ଜାତୀୟ

‘ମୋଦି ନିର୍ବାଚନ ହାରୁଛନ୍ତି…ସେଥିପାଇଁ ଏମିତି କରୁଛନ୍ତି’, ନିଜ ଗରିଫକୁ ନେଇ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୧୦: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ରାଜ୍ୟ ସଭା ଏମପି ତଥା ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଛି। ତାଙ୍କୁ ରିମାଣ୍ଡରେ…

ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ୫ ରାଜ୍ୟରେ କେବେ ବି ହୋଇପାରେ ନିର୍ବାଚନ ତାରିଖ ଘୋଷଣା, ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୫।୧୦: ପାଞ୍ଚଟି ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ବିଗୁଲ ବାଜିପାରେ। ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡାକିଛନ୍ତି। ନିର୍ବାଚନ ଆୟୋଗର ପୋଲିସ, ସାଧାରଣ ତଥା…

ଇନ୍ଦିରା ଗାନ୍ଧୀଙ୍କୁ ମହାପୁରୁଷ କହିଲେ ପ୍ରିୟଙ୍କା, ଭୁଲ୍‌ ବୁଝିବା ପରେ…

ଭୋପାଳ,୫।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି। ପ୍ରିୟଙ୍କା ଧରର ମୋହନଖେଡା ଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣ ସମୟରେ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ…

ସିକ୍କିମ ବନ୍ୟାରେ ଏ ପର୍ଯ୍ୟନ୍ତ ୧୪ ମୃତ, ୧୦୨ ନିଖୋଜ

ଗ୍ୟାଙ୍ଗ୍‌ଟକ,୫।୧୦:ଉତ୍ତର ସିକ୍କିମର ହ୍ଲୋନାକ ହ୍ରଦରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ସେନା କର୍ମଚାରୀଙ୍କ ସମେତ ପ୍ରାୟ ୧୦୨ଜଣ ନିଖୋଜ…

ରାଜସ୍ଥାନରେ ୫୦୦୦ କୋଟି ମୂଲ୍ୟର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଯୋଧପୁର ସହରରେ ଆୟୋଜିତ ସମାରୋହରେ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ…

ରବିଶଙ୍କର,ବିଜୟଙ୍କ ଘରେ ହୋଇନି ଜାତିଗତ ଜନଗଣନା: ଭାଜପାର ଅଭିଯୋଗ…

ପାଟନା,୫।୧୦ : ଜାତିଗତ ଜନଗଣନା ରାଜନୀତି ନେଇ ଆରୋପ ପ୍ରତ୍ୟାରୋପ ବିହାରରେ ଶିଖରରେ ଅଛି । ଭାଜପା ଏମପି ରବି ଶଙ୍କର ପ୍ରସାଦ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ସିହ୍ନା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର…

ପତ୍ନୀ, ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଅମରାବତୀ,୫।୧୦: ଆନ୍ଧ୍ରପ୍ରଦେଶରେ ଜଣେ ୫୫ ବର୍ଷୀୟ ପୋଲିସ ହେଡ କନଷ୍ଟେବଳ ନିଜ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ଘଟଣାର ତଦନ୍ତ କରି ହତ୍ୟାକାଣ୍ଡ…

ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି, ଇଡ଼ି କାହିଁକି କରୁନି ଚଢାଉ: ପ୍ରିୟଙ୍କାଙ୍କ ପ୍ରଶ୍ନ…

ଭୋପାଳ,୫।୧୦ : କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମଧ୍ୟପ୍ରଦେଶର ଧାରର ମୋହନଖେଡା ଠାରେ ପହଞ୍ଚିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଗତ ୧୮ ବର୍ଷ ମଧ୍ୟରେ ୧୭…

ପରବର୍ତ୍ତୀ ନମ୍ବର କେଜରିଓ୍ବାଲଙ୍କର: ମଦ ଦୁର୍ନୀତି ନେଇ ଅନୁରାଗ ଠାକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆମ ଆଦମୀ ପାର୍ଟି (ଏଏପି) କୁ ଟାର୍ଗେଟ କରିଛନ୍ତି। ସେ ଏଏପି ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଗୁରୁବାର କହିଛନ୍ତି…

ଅଭିଷେକଙ୍କ ବିରୋଧରେ ନୂଆ ସମନ ଜାରି କରିପାରିବ ଇଡି: କୋଲକାତା ହାଇକୋର୍ଟ

କୋଲକାତା,୫।୧୦: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ପ୍ରଶ୍ନର ସମ୍ମୁଖୀନ ହେଉଥିବା ତୃଳମୂଳ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢିପାରେ। ଯାଞ୍ଚ ସମୟରେ ଦସ୍ତାବିଜର ଅଭାବ ଦର୍ଶାଇ ଇଡି ଅଭିଷେକଙ୍କ ହାଜର ସମ୍ପର୍କରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛି।…

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥକି ପଡିଛନ୍ତି, ସେ ଆରାମ କରିବା ଉଚିତ୍‌: ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଗସ୍ତ କରିଛନ୍ତି। ସେଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଭୂମି ହେଉଛି ଗର୍ବର ଦେଶ। ରାଜସ୍ଥାନ ଗୌରବମୟ ଇତିହାସକୁ ପ୍ରତିନିଧିତ୍ୱ କରେ। ତେଣୁ ରାଜସ୍ଥାନର ବିକାଶ ପାଇଁ ଭାରତ…

ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩ ବର୍ଷ ମଧ୍ୟରେ ସେପ୍ଟେମ୍ବରରେ ଉଚ୍ଚତମ ସ୍ତରରେ…

ନୂଆଦିଲ୍ଲୀ,୫।୧୦ : ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମୌସୁମୀ ଏସ ଆଣ୍ଡ ପି ଗ୍ଲୋବାଲ ଇଣ୍ଡିଆ ସର୍ଭିସେସ ପିଏମଆଇ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?