ଜାତୀୟ

ହିନ୍ଦୁଙ୍କୁ ବିଭାଜନ କରୁଛି କଂଗ୍ରେସ, ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ଗରିବଙ୍କର: ପ୍ରଧାନମନ୍ତ୍ରୀ…

ଜଗଦଲପୁର,୩।୧୦ : ଛତିଶଗଡର ଜଗଦଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କଡା ସମାଲୋଚନା କରି କହିଛନ୍ତି ଆଜି ପର୍ଯ୍ୟନ୍ତ ସେମାନେ ଅନ୍ୟ ଦେଶ ସହ କେଉଁ ଗୁପ୍ତ ଚୁକ୍ତି କରିଛନ୍ତି ତାହା ପ୍ରକାଶ କରି ନାହାନ୍ତି। କିନ୍ତୁ ଦେଶ ଦେଖୁଛି ଏହି…

ଦିଲ୍ଲୀ- ଏନ୍‌ସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା। ମଙ୍ଗଳବାର ଅପରାହ୍ନ ୨.୫୩ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଛି। ଏହାର କେନ୍ଦ୍ର ନେପାଳରେ ରହିଥିବା…

ବାଲ୍ୟ ବିବାହକୁ ନେଇ ଆକ୍ସନ ମୋଡରେ ସରକାର, ୮୦୦ରୁ ଅଧିକ ଗିରଫ

ଗୁଆହାଟୀ,୩।୧୦: ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାର ଆକ୍ସନ ମୋଡରେ ଅଛନ୍ତି। ଟୁଇଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ବିରୋଧରେ ଆସାମ ପୋଲିସର ଅଭିଯାନ ଜାରି ରହିଛି। ଆଜି ସକାଳେ ଏକ ଅପରେଶନ କରି…

ନାଦେଡ ହସ୍ପିଟାଲରେ ୪୮ ଘଣ୍ଟାରେ ୧୬ ଶିଶୁ ସମେତ ୩୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରର ନାଦେଡ ସ୍ଥିତ ସରକାରୀ ଡାକ୍ତରଖାନାରେ ସୋମବାର ବିଳମ୍ବିତ ରାତିରେ ଆଉ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଚାରି ପିଲା ଥିବା କୁହାଯାଉଛି। ସୋମବାର ଖବର ଆସିଥିଲା ଯେ ୨୪ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୨୪ଜଣଙ୍କର ମୃତ୍ୟୁ…

ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି, ସ୍କୁଲ, କଲେଜ ବନ୍ଦ

ପାଟନା,୩।୧୦: କେରଳରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ଅନେକ ଲୋକ ରିଲିଫ କ୍ୟାମ୍ପରେ ରହିଛନ୍ତି। ସତର୍କତାମୂଳକ ପଦକ୍ଷେପ ଭାବରେ ପ୍ରଶାସନ ମଙ୍ଗଳବାର ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ…

ବିହାର ଜାତି ସର୍ଭେ ମାମଲା: ୬ ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୩।୧୦: ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ୬ ଅକ୍ଟୋବରରେ ଶୁଣାଣି ପାଇଁ କହିଛନ୍ତି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସର୍ଭେ ତଥ୍ୟ ଜାରି କରିବାକୁ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ। ରୋକ ଆଦେଶ…

ବିହାରର ଜାତି ସର୍ଭେ ଉପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମାୟାବତୀ

ଲକ୍ଷ୍ନୌ,୩।୧୦: ବହୁ ଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ବିହାରର ଜାତି ସର୍ଭେ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର ନାମ ନ ନେଇ ସେ କହିଛନ୍ତି ଯେ, ଏହି ସର୍ଭେରେ…

ନିଜ୍ଜର ମାମଲାରେ ଆହୁରି କଠୋର ହେଲା ଭାରତ, କାନାଡାର ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବଡ ଖବର ଆସିଛି। କଠୋର ଆଭିମୁଖ୍ୟ ଗ୍ରହଣ କରି ଭାରତ କାନାଡାକୁ ଏହାର ୪୧କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କହିଛି। ମଙ୍ଗଳବାର ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ କରିଛି ଯେ ଅକ୍ଟୋବର…

ପ୍ରୋଜେକ୍ଟ ଚିତା: ନାମିବିୟା, ଦକ୍ଷିଣ ଆଫ୍ରିକା ପରେ ଏବେ କେନିଆରୁ ଆସିବେ ଚିତା

ନୂଆଦିଲ୍ଲୀ,୩।୧୦: ପ୍ରଥମ ବର୍ଷରେ ନାମିବିୟା ଏବଂ ଦକ୍ଷିଣ ଆଫ୍ରିକାରୁ ଆଣିଥିବା ମୋଟ ୨୦ଟି ଚିତା ମଧ୍ୟରୁ ୬ଟି ଚିତାଙ୍କ ମୃତ୍ୟୁ ପରେ ଚିତା ପ୍ରକଳ୍ପରେ କିଛି ବଡ ପରିବର୍ତ୍ତନ ପ୍ରସ୍ତୁତ ହେଉଛି, ଯେଉଁଥିରେ ଏବେ ଥିବା ଚାତାଙ୍କୁ ପାଣିପାଗ ଅନୁକୂଳା ଦେଖିବା…

ଜାତି ଭିତ୍ତିକ ଜନ ଗଣନାକୁ ନେଇ ଖୁସି ନୁହଁନ୍ତି ଟ୍ରାନ୍ସଜେଣ୍ଡର

ପାଟନା,୩।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ବିହାର ଦେଶର ପ୍ରଥମ ରାଜ୍ୟ ଭାବରେ ଏଭଳି ତଥ୍ୟ ପ୍ରକାଶ କରିଛି, କିନ୍ତୁ ସର୍ଭେ ରିପୋର୍ଟକୁ ନେଇ ରାଜ୍ୟର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…

ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ/ଜେନେଭା,୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଇଛି। ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣର ‘ପ୍ରି-କ୍ଲିନିକାଲ’ ଏବଂ ‘କ୍ଲିନିକାଲ’ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଆଧାରରେ ଏହି ଅନୁମୋଦନ ଦିଆଯାଇଛି…

ସନାତନ ଧର୍ମ ଉପରେ ଆକ୍ରମଣ ହେଲେ ହେବ ବିନାଶ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩।୧୦: ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବର୍ତ୍ତମାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ ଏବଂ ବାକି ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?