁସନ୍ଧାନ ସଂସଦର ବିଶେଷାଧିକାର କମିଟି କରିବ ବୋଲି ଲୋକ ସଭା ବାଚସ୍ପତି ଓମ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ ଚନ୍ଦ୍ରୟାନ-୩…

‘ଗତ ଥର ‘ଇଣ୍ଡିଆ’ର ବୈଠକ ଦିନ ଡକାଇଥିଲା ଇଡି, ଆଉ ଏବେ ଅକ୍ଟୋବର ୩କୁ…’: ଅଭିଷେକ

କୋଲକାତା,୨୮।୯: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କ ଅଡୁଆ କମୁନାହିଁ। ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ ଜାରି କରିଛି। ଯାହାକୁ ନେଇ ଅଭିଷେକ ନିଜେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଭିଷେକ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ…

ଫର୍ନିଚର ବଜାରରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କୀର୍ତ୍ତିନଗରର ଫର୍ନିଚର ବଜାର ପରିଦର୍ଶନ କରିଛନ୍ତି। ଏନେଇ ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ଆଜି ଦିଲ୍ଲୀର କୀର୍ତ୍ତିନଗରରେ ଅବସ୍ଥିତ ଏସିଆର ସବୁଠୁ ବଡ ଫର୍ନିଚର ବଜାରକୁ ଯାଇ କାର୍ପେଟର ଭାଇମାନଙ୍କୁ…

ଭାଜପା ଛାଡିଲେ ମଣିପୁରୀ ଅଭିନେତା

ଇମ୍ଫାଲ,୨୮।୯: ମଣିପୁରର ପ୍ରସିଦ୍ଧ ଅଭିନେତା ରାଜକୁମାର କେକୁ ଦୁଇ ଯୁବ ଛାତ୍ରଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ଦୁଇଟି କୁକି ଚଳଚ୍ଚିତ୍ର ସମେତ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରାଜକୁମାର…

ଘୃଣା ବିସ୍ତାର କରୁଥିବା ବ୍ୟକ୍ତିଙ୍କୁ ଭାଜପା ଦେଲା ପୁରସ୍କାର: ଦାନିସ ଅଲ୍ଲୀ

ନୂଆଦିଲ୍ଲୀ,୨୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀଙ୍କୁ ଭାଜପା ପକ୍ଷରୁ ରାଜସ୍ଥାନର ଟୋଙ୍କ ଜିଲାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।…

କାବେରୀ ଜଳ ବିବାଦକୁ ନେଇ ଶୁକ୍ରବାର କର୍ନାଟକ ବନ୍ଦ, ପ୍ରଭାବିତ ହୋଇପାରେ ସାଧାରଣ ଜୀବନଯାତ୍ରା

ବେଙ୍ଗାଲୁରୁ,୨୮।୯: ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବାକୁ ବିରୋଧ କରି ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି। ପଡୋଶୀ ରାଜ୍ୟରେ ଚାଲିଥିବା ବିରୋଧ ମଧ୍ୟରେ ଶୁକ୍ରବାର ପୁଣି ଥରେ ଏକ ବନ୍ଦ ଡାକରା ଦିଆଯାଇଛି। ଏହାପୂର୍ବରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ରହିଥିଲା ଏବଂ…

ରାଜସ୍ଥାନ-ତେଲଙ୍ଗାନା ଗସ୍ତ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୮।୯: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ଆକଳନ କରୁଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ଆକଳନ ପାଇଁ ଶୁକ୍ରବାରଠାରୁ ରାଜସ୍ଥାନକୁ ତିନି ଦିନିଆ ଗସ୍ତରେ ଯିବେ। ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ…

ବିରୋଧୀ ଦଳର ଚାପ ଯୋଗୁ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଛି: କବିତା

ହାଇଦ୍ରାବାଦ,୨୮।୯: ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ବିଆରଏସ୍‌ ନେତା କେ. କବିତା ଭାଜପା ଉପରେ ବର୍ଷିଛନ୍ତି। ଶାସକ ଦଳକୁ ଟାର୍ଗେଟ୍‌ କରି ସେ କହିଛନ୍ତି ବିରୋଧୀ ଦଳର ଚାପ ଯୋଗୁ ଭାଜପା ଏହି ବିଲ୍‌ ପାରିତ…

ଅଗଷ୍ଟରେ କ୍ରେଡିଟ କାର୍ଡରେ କାରବାର ହୋଇଛି ୧.୫ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୯: ଭାରତରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସପିଂ ଠାରୁ ଆରମ୍ଭ କରି ଘର ଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଇଏମଆଇ ବି ଦେଉଛନ୍ତି।…

ଭାରତୀୟ ଦୂତାବାସ ଜାରି କଲା ୧୦ ଲକ୍ଷରୁ ଅଧିକ ଭିଜା, ୨୦୧୯ ତୁଳନାରେ ୨୦ ପ୍ରତିଶତରୁ ଅଧିକ ଆବେଦନ

ନୂଆଦିଲ୍ଲୀ,୨୮।୯: ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ମିଲିୟନ ଅଣ-ପ୍ରବାସୀ ଭିଜା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟକୁ ଅତିକ୍ରମ କରିଛି। ଆମେରିକାର ଦୂତାବାସ ଗୁରୁବାର ଘୋଷଣା କରିଛି ଯେ ଏହି ମିଶନ ୨୦୨୨ରେ ପ୍ରକ୍ରିୟାକୃତ ମୋଟ ମାମଲାକୁ ଅତିକ୍ରମ କରିସାରିଛି ଏବଂ ୨୦୧୯ରେ…

ତେଲଙ୍ଗାନା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଖୁସିଖବର, ବିଆରଏସ୍‌ର ବିଧାୟକ ଧରିବେ ହାତ

ହାଇଦ୍ରାବାଦ,୨୮।୯: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଅଛି। ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ବିଧାୟକ ଏମ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?