ଶୀଘ୍ର ଭାରତ ଫେରିପାରନ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୮: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାଙ୍କୁ ଖୁବଶୀଘ୍ର ଭାରତ ଫେରାଇ ଅଣାଯିବାର ସମ୍ଭାନା ରହିଛି। ଆମେରିକାର ଅଦାଲତ ପାକିସ୍ତାନ ମୂଳ ବାସିନ୍ଦା ଏହି କାନାଡିଆ ବିଜନେସ ମ୍ୟାନଙ୍କ ଅପିଲକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ
ଭୋପାଳ,୧୮।୮: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପୁନାସା ନିକଟ ସନାଓ୍ବଡ ମାର୍ଗର ଦୈଲତପୁର…
ଦିନ ଦ୍ୱିପ୍ରହରରେ ଖବରଦାତାଙ୍କୁ ହତ୍ୟା
ଅରରିୟା,୧୮।୮: ଅରରିୟାର ରାନିଗଞ୍ଜରେ ଦୈନିକ ଜାଗରଣର ଖବରଦାତା ବିମଲ ଯାଦବଙ୍କୁ ହତ୍ୟା କରାଯାଇଛି। ଅପରାଧୀମାନେ ଘରର ଦ୍ୱାରରେ ଚଢି ମୁଖ୍ୟ ଫାଟକ ଖୋଲିଥିଲେ। ସାମ୍ବାଦିକ ଜଣଙ୍କ ଫାଟକକୁ ଆସିବା ମାତ୍ରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହତ୍ୟା ପରେ ଏହି…
‘ଭାରତରେ ସମସ୍ତ ହିନ୍ଦୁ ଜନ୍ମ ହୋଇଛନ୍ତି’, ଗୁଲାମ ନବୀ ଆଜାଦଙ୍କ ଟିପ୍ପଣୀ ଉପରେ ଜାଣନ୍ତୁ କ’ଣ କହିଲେ ମୁଫତି
ଶ୍ରୀନଗର,୧୮।୮: ଡିପିଏପିର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଭାରତରେ ଧର୍ମର ଇତିହାସ ବିଷୟରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି। ନିକଟରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ସମସ୍ତ ଭାରତୀୟ ମୁସଲମାନ ହିନ୍ଦୁ ଧର୍ମରୁ…
ଓଲଟିଲା ବସ୍: ୩୦ ଯାତ୍ରୀ ଆହତ
ଥିରୁଭାନନ୍ତପୁରମ୍,୧୮।୮: କେରଳର ଥ୍ରୀସୁର ଜିଲାର କନିମାଙ୍ଗଳମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେରଳ ରାଜସ୍ବ ମନ୍ତ୍ରୀ କେ. ରାଜନ ଏହି ସୂଚନା ଦେଇଛନ୍ତି। ରାଜନ କହିଛନ୍ତି ଯେ…
ଅନ୍ୟ ବନ୍ଦୀଙ୍କୁ ବି ଆଗୁଆ ଛାଡ଼ୁଛ କି
ନୂଆଦିଲ୍ଲୀ,୧୮ା୮:୨୦୦୨ ଗୁଜରାଟ ଦଙ୍ଗାବେଳେ ମୁସଲମାନ ମହିଳା ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତ କରାଯିବା ଉପରେ ଗୁରୁବାର ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଗୁଡ଼ିକ ରେମିସନ୍(ଦୋଷୀଙ୍କୁ କ୍ଷମା…
ଡେଙ୍ଗୁ ମୁକାବିଲା ବିଫଳ
ଭୁବନେଶ୍ୱର,୧୮।୮(ଅଭିଜିତ ଦାସ):ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ହୁହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ପ୍ରତିବର୍ଷ ପରି ଏବର୍ଷ ଡେଙ୍ଗୁ ମୁକାବିଲା ଲାଗି ମୌସୁମୀ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସବୁକିଛି…
ପୁଅ ବୌଦ୍ଧ ଧର୍ମରେ ବିବାହ କରିବାରୁ ଭାଜପା ନେତା ଦଳରୁ ବହିଷ୍କୃତ
ଲେହ,୧୮।୮: ପୁଅ ବୌଦ୍ଧ ଧର୍ମାବଲମ୍ବୀ ଯୁବତୀଙ୍କୁ ବିବାହ କରିବାରୁ ଜଣେ ବାପାଙ୍କୁ ଭାଜପାରୁ ବହିଷ୍କୃତ ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରର ଲଦାଖ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲଦାଖ ଭାଜପା ନେତା ତଥା ରାଜ୍ୟ ଭାଜପା ଉପ ସଭାପତି ନାଜିର ଅହମ୍ମଦ(…
ଜଳବାୟୁ ପରିବର୍ତ୍ତନ: ସବୁଜିମା ହେବ ଥର୍ ମରୁଭୂମି
ନୂଆଦିଲ୍ଲୀ,୧୮।୮:ଶୁଷ୍କ ଜଳବାୟୁ ଲାଗି ପରିଚିତ ଥିବା ଭାରତର ଥର୍ ମରୁଭୂମି ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ଶତାଦ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱର ଅଧିକାଂଶ ମରୁଭୂମି ତାର କ୍ଷେତ୍ରଫଳ…
ଧର୍ମନିରପେକ୍ଷତା ପ୍ରତି ୟୁସିସି ବିପଦ
ନୂଆଦିଲ୍ଲୀ,୧୮।୮:ଭାରତରେ ପରବର୍ତ୍ତୀ ସରକାର ଗଠନ ହେବାର ୧୦ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଦୀର୍ଘକାଳୀନ ଅଭିଯାନ ଉପରେ ପୁଣି ଜୋର୍ ଦେଇଛି। ବିବିଧତାପୂର୍ଣ୍ଣ ଏହି ଦେଶରେ ସମାନତା ଏକ ବିବାଦୀୟ ପ୍ରସଙ୍ଗ ରହିଆସିଥିବାବେଳେ…
ଯଦି ‘ଇଣ୍ଡିଆ’ର କବାଟ ନୀତିଶ କୁମାର, ତେବେ ଖିଡ୍କି କିଏ: ପିକେଙ୍କ ଖୁଲାସା
ନୂଆଦିଲ୍ଲୀ,୧୮।୮: ଜନ ସୁରଜ ପଦଯାତ୍ରାର ସୁତ୍ରଧାର ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ସମସ୍ତେ ଭାବୁଥିବେ ନୀତୀଶ କୁମାର ଦିଲ୍ଲୀ ଅଟଳ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ…
ଯୁବକଙ୍କୁ ଟ୍ରେନ୍ ଟ୍ରାକକୁ ଠେଲି ଦେଲେ ଦମ୍ପତି
ମୁମ୍ବାଇ,୧୮।୮: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ପ୍ଲାଟଫର୍ମରୁ ଟ୍ରାକ୍କୁ ଠେଲି ଦେଇଛନ୍ତି ଦମ୍ପତି। ଫଳରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି। ସିଓନ ଷ୍ଟେଶନରେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ…
Archives


